ବଲିଉଡ ସିନେ ଜଗତରେ ହାହାକାର । ଏବେ ମେଡିକାଲ ରୁ ଆସିଲା ଅମିତାଭ ବଚନ ଙ୍କୁ ନେଇ ଆସିଲା ବଡ଼ ଦୁଃଖଦ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଅସୁସ୍ଥ ହେଲେ କି ବିଗ୍ ବି ? ଟୁଇଟ୍‌ର ମିଳିଲା ସୂଚନା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଲିଉଡ୍ ସିନେମା ଜଗତ ରୁ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ତେବେ ଏହି ଦୁଃଖଦ ଖବର ଟି ଆସିଛି ସୁପରଷ୍ଟାର ଅମିତାଭ ବଚ୍ଚନ ଙ୍କ ପରିବାର ରୁ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଚ୍ଚନ ପରିବାର ରୁ କେଉଁ ଦୁଃଖଦ ଖବର ସାମ୍ନା କୁ ଆସିଛି ଆସନ୍ତୁ ଜାଣି ନେବା । 

 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ବଲିଉଡ୍ ସିନେମା ଜଗତର ସୁପରଷ୍ଟାର ଅମିତାଭ ବଚ୍ଚନ ଙ୍କୁ ବେଶ୍ ଭଲ ଭାବରେ ଜାଣିଛନ୍ତି ଆଉ ତାଙ୍କର ସ୍ତ୍ରୀ ଜୟା ବଚ୍ଚନ ଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଦର୍ଶକ ବନ୍ଧୁ ଅମିତାଭ ବଚ୍ଚନ ଙ୍କ ସ୍ତ୍ରୀ ଜୟା ବଚ୍ଚନ ଙ୍କ କରୋନା ପଜିଟିଭ ବୋଲି  ରିପୋର୍ଟ ରୁ ଜଣା ପଡ଼ିଛି । ଏଥିପାଇଁ ବର୍ତ୍ତମାନ ବଚ୍ଚନ ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି । ସୂଚନା ଅନୁଯାୟୀ ,ଜୟା ବଚ୍ଚନ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟିନ ରେ ରହିଛନ୍ତି ଓ ତାଙ୍କ ପରିବାର ର ସମସ୍ତ ସଦସ୍ୟ ବର୍ତ୍ତମାନ କରୋନା ଟେଷ୍ଟ କରିଛନ୍ତି । 

ତେବେ ଆପଣ ମାନେ ତ ଜାଣିଥିବେ ଗତ କିଛି ଦିନ ତଳେ ଅମିତାଭ ବଚ୍ଚନ ମଧ୍ୟ କୋରନା ରେ ଆକ୍ରାନ୍ତ ହୋଇଥିଲେ । ତେବେ ଜୟା ଙ୍କ ସ୍ବାସ୍ଥ୍ୟ ଅବସ୍ଥା କାରଣ ରୁ ଚିନ୍ତା ରେ ପଡିଛନ୍ତି ଅମିତାଭ ବଚ୍ଚନ ।ଅମିତାଭ ବଚ୍ଚନ ଟୁଇଟ୍‌ କରି ଏହା କହିଛନ୍ତି ଯେ,ମୋ’ ହାର୍ଟ ବିଟ୍‌ ବଢ଼ିଯାଇଛି ,ଆଉ ମୁଁ ଚିନ୍ତିତ ଅନୁଭବ କରୁଛି । ଆଶା କରୁଛି ସବୁକିଛି ଠିକ୍‌ ହୋଇଯିବ । ତେବେ ଅମିତାଭ ବଚ୍ଚନ ଙ୍କ ଏପରି ଟୁଇଟ୍‌ ସମସ୍ତଙ୍କୁ ଚିନ୍ତା ପକାଇ ଦେଇଛି ।

 

ଆଉ ଏଥିପାଇଁ ମଧ୍ୟ ପ୍ରଶଂସକମାନେ ସ୍ପଷ୍ଟ ହୋଇପାରୁ ନାହାନ୍ତି ତାଙ୍କ ସହ କ’ଣ ହୋଇଛି ।  ବିଗ୍‌ ବି’ଙ୍କ ଏହି ଟୁଇଟ୍‌ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସେମାନେ ମଧ୍ୟ ଅମିତାଭଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବିଗ୍ବି ଏହି ଟ୍ୱିଟ କରି ଜଣାଇଲା ପରେ ପ୍ରଶଂସକ ମାନଙ୍କ ମନରେ ଏବେ ବହୁତ ପ୍ରଶ୍ନ ସୃଷ୍ଟି ହୋଇଛି ।ତେବେ ଏହା ସ୍ପଷ୍ଟଭାବରେ ଜଣା ପଡିନି, ପ୍ରକୃତରେ ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି କି ନାହିଁ । ଆଉ ଏଥିପାଇଁ ତାଙ୍କର ପ୍ରଶଂସକ ମାନେ ଭଗବାନ୍ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *