ସାବଧାନ । ଭାରତ ଉପରେ ବଡ଼ ଆଟାକ ହେବ ! ଆସନ୍ତୁ ଜାଣିବା କଣ ରହିଛି ଏହାର କାରଣ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ଭାରତ ଉପରେ ଆଟାକ୍ ହେବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମାଳିକା ଗବେଷକ ଶ୍ରୀ ପୁନିତ ପଣ୍ଡା କହିଛନ୍ତି ଯେ ,ୟୁକ୍ରେନ ଉପରେ ଯେଉଁ ଯୁଦ୍ଧ ହେଉଛି ଏହା  ତ କିଛି ନୁହଁ ,ଏଇଟା ତ ଆରମ୍ଭ ମାତ୍ର । ସେ କହିଛନ୍ତି ଯେ ପ୍ରଭୁ ସବୁବେଳେ ଲୋକ ମାନଙ୍କୁ ପୂର୍ବ ରୁ ଚେତନା ଦେଇଥାନ୍ତି । କୌଣସି ନା କୌଣସି ବାଟ ରେ ପ୍ରଭୁ ଚେତନା ଦେଇଥାନ୍ତି । ମାଳିକା ରେ ଏହା ଲେଖା ଅଛି ଯେ ପୃଥିବୀ ମାତା ଙ୍କ ଆଖି ରୁ ଲୁହ ଝରିବ ।ଆଉ ପ୍ରକୃତ ରେ ତାହା ହିଁ ସତ ହେଉଛି ।

 

 ସେ କହିଛନ୍ତି ଦୁନିଆ ରେ ପାପ ର ଭାର ଏତେ ବଢ଼ି ଗଲାଣି ଯେ ଧରିତ୍ରୀ ମାତା କାନ୍ଦୁଛନ୍ତି ,ସେ ଏତେ ପାପ ର ଭାର କୁ ଆଉ ସମ୍ଭାଳି ପାରୁ ନାହାନ୍ତି । ସେ କହିଛନ୍ତି ଯେ ସାରା ବିଶ୍ଵ ରେ ଏତେ ଲୋକ ଅଛନ୍ତି ,ପାପ ର ଭାର ବଢିବା ସହ ଧରିତ୍ରୀ ମାତା ପାପି ମାନଙ୍କୁ ଫୋପାଡି ଦେବେ । କିଛି ଲୋକ ପ୍ରଳୟ ରେ ଯିବେ ,କିଛି ବୋମା ମାଡ଼ ରେ ଯିବେ ,କିଛି ନ ଖାଇ ନ ପିଇ ମରିବେ ,କିଛି ରୋଗ ରେ ମରିବେ ,ଏହିପରି ଭାବରେ କୌଣସି ନା କୌଣସି ବାଟ ରେ ଏହି ଧରିତ୍ରୀ ରୁ ଚାଲିଯିବେ ।

 

ସେ କହିଛନ୍ତି ଯେ ବର୍ତ୍ତମାନ ୟୁକ୍ରେନ ଯେଉଁ ଭଳି ପରିସ୍ଥିତି କୁ ଦେଖୁଛି ,ଏହି ପରିସ୍ଥିତି କୁ ସଂପୂର୍ଣ୍ଣ ବିଶ୍ଵ ଦେଖିବ। ପୃଥିବୀ ର ଅନେକ ସ୍ଥାନ ରେ ଯୁଦ୍ଧ ଲାଗିବ ,ଆଉ ଅଧିକାଂଶ ରାଷ୍ଟ୍ର ମାନେ ମଧ୍ୟ ପ୍ରଭାବିତ ହେବେ । ସବୁଠି ବୋମା ମାଡ଼ ହେବ । ଆଉ ଭାରତ ମଧ୍ୟ ଏହା ଦ୍ଵାରା ପ୍ରଭାବିତ ହେବ ଏବଂ ଭାରତ ମଧ୍ୟ ଏପରି ଯୁଦ୍ଧ ଦେଖିବ ବୋଲି କହିଛନ୍ତି । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *