ଏହି ଭିଡ଼ିଓ କୁ ନେଇ ଏବେ ସାରା ବିଶ୍ଵ ରେ ଚର୍ଚ୍ଚା । ପ୍ରତିଟି ଭାରତୀୟ ଏହି ଭିଡ଼ିଓ ଥରେ ଦେଖନ୍ତୁ ଓ Share କରନ୍ତୁ…

ଦର୍ଶକ ବନ୍ଧୁ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ବିଷୟରେ ତ ଆପଣ ମାନେ ସମସ୍ତେ ଜାଣିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ୟୁକ୍ରେନ ରୁ ଏମିତି ଏକ ଚିତ୍ର ସାମ୍ନା କୁ ଆସିଛି , ଯାହାକୁ ଦେଖିଲେ ଭାରତୀୟ ବୋଲି ଆପଣଙ୍କ ମନ ଗର୍ବ ରେ ପୁରି ଉଠିବ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ୟୁକ୍ରେନ ରୁ ସାମ୍ନା କୁ ଆସିଥିବା ଚିତ୍ର ରେ ଏହା ଦେଖା ଯାଇଛି ଯେ ,ୟୁକ୍ରେନ ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଅନେକ ପାକିସ୍ଥାନୀ ଏବଂ ତୁର୍କୀ ଛାତ୍ରଛାତ୍ରୀ ମାନେ ମଧ୍ୟ ତ୍ରିରଙ୍ଗା ପତାକା ଦେଖାଇ ବର୍ଡର ପାର କରିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଗତ ଫେବୃୟାରୀ 27 ତାରିଖ ରେ ୟୁକ୍ରେନ ରୁ ସାମ୍ନା କୁ ଆସିଥିବା କିଛି ଭିଡ଼ିଓ  ଦର୍ଶାଉଛି ଭାରତ ର ପ୍ରତିଷ୍ଠା ଏବଂ ନିରପେକ୍ଷତା । ତେବେ ଶତ୍ରୁ ଦେଶ ହେଲେ ମଧ୍ୟ ବର୍ତ୍ତମାନ ନିଜ ଜୀବନ ର ସୁରକ୍ଷା ପାଇଁ ସେମାନେ ଶେଷ ରେ ଭାରତୀୟ ଜାତୀୟ ପତାକା ର ବ୍ୟବହାର କରିଛନ୍ତି । ତେବେ ଦକ୍ଷିଣ ୟୁକ୍ରେନ ରୁ ଆସିଥିବା ଏକ ମେଡିକାଲ ବିଭାଗ ର ଛାତ୍ର କହିଛନ୍ତି , ଭାରତୀୟ ହେଲେ ତଥା ତ୍ରିରଙ୍ଗା ପତାକା ଦେଖାଇବା ଦ୍ଵାରା ଆମକୁ କିଛି କ୍ଷତି ପହଞ୍ଚା ଯାଇନାହିଁ ।

ତେବେ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଏଭଳି କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ । ଆଉ ଏଥିପାଇଁ ଭାରତୀୟ ପତାକା ତିଆରି କରିବା ପାଇଁ ଛାତ୍ରଛାତ୍ରୀ ମାନେ ବଜାର ରୁ ସ୍ପ୍ରେ ପେଣ୍ଟ ଆଣିଥିଲେ । ଏହା ସହିତ ମଧ୍ୟ ସ୍ଥଳ ପଥ ରେ ରୋମାନିଆ ଓ ପୋଲାଣ୍ଡ କୁ ଯିବାକୁ ଥିବା ଗାଡ଼ି ରେ ସେମାନେ ତ୍ରିରଙ୍ଗା ପତାକା ଲଗାଇଥିଲେ । ରୁଷ ର ସୈନ୍ୟ ମାନେ ଏଥିପାଇଁ ବଡ ଭରଷା ନେଇଥିଲେ ।

ଅନ୍ୟ ପଟ ରେ ପାକିସ୍ଥାନ ସରକାର ପାକିସ୍ଥାନୀ ଛାତ୍ରଛାତ୍ରୀ ମାନଙ୍କୁ ନିଜସ୍ବ ଉଦ୍ୟମ ରେ ବର୍ଡର ଲାଇନ୍ ପାର୍ ହେବାକୁ କହିଥିଲେ ,ଆଉ ଏହାପରେ ସେମାନଙ୍କୁ ଦେଶ କୁ ଫେରାଇ ଆଣିବାର ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । କିନ୍ତୁ ପାକିସ୍ତାନ ସରକାର ଙ୍କ ଏହି ନୀତି ପାକିସ୍ଥାନୀ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ଲାଗି ନଥିଲା ।

ସେଥିପାଇଁ ସେମାନେ ଆପଣେଇଥିଲେ ଭାରତୀୟ ନୀତି ।ଆଉ ହାତ ରେ ତ୍ରିରଙ୍ଗା ପତାକା ଧରି କହୁଥିଲେ ଭାରତ ମାତା କି ଜୟ । ।ଯଦିଓ ପାକିସ୍ଥାନ ଭଳି ତୁର୍କୀ ମଧ୍ୟ ଭାରତ ବିରୋଧୀ ଆଭିମୁଖ୍ୟ ରଖେ,ତଥାପି ତୁର୍କୀ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଠିକ୍ ଏହି ନୀତି ଆପଣେଇ ସୀମା ପାର ହୋଇଥିଲେ।ଶତ୍ରୁତା ନୁହେଁ ମାନବିକତା ହି ଭାରତ ର ଧର୍ମ ବୋଲି ଏହା ପ୍ରମାଣିତ ହୋଇଛି। 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *