ଏବେ ମେଡିକାଲ ରୁ ଆସିଲା ବଡ଼ ଦୁଃଖଦ ଖବର । ଭାଇରଲ ଗୀତ କଚ୍ଚାବାଦାମ ସିଙ୍ଗର ଭୁବନ ବାଦ୍ୟକାର ଙ୍କୁ ନେଇ ଆସିଲା ବଡ ଦୁଃଖଦ ଖବର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,  ଏବେ ମେଡିକାଲ ରୁ ଆସିଲା ବଡ଼ ଦୁଃଖଦ ଖବର । ଭାଇରଲ ଗୀତ କଚ୍ଚାବାଦାମ ସିଙ୍ଗର ଭୁବନ ବାଦ୍ୟକାର ଙ୍କୁ ନେଇ ଆସିଲା ବଡ ଦୁଃଖଦ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କଚ୍ଚା ବାଦାମ ଗୀତ ଗାୟକ ଭୁବନ ବର୍ତ୍ତମାନ ଏକ ଦୁ-ର୍ଘ-ଟ-ଣା ର ଶିକାର ହୋଇଛନ୍ତି । ଗତ ଷୋମବାର ଦିନ ବିଳମ୍ବିତ ରାତି ରେ ସେ ଦୁର୍ଘ-ଟଣା ର ଶିକାର ହୋଇଛନ୍ତି । ସୂଚନା ମୁତାବକ ତାଙ୍କୁ ପଶ୍ଚିମବଙ୍ଗ ର ଏକ ମେଡ଼ିକାଲ ରେ ଭର୍ତ୍ତି କରା ଯାଇଛି । ତେବେ ଭୁବନ କଚ୍ଚା ବାଦାମ ଗୀତ ଗାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

 

ସୂଚନା ମୁତାବକ ଭୁବନ ଯେତେବେଳେ କାର ଡ୍ରାଇଭ୍ ଶିଖୁଥିଲେ ,ସେହି ସମୟରେ ସେ ଦୁର୍ଘଟଣା ର ଶିକାର ହୋଇଛନ୍ତି । ଜଣାଇ ରଖୁଛୁ କି ଭୁବନ ଙ୍କ ଘର ପଶ୍ଚିମବଙ୍ଗ ଗାଁ ର ବିର୍ଭୂମ ଜିଲ୍ଲା ର କୁରାଲ୍ ଛୁରୀ ଗାଁ ରେ । ତେବେ ତାଙ୍କର ଦୁଇ ପୁଅ ଆଉ ଜଣେ ଝିଅ ଏବଂ ନିଜର ସ୍ତ୍ରୀ ଙ୍କ ସହିତ ଭୁବନ ଗାଁ ରେ ରୁହନ୍ତି । ଭୁବନ ଗାଁ ଗାଁ ବୁଲି ବାଦମ୍ ବିକ୍ରି କରନ୍ତି ।

 

ତେବେ ସେ ବାଦାମ ବିକ୍ରି କରିବା ବେଳେ କଚ୍ଚା ବାଦାମ ଗୀତ ଗାଇ ବାଦାମ ବିକ୍ରି କରନ୍ତି । ଦିନେ ଭୁବନ ବାଦାମ ବିକୁଥିବା ବେଳେ ଏହି ଗୀତ ଗାଉଥିଲେ ଆଉ ଜଣେ ବ୍ୟକ୍ତି ତାଙ୍କର ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ । ଆଉ ଏହାପରେ ଭୁବନ ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି । ତେବେ ନିକଟରେ ଭୁବନ ଏହା କହିଥିଲେ ଯେ ତାଙ୍କର ଲୋକପ୍ରିୟତା ଏତେ ବଢି ଯାଇଛି ଯେ ,ବାଦାମ ବିକିବା ତାଙ୍କ ପାଇଁ ସମ୍ଭବ ହୋଇ ପାରୁନି ।ଆଉ ସେଥିପାଇଁ ସେ ବାଦାମ ବିକ୍ରି କରିବା ଛାଡ଼ି ଦେଇଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *