ଆରପାରିରେ ବଲ ର ଯାଦୁଗର ସେନ । ଜାଣନ୍ତୁ 52 ବର୍ଷ ବୟସରେ କେମିତି ଦୁନିଆ ଛାଡିଲେ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କ୍ରିକେଟ ର କେଉଁ କିମ୍ବଦନ୍ତୀ ଙ୍କ ପରଲୋକ ଘଟିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏମିତି ଏକ ଖବର ସାମ୍ନା କୁ ଆସିଛି ଯାହାକି ସଂପୂର୍ଣ୍ଣ କ୍ରିକେଟ ଜଗତ ପାଇଁ ଏକ ବଡ ଦୁଃଖଦ ଖବର । ତେବେ ଦର୍ଶକ ବନ୍ଧୁ ଅଷ୍ଟ୍ରେଲିଆ ର ପୂର୍ବତନ କ୍ରିକେଟର ସେନ୍ ୱାନ ଙ୍କ ପରଲୋକ ଘଟିଛି । ତେବେ 52 ବର୍ଷ ବୟସ ରେ କ୍ରିକେଟର କିମ୍ବଦନ୍ତୀ ସେନ୍ ୱାନ ଙ୍କ ପରଲୋକ ଘଟିଛି ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମିଳିଥିବା ସୂଚନା ଅନୁଯାୟୀ ହୃଦ୍ ଘାତ ଯୋଗୁଁ ତାଙ୍କର ପରଲୋକ ଘଟିଛି । ତେବେ ସେନ୍ ୱାନ ଙ୍କ ପରିବାର ଲୋକ ମାନେ ଏହା କହୁଛନ୍ତି ଯେ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ପରଲୋକ ରେ କେବଳ ଅଷ୍ଟ୍ରେଲିଆ କୁ ନୁହେଁ ବରଂ ସାରା କ୍ରିକେଟ୍ ଜଗତ କୁ ଲାଗିଛି ଏକ ବଡ ଘଟକା ।

 

ତେବେ ଜଣାଇ ରଖୁଛୁ ଯେ ସେନ୍ ୱାନ ଅଷ୍ଟ୍ରେଲିଆ ଦଳ ର ଜଣେ ଭଲ ଲେଗ ସ୍ପୀନର ବୋଲର ଥିଲେ । ତେବେ ବର୍ତ୍ତମାନ ସେନ୍ ୱାନ ଙ୍କ ମୂ- ତ୍ୟୁ କୁ ସହଜ ରେ ଗ୍ରହଣ କରା ଯାଇ ପାରୁନି କାହିଁକି ନା ମାତ୍ର 52 ବର୍ଷ ବୟସ ରେ ସେ ଏମିତି ହଠାତ୍ ଆଖି ବୁଝି ଦେଇଛନ୍ତି। ଅଷ୍ଟ୍ରେଲିଆ ର ଜଣେ କିମ୍ବଦନ୍ତୀ ବୋଲର ଲିଷ୍ଟ ରେ ସେନ୍ ୱାନ ଙ୍କ ନାମ ନିଶ୍ଚିନ୍ତ ଭାବରେ ରହିବ ।

 

ତେବେ ଅଷ୍ଟ୍ରେଲିଆ ର କିମ୍ବଦନ୍ତୀ ସେନ୍ ୱାନ ତାଙ୍କ କ୍ୟାରିଅର ରେ 145 ଟି ଟେଷ୍ଟ ,194 ଟି ଦିନିକିଆ ,55 ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । 145 ଟି ଟେଷ୍ଟ ରେ ସେ 708 ଟି ୱିକେଟ ଅକ୍ତିଆର କରିଛନ୍ତି ଏବଂ ଦିନିକିଆ ରେ 293 ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ଆଇପିଏଲ ରେ ମଧ୍ୟ ନିଜ ବୋଲିଂ ର ଯାଦୁ ଦେଖାଇଛନ୍ତି ।ବିପକ୍ଷ ଦଳ ର ବ୍ୟାଟ୍ସମ୍ୟାନ୍ ଙ୍କୁ ପ୍ରଶଂସା କରିବାକୁ ସେ କେବେ କୁଣ୍ଠା ବୋଧ ପ୍ରକାଶ କରୁ ନଥିଲେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *