କିଏ ଏଇ ସୁନ୍ଦରୀ ମହିଳା ? ଯାହା ଙ୍କ ବୁଲେଟ ପଛରେ ରେ ବସି ସୁଟିଂ ସେଟ୍ କୁ ଆସିଲେ ଅନୁଭବ ମହାନ୍ତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କିଏ ଏଇ ସୁନ୍ଦରୀ ମହିଳା ଯାହା ଙ୍କ ବାଇକ୍ ରେ ବସି ସୁଟିଂ ସେଟ୍ କୁ ଆସିଲେ ଅନୁଭବ ମହାନ୍ତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶା ରେ ଅନେକ ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି। 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ । ତେବେ ଓଡ଼ିଆ ଚନେଲ ଜି ସାର୍ଥକ ରେ ଦାଦାଗିରି ହୃଦୟ ରୁ ଆରମ୍ଭ ହୋଇଛି । ତେବେ ଜି ବାଂଲା ରେ ଏହି ଶୋ ଅନେକ ବର୍ଷ ଧରି ଚାଲି ଆସିଚି ।

ତେବେ ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । 

 

ବେଳେ ବେଳେ ଆମେ ସୋସିଆଲ ମିଡିଆ ରେ ଅନେକ ଭିଡିଓ ବା ଖବର ବିଷୟ ରେ ଜାଣିବାକୁ ପାଇଥାଉ । ଏକ ରିଆଳିଟି ସୋ ଯାହାର ନାମ ହେଉଛି “ଦାଦାଗିରି ହୃଦୟ ରୁ” ସେଥିରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପରିଚାଳିତ କରୁଥିବା ବିଷୟରେ ବେଶ ଭଲ ଭାବରେ ଜାଣିଛୁ । ତେବେ ଏହି ରିଆଳିଟି ସୋ ଟି ଓଡ଼ିଶାର ଲୋକପ୍ରିୟ ଚେନାଲ ଜି ସ୍ୱାର୍ଥକ ଟିଭି ରେ ପ୍ରସାରିତ ହେଉଛି । ତେବେ ଓଡ଼ିଶାର କୋଣ ଅନୁକୋଣ ରୁ ଲୋକମାନେ ଏହି ସୋ ରେ ଭାଗ ନେବାକୁ ଆସିଛନ୍ତି । 

 

ତେବେ ଏହିପରି ଜଣେ ମହିଳା ଏହି ସୋ କୁ ଆସିଛନ୍ତି ଯିଏକି ସମସ୍ତ ଙ୍କୁ ଚକିତ କରିଦେଇଛନ୍ତି । ସେହି ମହିଳା ଜଣଙ୍କ ହେଉଛନ୍ତି ମନାଲିଶା ଯିଏକି ବର୍ତ୍ତମାନ “ଦାଦାଗିରି ହୃଦୟ ରୁ” ସୋ ରେ ଏହିପରି କିଛି ଯାଦୁ କରେଇଛନ୍ତି ଯେ ସମସ୍ତ ଙ୍କର ପ୍ରଶଂସା ଓ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତେବେ ମନାଲିଶା ଙ୍କ ର ଏହି ଆକର୍ଷଣ ର କାରଣ ହେଉଛି ତାଙ୍କର ଗୃହ ପାଳିତ ମାଙ୍କଡ଼ ଏବଂ ତାହାର ବିଚକ୍ଷଣ ଗୁଣ । ତେବେ ଏହି ଭିଡ଼ିଓ ଟିରେ ଆପଣ ଦେଖିବେ କି ମନାଲିଶା ଜଣେ ମହିଳା ହୋଇ ମଧ୍ୟ ଶାଢ଼ୀ ପିନ୍ଧି ଅତି ସାଧାରଣ ଭାବରେ ବୁଲେଟ କୁ ଚଳାଉଥିଲେ । ତେବେ ସେଥିବେ ବସି ଅନୁଭବ ମହାନ୍ତି ସୁଟିଂ ସେଟ୍ କୁ ଆସିଥିବା ଦେଖା ଯାଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *