ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡାକ୍ତରଖାନା ରେ ଭର୍ତ୍ତି ହେଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠାରୁ କିଛି ଅଧିକ ମାତ୍ରାରେ ଭାଇରାଲ ବା ଚର୍ଚ୍ଚାର ବିଷୟ ପାଲଟିଛି କହିଲେ ତାହା ହେଉଛି ବଲିଉଡ, ଓଲିଉଡ,ଟଲିଉଡ, ଜଲିଉଡ ର ଅଭିନେତା ଅଭିନେତ୍ରୀ ମାନେ । ଏହି ସିନେମା ଜଗତର କଳାକାର ମାନେ ସବୁବେଳେ ନିଜର ଫୋଟ, ଆଲବମ୍, ପୋଷାକ,ନିଜର ଅଭିନୟ, ପ୍ରେମ ତଥା ନିଜର ବୈବାହିକ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନେ ଆମେ ଯେଉଁ ବିଷୟରେ କହିବାକୁ ଯୁଛୁ ତାହା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କଥା ।
ଆମେ ସମାଜ ରେ ଥିବା ବରିଷ୍ଠ କଳାକାର ତଥା ଉଚ୍ଚ ପଦବୀ ରେ ଥିବା ଲୋକମାନଙ୍କ ଠାରୁ କେବଳ ଅଭିନୟ କିମ୍ବା ତାଙ୍କର କାର୍ଯ୍ୟ ଦେଖ୍ ମଜା କରିବାକୁ ନୁହେଁ ବରଂ ସେମାନ ଙ୍କର ଅଭିନୟ ଓ ବିଭିନ୍ନ କାର୍ଯ୍ୟ ଦ୍ବାରା ବହୁତ କିଛି ଜାଣିବା ପାଇଁ ।ସାଧାରଣ ଭାବରେ କହିବାକୁ ଗଲେ ଆମେ ଗୋଟିଏ ଜିନିଷ କୁ ଶୁଣିଲେ ଯେତେ ଶୀଘ୍ର କାର୍ଯ୍ୟକାରୀ କରିଥାଉ ତା ଠାରୁ ବହୁତ ଶୀଘ୍ର ତାକୁ ଦେଖୁଲେ ଆମର ମନେ ରହିଥାଏ ଏବଂ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଥାଉ ।
ଏହାଛଡା ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଅଭିନୟ ଦୁନିଆଁ ଠାରୁ ଟିକେ ଦୁରେଇ ଯାଇ ଲୋକମାନ ଙ୍କୁ ବହୁତ ଭଲ ଭଲ କଥା କହିଥାନ୍ତି।ଏବଂ କେବେ କେବେ ଅଭାବ ରେ ଥିବା ଲୋକମାନ ଙ୍କ ପାଇଁ କିଛି ଏପରି କରିଥାନ୍ତି ଯାହାକୁ ଦେଖୁଲେ ଆମକୁ ବହୁତ ଖୁସି ଲାଗେ ।ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସମୟରେ ଠିକ୍ ନାହିଁ।
ସେ ନିଜେ ସୋସିଆଲ ମିଡିଆରେ ନିଜ ଫ୍ୟାନ ମାନଙ୍କୁ ଜଣାଇଛନ୍ତି।ତେବେ ସେ କହିଛନ୍ତି ଯେ ତାଙ୍କ ଦେହ ବହୁତ୍ ଖରାପ ଅଛି।ସେ କହିଛନ୍ତି ମୁଁ କିଛି କହି ପାରିବିନି,ଆଉ ବଞ୍ଚିବିନି ମୋତେ ଯାହା ଲାଗୁଚି, ନିଃଶ୍ୱାସ ନେଇ ପାରୁନି, ଶୋଇ ପାରୁନି।ହେ ପ୍ରଭୁ ମୋତେ ରକ୍ଷା କର।ଏମିତି ଏକ ଦୁଃଖଭରା ପୋଷ୍ଟ କରିଚନ୍ତି।ଏହା ସହ ନିଜ ପୋଷ୍ଟ ରେ ଡାକ୍ତରଖାନା ବିଷୟରେ ଜଣାଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।