ନବୀନଙ୍କ କାଚ୍ଚା ବାଦାମ ଗୀତ ଏବେ ଓଡିଶାରେ ଚହଳ ସୃଷ୍ଟି କରିଲା, ଶୁଣନ୍ତୁ ନବୀନଙ୍କର ଏହି ନୂଆ ଗୀତଟିକୁ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାଚ୍ଚା ବାଦାମ ପରେ ନବୀନଙ୍କ ଏହି ନୂଆ ଗୀତ ଏବେ ଓଡିଶାରେ ଚହଳ ସୃଷ୍ଟି କରିଲା, ଶୁଣନ୍ତୁ ନବୀନଙ୍କର ଏହି ନୂଆ ଗୀତଟିକୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁଗଣ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ କାହିଁକି ନା ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର କେତେ ଅଧିକ ଆବଶ୍ୟକତା ରହିଛି । ତେବେ ଛୋଟ ପିଲା ଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ସହ ଜଡ଼ିତ ଅଛନ୍ତି ଏବଂ ପ୍ରତିଦିନ ଅନେକ ଅନଲାଇନ୍ ଭିଡିଓ ମଧ୍ୟ ଦେଖିଥାନ୍ତି । ତେବେ ସୋସିଆଲ ମିଡିଆରେ ଅନେକ ସମୟ ରେ ଅନେକ ପ୍ରକାରର ଭିଡ଼ିଓ ସାମ୍ନା କୁ ଆସିଥାଏ । ସେହିଭଳି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ଭିଡିଓ ସାମ୍ନା କୁ ଆସିଛି ।

ଦର୍ଶକ ବନ୍ଧୁ କିଛି ଦିନ ତଳୁ ସୋସିଆଲ ମିଡିଆରେ ଜୋରସୋର୍ ରେ ଭାଇରାଲ ହେଉଛି ଜଣେ ବାଦାମ ବିକ୍ରେତାଙ୍କ ଗୀତ । ଆପଣ ମାନେ ମଧ୍ୟ ନିହାତି ଭାବରେ ସୋସିଆଲ ମିଡିଆରେ କଚ୍ଚା ବାଦାମ ଗୀତ କୁ ଦେଖିଥିବେ । ତେବେ ଏହି ଗୀତ କୁ ଦେଖି ଏହିପରି ଏକ ଗୀତ ଓଡ଼ିଆ ରେ ଆସିଛି ଯାହାକି ବେଶ୍ ଭାଇରାଲ ହେବାରେ ଲାଗିଛି ,ଆଉ  ଲୋକ ମାନେ ମଧ୍ୟ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। 

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି କଚ୍ଚା ବାଦାମ ଗୀତ। ଏହି ଗୀତ ଟି ଏବେ ଇନ୍ଷ୍ଟାଗ୍ରାମ ରିଲ ଏବେ ଟ୍ରେଣ୍ଡିଙ୍ଗ ରେ ରହିଛି । ତେବେ ବର୍ତ୍ତମାନ ସମୟ ରେ ଓଡ଼ିଆ ରେ ମଧ୍ୟ ସେହିଭଳି ଏକ ଗୀତ କୁ ସାମ୍ନା କୁ ଆସିଛି । ଏହି ଓଡ଼ିଆ ଗୀତ ଟି ମଧ୍ୟ ବହୁତ୍ ଭାଇରଲ ହେବାରେ ଲାଗିଛି । ତେବେ ଓଡ଼ିଆ ର ଏହି ଗୀତ ଟି ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି । ଏହି ଗୀତ କୁ ଦେଖୁଥିବା ଲୋକ ମାନେ ବେଶ୍ ଉପଭୋଗ କରୁଛନ୍ତି ।

 ତେବେ ଏହି ଗୀତ ଟି ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନାମରେ ଭାଇରଲ ହୋଇଛି। ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ,ଏମିତିକି ଅନେକ ଲୋକ ମାନେ ମଧ୍ୟ ଏହାର ବହୁତ୍ ପ୍ରଶଂସା କରିଛନ୍ତି । ତେବେ ଏହି ଓଡ଼ିଆ ଗୀତ ଟି କୁ ଗାଇଛନ୍ତି ସିଙ୍ଗର ଜ୍ୟୋତିର୍ମୟୀ ନାୟକ । ସେ ନିଜର ମଧୁର କଣ୍ଠ ରେ ଏହି ଗୀତ ମାଧ୍ୟମ ରେ ଦର୍ଶକ ମାନଙ୍କ ମନ କୁ କିଣି ନେଇଛନ୍ତି। ତେବେ ଏହି ଗୀତ କୁ ଗାଇବା ପରେ ସିଙ୍ଗର ଜ୍ୟୋତିର୍ମୟୀ ନାୟକ ଚର୍ଚ୍ଚା କୁ ଆସିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.