ଜୀବନକୁ ବାଜି ଲଗାଇ ପିଲାର ଜୀବନ ବଞ୍ଚାଇଲେ ଯବାନ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡ଼ିଓ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜୀବନକୁ ବାଜି ଲଗାଇ ପିଲାର ଜୀବନ ବଞ୍ଚାଇଲେ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡ଼ିଓ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ କୁହା ଯାଏ କି ମଣିଷ ହେଉଛି ଏହି ସାରା ପୃଥିବୀ ର ସବୁଠୁ ଶ୍ରେଷ୍ଠ ପ୍ରାଣୀ। ତେବେ ଭଗବାନ ମଣିଷ ଭିତରେ ସବୁ ପ୍ରକାର ଶକ୍ତି ଦେଇଛନ୍ତି। ତେଣୁ ମଣିଷ ଭିତରେ ଭାବିବା ଶକ୍ତି ମଧ୍ୟ ରହିଛି। ତେବେ ଏହି ସମାଜ ସବୁ ପ୍ରକାର ପ୍ରାଣୀ ଙ୍କୁ ନେଇ ରହିଛି।ତେବେ ଆଜି ର ଏହି ମଣିଷ ମାନ ଙ୍କ  ଚିନ୍ତାଧରା ରେ ଅନେକ ପରିବର୍ତନ ଆସି ଯାଇଛି।ତେବେ ପ୍ରତେକ ମଣିଷ କେବଳ ନିଜ କଥା ଚିନ୍ତା କରୁଛନ୍ତି,ନିଜେ ଭଲ ରେ ନିଜେ ଖୁସି ରେ ରହିବେ । 

 

ତେବେ ପ୍ରତେକ ମଣିଷ ସ୍ୱାର୍ଥପର ପାଲଟି ଯାଇଛି। ତେବେ ଭଗବାନ ମଣିଷ ମାନଙ୍କ ଭିତରେ ଦୟା ର ଶକ୍ତି ମଧ୍ୟ ଦେଇଛିନ୍ତି, କିନ୍ତୁ ଆଜି ର ମଣିଷ ମାନଙ୍କ ଭିତରେ ଏହାର ଅଭାବ ଦେଖା ଦେଇଛି। ଏହି ଭଳି ଦୁନିଆ ରେ ଆଜି ବି ମଣିଷ ପଣିଆ ବଞ୍ଚିଛି।ତେବେ ଭଗବାନ ବରଦାନ ସଦୃଷ ଯାଉ ଦୟା , କ୍ଷମା , ଚିନ୍ତା କରିବାର ସକ୍ତି ଦେଇଛନ୍ତି ତାହା ମଣିଷ ବେଳେ ଉପଯୁକ୍ତ କାର୍ଯ୍ୟ ରେ ଲଗାଇ ପାରିଛି। 

                              

ତେବେ ମଣିଷ ପଣିଆ ଦେଖାଇଛନ୍ତି ଜଣେ ଭାରତୀୟ ଜବାନ ।  କିଏ କହିଲା ମାରିଗଲାଣି ମଣିଷ ପଣିଆ । ଭାରତୀୟ ଜବାନ ଙ୍କ ହାନତା ଦେଖିଲେ ଆପଣ ବି କହିବେ ଏ ସମାଜ ରେ ବଞ୍ଚି ରହିଛନ୍ତି ଅନେକ ଦରଦୀ ମଣିଷ। ଯେଉଁ ମାନେ ଅନ୍ୟ ର ଦୁଃଖ ଦେଖିଲେ ସେମାନଙ୍କ ହୃଦୟ କାନ୍ଦି ଉଠେ। ସେହି ଭଳି ଏକ ଘଟଣା ସାମ୍ନା କୁ ଆସିଛି । ଦେବଦୂତ ସାଜି ଜଣେ ଗୋଟିଏ ଜୀବନ ବଞ୍ଚାଇ ଥିଲେ ଜଣେ ଜବାନ । ସୋସିଆଲ ମିଡ଼ିଆରେ ରେ ଭାଇରାଲ ହୋଇ ଥିଲା ଏହି ଭିଡ଼ିଓ । ଭିଡ଼ିଓ ରେ ଦେଖିବାକୁ ମିଳି ଥିଲା ଜେ ଶିଶୁ ଝିଅ ଟି ସିଢ଼ୀ ରେ ଫସି ଯାଇଛି । 

 

ସୀଢ଼ୀ ରେ ଲାଗି ଥିବା ଲୁହା ଗ୍ରିଲ୍ କୁ ଧରି ଠିଆ ହୋଇଛି।  ଏହି ସମୟ ରେ ଦେବଦୂତ ସାଜି ଜଣେ ଯବାନ । ଶିଶୁ ଟିକୁ ନିଜ ବାହୁ ରେ ଧରି ଧିରେ ଧିରେ ତଳକୁ ଆଣିଥିଲେ।  ଭିଡ଼ିଓ ଟି ଦିଲ୍ଲୀ ରେ ଥିବା ନିର୍ମାଣ ବିହାର ମେଟ୍ରୋ ର ଜଣା ପଡ଼ିଛି । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ନିଜ ଫେସବୁକ୍ ପେଜ ରେ ଏହି ଭିଡ଼ିଓ କୁ ସେୟାର କରିଛନ୍ତି । ଜୀବନ କୁ ବାଜି ଲଗାଇ ବେଶ୍ ପ୍ରକ୍ଷଣାତ୍ମକ ଭଙ୍ଗି ରେ ଶିଶୁ ଟି କୁ ଉଦ୍ଧାର କରିଛନ୍ତି ଜବାନ । ସୋସିଆଲ ମିଡିଆରେ ଭାଇରାଲ ଲାଗିଛି ଏହି ଭିଡ଼ିଓ । ପ୍ରଶଂସା ର ସୁଅ ଛୁଟୁଛି ଜବାନ ଙ୍କ ପାଇଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *