ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜିଠାରୁ ଭୟଙ୍କର ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏବେ ୟୁକ୍ରେନ୍ ଓ ରୁଷ ର ୟୁଦ୍ଧ ଜୋର ଧରି ଥିବା ବେଳେ । ସେହି ଦେଶ ଗୁଡିକ ରେ ଅନେକ କିଛି କ୍ଷତି ହବା ସହ ଲୋକ ମଧ୍ୟ ମାରୁଛନ୍ତି। ଯାହା ପାଇ ଆମ ଦେଶ ରୁ ଯାଇ ୟୁକ୍ରେନ୍ ରେ ପଢୁ ଥିବା ଛାତ୍ର ଛାତ୍ରୀ ମଧ୍ୟ ଅନେକ ଅସୁବିଧା ର ସମୁଖୀନ ହେଉଛନ୍ତି। ଖାଇବା କୁ ମଧ୍ୟ ପାଉ ନାହାନ୍ତି। ତେବେ ସେଠାରେ ଯୁଦ୍ଧ ଚାଲି ଥିବା ବେଳେ ଆମ ଦେଶ ର ସରକାର ଏବେ ଦେଶ ରେ ଏଲ୍ପିଜି ର ଦର ବୃଦ୍ଧି କରିଛନ୍ତି। ଗ୍ୟାସ ର ଦର ବୃଦ୍ଧି ଦିନ କୁ ଦିନ ବଢ଼ି ବାରେ ଲାଗିଛି। ନିର୍ବାଚନ ସରିଲା ପରେ ଗ୍ୟାସ ର ଦର ବୃଦ୍ଧି ହେବ ବୋଲି ସୂଚନା ମିଳିଛି।
ତେବେ ଆଗ ରୁ ରହି ଥିବା ଦର ଠୁ ମାତ୍ର ୧୦୫ ଟଙ୍କା ବୃଦ୍ଧି ହୋଇଛି। ତେବେ ଏହୁ ବର୍ଧିତ୍ ମୂଲ୍ୟ ବାଣିଜ୍ୟ ପାଇଁ ଲାଗୁ ହୋଇଛି। ଏବଂ ତା ସହ ମାର୍ଚ୍ଚ ୭ ପରେ ଘରୋଇ ଏଲ୍ପିଜି ସିଲିଣ୍ଡରର ଦର ମଧ୍ୟ ବଢ଼ି ପରେ ବୋଲି ସୂଚନା ମିଳିଛି। କାରଣ ବର୍ତ୍ତମାନ ଉତ୍ତର ପ୍ରଦେଶ ର ବିଧାନ ସଭା ନିର୍ବାଚନ ର ଷଷ୍ଠ ପର୍ଯ୍ୟାୟ ର ମତ ଦାନ ମାର୍ଚ୍ଚ ୩ ରେ ହବାର ଥିଲା ଆଉ ତା ସହ ସପ୍ତମ ପର୍ଯ୍ୟାୟ ମତ ଦାନ ମାର୍ଚ୍ଚ ୭ ରେ ହେବ।
ତେବେ ଏହି ସମୟ ରେ ମାର୍ଚ୍ଚ ୭ ପରେ ଘରେ ବ୍ୟବହୃତ ଏଲପିଜି ର ଦର ବଢ଼ି ପରେ ବୋଲି ସୂଚନା ମିଳିଛି। ତେବେ ଅକ୍ତବର ପର ଠୁ ଗ୍ୟାସ ର ଦର ବୃଦ୍ଧି ହୋଇ ନ ଥିଲା । କିନ୍ତୁ ଏହି ସମୟ ରେ ଅସୋଧିତ୍ ତେଲ ବରେଲ୍ ପିଛା ୧୦୨ ଡଲାର୍ ଅତିକ୍ରମ କରିଛି। ତେବେ ଅକ୍ଟୋବର ୨୦୨୧ ରୁ ଫେବ୍ରୁଆରି ୧, ୨୦୨୨ ଭିତରେ ସିଲିଣ୍ଡର ଦର ୧୭୦ ଟଙ୍କା ବୃଦ୍ଧି ହୋଇଛିମ୍ ତେବେ ସୂଚନା ଅନୁଯାୟୀ ଅକ୍ଟୋବର ୧ ରେ ତେଲ ର ଦର ୧୭୩୬ ଥିବା ବେଳେ ନଭେମ୍ୱର ରେ ଏହା ବଢ଼ି ୨୦୦୦ ଟଙ୍କା ହୋଇ ଯାଇଥିଲା।
ପୁଣି ଜାନୁଆରୀ ଓ ଫେବ୍ରୁଅରି ୨୦୨୨ ରେ ଏହା କମି ୧୯୦୭ ରେ ପହଂଚି ଥିଲା। କିନ୍ତୁ ଆଜି ପୁଣି ୧୯ କିଲୋଗ୍ରମ୍ ଏଲ୍ପିଜି ର ଦର ୧୯୦୭ ଟଙ୍କା ବଦଳ ରେ ୨୦୧୨ ଟଙ୍କା କୁ ବୃଦ୍ଧି ହୋଇଛି। ତେବେ ଦେଖିବା କୁ ଗଲେ ଧୀରେ ଧୀରେ ଗ୍ୟାସ ର ଦର ବୃଦ୍ଧି ପାଉଛି। ସାଧରଣ ମଧ୍ୟ ବିତ ପରିବାର ଲୋକ ମାନେ ଏହା ପାଇଁ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି। ତେବେ ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକ ଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।