ରୁଷ ଓ ୟୁକ୍ରେନ ରାଷ୍ଟ୍ରପତି ଙ୍କୁ ଭାରତ ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ ଆହ୍ୱାନ । ଜାଣନ୍ତୁ କଣ ଏହି ଆହ୍ୱାନ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ନରେନ୍ଦ୍ର ମୋଦୀ କଣ ଆହ୍ୱାନ ଦେଲେ ୟୁକ୍ରେନ ଓ ରୁଷ ରାଷ୍ଟ୍ରପତି ଙ୍କୁ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଋଷ ଓ ୟୁକ୍ରେନ ଯୁଦ୍ଧ ଟାଳିବାକୁ ବଡ ପ୍ରୟାସ । ତେବେ ବର୍ତ୍ତମାନ ଯୁଦ୍ଧ କୁ ଟାଳିବାକୁ ଆଭିମୁଖ୍ୟ ରଖିଲା ଭାରତ । ଯୁଦ୍ଧ ପାଇଁ ହୋଇଥିବା ଏକ ବୈଠକ ରେ ପ୍ରଧାନ ମନ୍ତ୍ରୀ ରଖିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ । ତେବେ ଦର୍ଶକ ବନ୍ଧୁ ସେହି ବୈଠକ ରେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ପ୍ରସ୍ତାବ ରଖିଛନ୍ତି ଆସନ୍ତୁ ଜାଣି ନେବା ।

 

ତେବେ ସେହି ବୈଠକ ରେ ରକ୍ତ ପାତ ବନ୍ଦ କରି ଅସ୍ତ୍ର ବିରତି ପାଇଁ ଆହ୍ବାନ ଦେଇଛି ଭାରତ । କୂଟନୀତି ଏବଂ କଥା ବାର୍ତ୍ତା ଜରିଆରେ ୟୁକ୍ରେନ ସଙ୍କଟ ଦୂର ହେଉ ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକ ରେ ଋଷ ର ଆ-କ୍ର-ମ-ଣ ଓ ବିବାଦ ର ସମାଧାନ ନେଇ ଆଲୋଚନା କରା ଯାଇଥିଲା ।

 

ଭାରତ ,ଆମେରିକା ,ଅଷ୍ଟ୍ରେଲିଆ ଓ ଜାପାନ ଭଳି ଦେଶ ଏହି ବୈଠକ ରେ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଏବଂ ଜାପାନ ପ୍ରଧାନ ମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ । ପୂର୍ବରୁ ଜାତି ସଂଘ ର ତିନୋଟି ପ୍ରସ୍ତାବ ଓ ଭୋଟିଂ ରୁ ନିଜକୁ ଦୂରେଇ ରଖିଥିଲା ଭାରତ । ଅର୍ଥାତ୍ ଋଷ କିମ୍ବା ୟୁକ୍ରେନ ସପକ୍ଷ ରେ ଭୋଟ ଦେବାରୁ ବୀରତ ରହିଥିଲା । ଆଉ ଏବେ ଭାରତ ନିଜ ଦେଶ ନାଗରିକ ମାନଙ୍କ ପାଇଁ ଅଣ୍ଟା ଭିଡ଼ିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *