ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭୋଟ ରେ ଖର୍ଚ୍ଚ କରିଥିବା ଟଙ୍କା ବର୍ତ୍ତମାନ ହାତେଇବା ର ପ୍ରୟାସ । ଗାଁ ଗାଁ ବୁଲି ପଇସା ବାଣ୍ଟି ଥିଲେ ବର୍ତ୍ତମାନ ପୁଣି ଫେରସ୍ତ ମାଗୁଛନ୍ତି କାହିଁକି । ଆସନ୍ତୁ ଜାଣିବା ପୁରା ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜରେ ସବୁଠୁ ଶକ୍ତିଶାଳୀ ହେଉଛି ରାଜନୀତି । ରାଜନୀତି ରେ ଯାହା ପାଖରେ ପାୱାର ଅଛି ସେ ନିଜକୁ ରାଜା ବୋଲି ମନେ କରେ । ଦେଶ ରାଜ୍ୟର ସମସ୍ତ ଶାସନ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି । ସମାଜରେ ଅଧିକାଂଶ କାର୍ଯ୍ୟ ରାଜନୈତିକ ଚାପ ରେ ଚାପାୟିତ ହୋଇଯାଏ । ଯାହାଦ୍ଵାରା ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ତେବେ କଂଗ୍ରେସ , ବିଜେପି , ବିଜେଡି ବ୍ୟତୀତ ଆହୁରି ଅନେକ ଦଳ ଅଛନ୍ତି ଯେଉଁମାନେ ମାନେ ଦେଶ ରାଜ୍ୟକୁ ଶାସନ କରୁଥିବାର ଶୁଣିଆସୁଛୁ ।
ହେଲେ ଏମାନଙ୍କ ମଧ୍ୟରୁ ସର୍ବପୁରାତନ ରାଜନୈତିକ ଦଳ ହେଉଛି କଂଗ୍ରେସ । ଯାହାକି ଇଂରେଜ ଶାସନ କାଳରୁ ଏହି କଂଗ୍ରେସ ରାଜନୈତିକ ଦଳ ଦେଖିଆସୁଛୁ । ଆଜିର ଦୁନିଆରେ ଆପଣ ମାନେ ପ୍ରାୟତଃ ସମସ୍ତେ ରାଜନୀତି ପ୍ରତି ଅବଗତ ଥିବେ । ରାଜନୀତି ଭାର ସମ୍ଭାଳିବାକୁ ହେଲେ ମଣିଷକୁ ସେତିକି କାର୍ଯ୍ୟକ୍ଷମ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ ମଣିଷ କାନ୍ଧରେ ବନ୍ଧୁକ ରଖି ସମସ୍ତ କାର୍ଯ୍ୟ କରାଯାଇଥାଏ । ଯାହାକି ସମାଜ ପାଇଁ ଅନ୍ୟାୟ ଅଟେ ।
ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲି ଥିଲା । କେତେକ ଗ୍ରାମ ରେ ବିଜେଡ଼ି ଜିତିଥବା ବେଳେ କେତେ ଗ୍ରାମ ରେ ବିଜେପି ଜିତିଛି । ଏହି ନିର୍ବାଚନ ରେ ଅନେକ ଟଙ୍କା ଖର୍ଚ୍ଚ ହେଉଛି । ସବୁ ଦଳ ରେ ଟଙ୍କା ଖର୍ଚ୍ଚ କରି ଲଢୁ ଛନ୍ତି । ଏହି ସମୟ ରେ ଜଣେ ପ୍ରାର୍ଥୀ ପରାଜିତ ହେବା ପରେ ଖର୍ଚ କରିଥିବା ଟଙ୍କା ଫେରସ୍ତ ମାଗିଥିବା ର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପ୍ରାର୍ଥୀ ଜଣଙ୍କ ଖର୍ଚ୍ଚ କରିଥିବା ଟଙ୍କା କୁ ଫେରସ୍ତ ମାଗୁଛନ୍ତି ।
ଗାଁ ଗାଁ ବୁଲି କ୍ଳବ୍ ଓ କ୍ରିକେଟ୍ ଟିମ୍ କୁ ମଧ୍ୟ ପଇସା ବାଣ୍ଟି ଥିଲେ । ବର୍ତ୍ତମାନ ପରାଜୟ ର ସ୍ଵାଦ ଚାଖିବା ପରେ ନିଜର ପଇସା କୁ ଫେରସ୍ତ ମାଗିଛନ୍ତି । ଭିଡ଼ିଓ ଟି ହେଉଛି ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ବ୍ଲକ୍ ଅନ୍ତର୍ଗତ ଉପର ଝର ପଞ୍ଚାୟତ ର ଅଟେ । ଏହି ଭିଡ଼ିଓ ଟି ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିଛି । ପଇସା ଖାଇଲେ ମାତ୍ର ଭୋଟ ଦେଲେନି । ପରାଜିତ ମନ ରେ ଯେଉଁ ଟଙ୍କା ହାତ ରୁ ଯାଇଛି ତାକୁ ଆଦାୟ କରିବା ପାଇଁ ଏହି ପ୍ରୟାସ କରିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।