ସ୍କୁଲ ଭିତରେ ଦିଦି ନାଚିଲେ ରୋମାନ୍ସ ଡ୍ୟାନ୍ସ… ତାପରେ ହେଲେ ସ୍କୁଲ ରୁ ସସପେଣ୍ଡ… ଦେଖ ଏହି ଡ୍ୟାନ୍ସ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ୟୁପି ସ୍କୁଲ ରେ ଶିକ୍ଷୟିତ୍ରୀ ଙ୍କର ରୋମାନ୍ସ ଡ୍ୟାନ୍ସ । ୫ ଶିକ୍ଷୟିତ୍ରୀ ନି-ଲ-ମ୍ବି-ତ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ Video ଦେଖନ୍ତୁ ଶେଷରେ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମର ଏଇ ଦେଶ ବହୁତ ଆଗକୁ ଗଲାଣି । ଲୋକ ମାନେ ମଧ୍ୟ ଯୁଗ , ସମୟ ସହ ସାଥ ଦେଇ ଚାଲୁଛନ୍ତି। ଆଗ ଅପେକ୍ଷା ଦେଶ ରେ ଶିକ୍ଷିତ ଙ୍କ ସଂଖ୍ୟା ଅଧିକ୍ ହେଲାଣି। ତେଣୁ ଯାହା ପାଇଁ ଆମ ଦେଶ ଆଜି ଉନତି ପଥ ରେ ଆଗେଇ ଚାଲିଛି। ଆଗରୁ ଲୋକ ମାନେ ପାଠ ପଢୁ ନ ଥିଲେ । କିନ୍ତୁ ଏବେ ସମସ୍ତେ ପାଠ ପଢୁଛନ୍ତି। ଆଉ ତା ସହ ଅନ୍ୟ ମାନଂକୁ ମଧ ପଢ଼େଇବା କୁ ପ୍ରବର୍ତାଉ ଛନ୍ତି। ତେବେ କହିବା କୁ ଗଲେ ଆମ ଦେଶ ରେ ଶିକ୍ଷକ ମାନେ ହେଉଛନ୍ତି ଦେବତା ସମାନ। କାରଣ ତାଙ୍କ ପାଇଁ ହିଁ ଆଜି ବଡ଼ ବଡ଼ ଡାକ୍ତର , ଇଞ୍ଜିନିଅର , ବୈଜ୍ଞାନିକ ବହରୁଛନ୍ତି ଓ ଦେଶ ର ଉନତି କୋରୁଛନ୍ତୁ। 

 

ଆଜିର ଯୁଗ ରେ ଶିକ୍ଷକ ମାନେ ନିଜର କାର୍ଯ୍ୟ ଠିକ ଭାବରେ ତୁଲେଇ ପାରୁ ନାହାନ୍ତି । ଯାହା ପାଇଁ ଅନେକ ସମୟ ରେ ଚର୍ଚ୍ଚା ର ବିଷୟ ହୋଇ ଥାନ୍ତି। କିଛି ଜଣ ଛାତ୍ରୀ ମାନଙ୍କ ସହ ଖ-ରା-ପ ବ୍ୟବହାର କରି ତ୍ ଆଉ କେତେବେଳେ ପଢା ରେ ଅବହେଳା କରି।  ତେବେ ଏହି ଭଳି ଘଟଣା ଏବେ ଅନେକ ସମୟ ରେ ଦେଖିବା କୁ ମିଳୁଛି। ତେବେ ସମସ୍ତେ କେବଳ ନିଜର ସୁବିଧା ଖୋଜୁଛନ୍ତି। କିନ୍ତୁ ନିଜର କର୍ତ୍ତବ୍ଯ କୁ ଠିକ ଭାବରେ ତୁଲାଉ ନାହାନ୍ତି। ଯାହା ପାଇଁ ଅନେକ ସମୟ ରେ ବିଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳେ।

 

 

ପୂଜା କରା ଯାଏ ଓ ସ୍କୁଲ କୁ ମନ୍ଦିର ଭାବେ ମନେ କରା ଯାଏ। ତେବେ ପିଲା ମାନେ କିଛି ଜ୍ଞାନ ଅରୋହଣ ପାଇଁ ବିଦ୍ୟାଳୟ କୁ ଯାଇ ଥାନ୍ତି। ନୂତନ କଥା ଶିଖି ଥାନ୍ତି । କିନ୍ତୁ ଆଜିର ସମୟ ରେ ପାଠ ପଢିବା କୁ ଏକ ବ୍ୟବସାୟ କୋରିଦେଲେନି। ଶିକ୍ଷକ ମାନେ ନିଜ ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ପିଲା ଙ୍କୁ ପାଠ ନ ପଢାଇ ନିଜର ମନରଞ୍ଜନ ରେ ବେସ୍ତ ରହୁଛନ୍ତି। ତେବେ ସେମିତି ଏକ ଘଟଣା ଦେଖିବା କୁ ମିଳିଛି ଦିଲ୍ଲୀ ରେ ଆଗ୍ରା ସ୍ଥିତ  ଏକ ସାଧନ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ  ଶିକ୍ଷୟିତ୍ରି ମାନେ ଫିଲ୍ମ ଗୀତ ରେ ନାଚୁ ଛନ୍ତି। ତେବେ ଏହାର ଭିଡିଓ ଏବେ ସବୁ ଆଡେ ଭା-ଇ-ର-ଲ ହେବାରେ ଲାଗିଛି। 

 

ତେବେ ଏହି ଭିଡିଓ ଦେଖି ଖଣ୍ଡ ଶିକ୍ଷା ଅଧିକାରୀ ସେହି ସ୍କୁଲ ରେ ନୋଟିସ ଜାରି କରିଛନ୍ତି। ଆଉ ତା ସହ ଦୁଇ ଦିନ ମଧ୍ୟ ରେ ଏହି ଘଟଣା ର ସ୍ପଷ୍ଟୀକରଣ କରିବା କୁ କୋହିଛନ୍ତି। ତେବେ ଶିକ୍ଷୟତ୍ରୀ ମାନଂକର ଜବାବ୍ ସନ୍ତୋଷଜନକ ନ ଥିଲା ତେଣୁ ଶିକ୍ଷା ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି। ତେବେ ଏହି ଶିକ୍ଷୟିତ୍ରୀ ମାନଙ୍କର ଏହି ଭଳି ଭିଡିଓ ଦେଖି ଛାତ୍ର ଛାତ୍ରୀ ଶିଖିବେ କଣ ? ତାହା ଏବେ ପ୍ରଶ୍ନବାଚ୍ୟ ସୃଷ୍ଟି କରିଛି। ତେବେ ଏହି ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚା ର ବିଷୟ ହୋଇଛି ଆଉ ଏହା ନିଆଁ ଭଳି ବ୍ୟାପିବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *