ବେଦୀ ଉପରେ କନିଆଁ ଘଟେଇଲା ଭୟଙ୍କର କାଣ୍ଡ । ଆସନ୍ତୁ ଦେଖିବା ଏହି ଭାଇରଲ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,  ବେଦୀ ଉପରେ କନିଆଁ ଘଟେଇଲା ଭୟଙ୍କର କାଣ୍ଡ । ଆସନ୍ତୁ ଦେଖିବା ଏହି ଭାଇରଲ Video । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସମାଜ ରେ ଏମିତି ଅନେକ ଘଟଣା ଘଟୁଛି ଯାହା ଦେଖିବା ମାତ୍ରେ ଆମେ ହସିବାକୁ ବାଧ୍ୟ ହୋଇଥାଇ । ଦୁନିଆ ରେ ପ୍ରତେକ ଦିନ ଅନେକ ଘଟଣା ସାମ୍ନା କୁ ଆସିଥାଏ। ଯାହା ଦେଖିଲେ ଅତି ଆଶ୍ଚର୍ଯ୍ୟ ଲାଗେ। ଆଉ ଆମକୁ ଭାବିବାକୁ ବାଧ୍ୟ କରେ କି କଣ ସତରେ ଲୋକୋ ଏମିତି କରିପାରନ୍ତି ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚାଯ୍ୟ କର ଘଟଣା ଯାହା ଆମ କୁ ହସାଇବାକୁ ବାଧ୍ୟ କରିଦେବ।

       

ତେବେ ଏକ ସ୍ଥାନ ରେ ଏକ ଝିଅ ଓ ପୁଅ ର ବିବାହ ହେଉଥିଲା ବେଦୀ ଉପରେ କନ୍ୟା ତ ନିଜ ବର କୁ ପିଟିବା କୁ ଲାଗିଥିଲା । ବ୍ରହଣ ମନ୍ତ୍ର ପଢୁଥିବା ସମୟ ରେ ହଠାତ୍ ରାଗିଯାଇ ହାତ ଉଠାଇଥିଲେ କନ୍ୟା । ସେଠାରେ ଥିବା ଲୋକେ ହଠାତ୍ ବୁଝି ପାରି ନଥିଲେ କି ଏହି ପରି କନ୍ୟା କ ୟୁଟେଜିତ ହେବ ର କାରଣ କଣ ହେଇ ପରେ ତାହା କେହି ବୁଝିନପାରି ନଥିଲେ । ବିବାହ ହେଉଥିବା ସମୟ ରେ ବିବାହ ର କର୍ମ ଚାଲିଥିଲା ହାତ ଗଣ୍ଠି ପଢ଼ିବା ସମୟ ରେ ହଠାତ୍ କନ୍ୟା ବର କୁ ପିଠି ଥିଲେ । 

 

ରାଗି ଯାଇ ବର କୁ ଯାଇ ସେଠୁ ଉଠି ଯାଇ ପାଟି ରେ ଥିବା ଗୁଟକା କୁ ଯାଇ ବାହାରେ ପୋକେବ କୁ କହିଥିଲେ । ଯାହା ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଏରାଲ ହେବ ରେ ଲାଗିଛି । ଜଣେ ବ୍ୟକ୍ତି ଏହି ଭିଡିଓ କୁ ତାଙ୍କ ନିଜର ଇନ୍ ଷ୍ଟ ଗ୍ରାମ  ଆଇଡି ରେ ପୋଷ୍ଟ କରି ଛନ୍ତି। କନ୍ୟା କ ର ଏପରି ବ୍ୟବହାର ଦେଖି ସେ ଦରି ଯାଇ ପାଟି ରେ ଥିବା ଗୁଟକା  ବାହାରେ ପିକାଇ ପାଟି ଧୋଇ ଆସିଥିଲେ । କନ୍ୟାର ଏପରି ଉଗ୍ର ରୂପ ଦେଖି ବାପା ଘର ସମେତ ଶାଶୁ ଘର ଲୋକ ମଧ୍ୟ ଆଶ୍ଚଯ୍ୟ ହେଇ ଯାଇଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *