ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ,ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି ଆଲବମ୍ ଜଗତରେ ଦିନକୁ ଦିନ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି । ତେବେ ଓଡ଼ିଶା ର ଯୁବ ଆର୍ଟିଷ୍ଟ ମାନେ ଗୋଟେ ପରେ ଗୋଟେ ହିଟ୍ ଗୀତକୁ ଭେଟି ଦେଉଛନ୍ତି । କେବଳ ଏତିକି ନୁହେଁ ବହୁତ୍ ସୁନ୍ଦର ନିର୍ଦ୍ଦେଶନା ଓ ସଂଯୋଜନା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ଗୀତ ଗୁଡ଼ିକ ଲୋକ ମାନଂକ ହୃଦୟ କୁ ବେଶ୍ ଛୁଇଁ ପାରୁଛି ।
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ଦୁଇ ଯୋଡି ବେଶ୍ ପରିଚିତ ହୋଇ ପାରିଛନ୍ତି । ସେହି ଦୁଇ ଜଣ କଳାକାର ନିଜକୁ କଳା କୁ ଦେଖାଇ ଲୋକ ମାନଂକ ହୃଦୟ କୁ କିଣି ପାରୁଛନ୍ତି ,ଯାହା ଫଳରେ ସେମାନଙ୍କ ଲୋକ ପ୍ରିୟତା ମଧ୍ୟ ବହୁତ୍ ବଢ଼ି ଯାଇଛି । ତେବେ ସେହି ଦୁଇ କଳାକାର ହେଉଛନ୍ତି ରୂପା ଓ ପିଣ୍ଟୁ । ତେବେ ଏହି ଦୁଇ ଜଣଙ୍କ ର ଅନେକ ମ୍ୟୁଜିକ୍ ଭିଡିଓ ଆପଣ ମାନେ ଆଗରୁ ଦେଖିଥିବେ । ଦୁଇ ଜଣଙ୍କ ଯୋଡ଼ି କୁ ମଧ୍ୟ ଲୋକ ମାନେ ବେଶ୍ ପସନ୍ଦ କରିଥାନ୍ତି ।
ତେବେ ଏହି ଦୁଇ କଳାକାର ନିଜର ସୁନ୍ଦର ଅଭିନୟ ବଳରେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ତେବେ ମ୍ୟୁଜୀକ୍ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଜଣଙ୍କ ଚାହିଦା ବେଶ୍ ଅଧିକ ରହିଛି । ତେବେ ବର୍ତ୍ତମାନ ସମୟ ରେ ସେହି ଦୁଇ ଜଣଙ୍କ ଡାନ୍ସ ପ୍ରାକଟିସ ର ଏକ ଭିଡିଓ ସାମ୍ନାକୁ ଆସିଛି ,ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେବେ ଭିଡିଓ ରେ ଏହା ଦେଖା ଯାଇଛି ଯେ ସୁଟିଂ ସେଟ୍ ରେ ରୂପା ଓ ପିଣ୍ଟୁ ଡାନ୍ସ ପ୍ରାକଟିସ କରୁଛନ୍ତି । ଆଉ ଜଣେ ଡାନ୍ସ ମାଷ୍ଟର ତାଙ୍କୁ ଶିଖାଉଛନ୍ତି ।
ତେବେ ସେହି ସୁଟିଂ ସେଟ୍ ରେ ଏମାନଙ୍କ ସହ ଅନ୍ୟ ଡାନ୍ସ ପାର୍ଟନର ମାନେ ମଧ୍ୟ ଅଭ୍ୟାସ କରୁଛନ୍ତି। ତେବେ ସେହି ଭିଡିଓ ଟି ରେ ଦେଖା ଯାଇଛି ଯେ ,ସେମାନେ ଡାନ୍ସ ଅଭ୍ୟାସ କରିବା ବେଳେ ଅନେକ ମଜା ମସ୍ତି ମଧ୍ୟ କରୁଛନ୍ତି । ତେବେ ରୂପା ଓ ପିଣ୍ଟୁ ଙ୍କ ଏହି ଭିଡ଼ିଓ କୁ ଦେଖି ତାଙ୍କର ପ୍ରଶଂସକ ମାନେ ବେଶ୍ ଖୁସି ହୋଇଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।