ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍ । ଗ୍ରୀଲ୍ ତାଡି ନେଇଗଲେ ସୁନା-ଗହଣା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଦର୍ଶକ ବନ୍ଧୁ ସେପ୍ଟେମ୍ବର ୨୪ ଦିନ ର କଥା ଆଜି ମଧ୍ୟ ଓଡ଼ିଶା ବାସୀ ଙ୍କ ମନ ରେ ତାଜା ହୋଇ ରହିଛି । ଜଣାଇ ରଖୁଛୁ ଯେ ମୁଣ୍ଡଳିରେ ଫସି ଯାଇଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିଲେ ଓଡ୍ରାଫ ଟିମ ଓ ତାଙ୍କ ସହିତ ଯାଇଥିଲେ ସାମ୍ବାଦିକ ଅରିନ୍ଦମ ଦାସ । ତେବେ ସେହି ଠାରେ ଏକ ଅଘଟଣ ଘଟିବାରୁ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ବିୟୋଗ ହୋଇ ଯାଇଥିଲା । ତେବେ ଏହି ଘଟଣା କୁ ପ୍ରାୟ ପାଞ୍ଚ ମାସରୁ ଅଧିକ ଦିନ ହୋଇ ଯାଇଛି । ତେବେ ସେହି ସମୟରେ ଅରିନ୍ଦମ ଙ୍କ ପାଇଁ ସାରା ଓଡ଼ିଶା ସ୍ତ- ବ୍ଧ ପାଲଟି ଯାଇଥିଲା ।
ତେବେ ଦର୍ଶକ ବନ୍ଧୁ ଅରିନ୍ଦମଙ୍କ ବିୟୋଗ କୁ 5 ମାସ ପାଖାପାଖି ହୋଇଥିବା ବେଳେ ତାଙ୍କ ଘରୁ ଏବେ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସମୟ ରେ ଅରିନ୍ଦମଙ୍କ ଘରୁ ଲୁଟ୍ ହୋଇଛି । ତେବେ ଚୋର ତାଙ୍କ ଘରର ଗ୍ରିଲ୍ କୁ ଭାଙ୍ଗି ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଛନ୍ତି । ତେବେ ଏ ନେଇ ଅରିନ୍ଦମଙ୍କ କକା ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ , ଅରିନ୍ଦମଙ୍କ କକା ଓ ଖୁଡି ଶୋଇଥିବା ସମୟ ରେ ଚୋର୍ ତାଙ୍କ ଝରକା ର ଗ୍ରୀଲ ତାଡି ଘରେ ପସିଥିଲେ ଆଉ ତା ପରେ ଘରୁ ସୁନା ଗହଣା ଟଙ୍କା ଆଦି ଚୋରି କରି ନେଇଛନ୍ତି। ତେବେ ଏହାପରେ ଅରିନ୍ଦମଙ୍କ କକା ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି । ବର୍ତ୍ତମାନ ସମୟ ରେ ଆରକ୍ଷୀ ଅଧିକାରୀ ଘଟଣାସ୍ଥଳରେ ପହଁଚି ଏହି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।