ପୁଣି ଯୁଦ୍ଧ ର ନୂଆ ମୋଡ଼,ଋଷ ବାହାର କଲା ତାର ଭୟଙ୍କର ଅସ୍ତ୍ର s-400,ଆସନ୍ତୁ ଜାଣିବା ରୁଷ ଏହାକୁ ବ୍ୟବହାର କଲେ କଣ ହେବ ୟୁକ୍ରେନ ବାସୀଙ୍କର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଋଷ ବାହାର କଲା ତାର ସୁରକ୍ଷା କବଚ s-400, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆରମ୍ଭ ହେଇଥିବା ଏହି ଯୁଧ୍ୟରେ ହେବାକୁ ଯାଉଚି ଆହୁରି ଭୟାନକ । ଏହି ଯୁଦ୍ଧ ରେ ପରମାଣୁ ମାଡ ହେବାକୁ ଯାଉଚି। ଯାହା କି ଏକ ଥର ରେ 10 କୋଟି ଲୋକୋ କ ଜୀବନ ନେଇଯିବ। ଋଷ ଓ ୟୁକ୍ରେନ ଏହି ପରି ଯୁଦ୍ଧ ବିତରେ ଏବେ ପୁଣି ସାମ୍ନା କୁ ଆସିଚି କି ଏମାନେ ପରମାଣୁ ଆକ୍ରମଣ କରିବା କୁ ଯାଉଛନ୍ତି। ଯାହା ଜୀବନ କୁ ଛାରଖାର କରିଦେବ। ଅର୍ଥାତ୍ କୋଉ ମୁହୂର୍ତ୍ତ ରେ କିଛି ବି ହୋଇପାରେ । 

 

ଯୁଦ୍ଧ ମଧ୍ୟ ରେ କିଛି ଏହିପରି ବିସ୍ଫୋରଣ ହେବ ଯାହାକିଛି ସମୟ ମଧ୍ୟ ରେ କୋଟି କୋଟି ଲୋକୋ କ ଜୀବନ ନେଇଯିବ।  ଯଦି ବି କେହି ଏଥି ରୁ ବାଦ୍ ପଡ଼ି ଯାଆନ୍ତି ସେହି ଲୋକୋ ମାନେ ଜୀବନ ସାରା ପାଈ ପାଙ୍ଗୁ ହୋଇଯିବେ ବା ଅନ୍ଧ ପାଲଟି ଯିବେ  । ଲୋକ କିଛି ବୁଝି ବା ପୂର୍ବ ରୁ ଜଳି ଯାଇଥିବ ଚମଡା ଆଉ ଆକାଶ ରେ କଳା ବଦଳ ଖେଳି ଯାଉଥିବ । ସବୁ ଆଡ ଶୁଣିବା କୁ ମିଳୁଥିବ ଲୋକୋଙ୍କର କରୁଣ କାନ୍ଦଣା। 

 

ତେବେ ଋଷ ର ବୋମା ମାଡ ରେ ୟୁକ୍ରେନ ର ରାଜଧାନୀ ଏକ ପ୍ରକାର ର ଧ୍ୟାସ ହୋଇଗଲାଣି ତଥାପି ଏତେ ଯାଏ ହାର ମାନୁ ନାହିଁ ୟୁକ୍ରେନ । ୟୁକ୍ରେନ କୁ ସାଥ ଦେଉଚି ଆମେରିକା ସମେତ ଅନ୍ୟ ନାଟ ଦେଶ ଆଉ ଏବେ ଋଷ ତାର ପାଲଟା ଆକ୍ରମଣ ଆରମ୍ଭ କରିବା କୁ ଚିନ୍ତା କଲାଣି । ଋଷ ର ସୁରକ୍ଷା କବଜ ଆୟାର ଡିଫେନ୍ସ ସିଷ୍ଟମ ଅସ୍-400। 

 

ଯାହା ଋଷ କୁ ସବୁଠୁ ଅଧିକା ସୁରକ୍ଷା ଡ ବା ବୋଲି କୁହା ଯାଉଚି । ଏହା ସେହି ସିଷ୍ଟମ ଯାହା କୁ ନା କିଣିବା ପାଇଁ ଭାରତ କୁ ଦରାଉ ଥିବା ଆମେରିକା। ହେଲେ ଭାରତ ଆମେ ରିକା ର କଥା କୁ ଖାତିର ନ କରି ଋଷ ପାଖରୁ କିଣି ଥିଲା ଏହି ଅତ୍ୟାଧୁନିକ ସିଷ୍ଟମ । ଯାହା କୁ ନେଇ ବେଶ୍ କିଛି ଦିନ ଭାରତ ଉପରେ ରାଗିଥିଲା ଆମେରିକା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.