ବାବା ନାଁରେ ଲୋକୋକୁ ଭଣ୍ଡୁଛନ୍ତି ଏହି ବ୍ୟକ୍ତି । ରାତି ୧୨ଟା ରେ କୃଷ୍ଣ ବେଶରେ ଆସି କରନ୍ତି ଏପରି କାମ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାବା ନାଁରେ ଲୋକୋକୁ ଭଣ୍ଡୁଛନ୍ତି ଏହି ବ୍ୟକ୍ତି । ରାତି ୧୨ଟା ରେ କୃଷ୍ଣ ବେଶରେ ଆସି କରନ୍ତି ଏପରି କାମ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ପୁଣି ବଢ଼ି ଚାଳିଛି ଭଣ୍ଡାମି । ଲୋକଙ୍କ ଉପକାର କରିବା ବାହାନାରେ ଚାଳିଛି ଶା-ରୀ-ରି-କ ନି-ର୍ଯା-ତ-ନା। ତେବେ ଏହିପରି ଘଟଣା ଘଟିଛି ଭୁବନେଶ୍ଵର ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନରେ ।ଖାଲି ଏତିକି ନୁହେଁ ଜମି ହଡ଼ପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ରେ ଆରକ୍ଷୀ ଅଧିକାରୀ ଅପରାଧୀ ମାନଙ୍କ ସହିତ ମିଶି ସାଲିସ କରି ସମସ୍ୟା ର କରିବାର ବାଟ ମଧ୍ୟ କାଡୁ ନାହିଁ । 

ପୀଡ଼ିତା ମାନେ ସେହି ପରି ନି-ର୍ଯା-ତି-ତ ହୋଇ ଚାଲିଛନ୍ତି । ସେହିପରି ଠକ ମାନଙ୍କୁ ତାଙ୍କ ଦୋଷ ବି ଦେଉନାହାନ୍ତି କି ଗିରଫ ମଧ୍ୟ କରି ପାରୁନାହାନ୍ତି । ଯଦି 24 ଘଣ୍ଟା ମଧ୍ୟ ରେ ସେମାନଙ୍କୁ ଗିରଫ ନ କରାଯାଏ ତାହାଲେ ଖଣ୍ଡଗିରି ଥାନା କୁ ଘେରାଉ କରାଯିବ ବୋଲି ଓଡ଼ିଶା ନ୍ୟାୟ ମଞ୍ଚ ଚେତାବନୀ ଦେଇଛି । ଏବେ ଅପେକ୍ଷା କଣ ପଦକ୍ଷେପ ନେଇଛି ଖଣ୍ଡଗିରି ଆରକ୍ଷୀ ଅଧିକାରୀ ।

    

ଜଣେ ପୀଡିତାକୁ ପଚାରିବା ପରେ ସେ କହିଥିଲେ ଲୋକେ ତାଙ୍କୁ ଭଗବାନ୍ ଭାବି ତାଙ୍କ ପାଖକୁ ନିଜର ଦୁଃଖ ର ସମାଧାନ କରିବା ପାଇଁ ହେଲେ ଭଗବାନ୍ ରୂପରେ ସଇତାନ୍ ସାଜି ଲୋକୋକୁ ଠକୁଛନ୍ତି ଏହି ବାବାମାନେ । ପୂଜା ବାହାନାରେ ରାତିରେ ସ୍ତ୍ରୀ ଲୋକୋ ମାନଙ୍କୁ ରାଧା ରୂପରେ ସଜାଇ ଫୁଲ ଫଳରେ ପୂଜା କରି ସେହି ବାବା ମାନେ ତାଙ୍କର  ଶରୀର ସହିତ ଖରାପ କାମ କରିବାକୁ ବାଧ୍ୟ କରିଛନ୍ତି । 

ଆଉ ଏହା ମଧ୍ୟ କହିଛନ୍ତି କି ସେ ସ୍ତ୍ରୀ ମାନଙ୍କୁ ରାଧା ସଜେଇ ତାଙ୍କ ସହିତ ନିଜ ସ୍ତ୍ରୀ ହେଇ ରହିବାକୁ କହୁଥିଲେ । ଏପରି ବ୍ୟବହାର ଦେଖିବା ପରେ ପୀଡିତା ଜଣ ଏକ ଚଉକି ସାହାଯ୍ୟରେ ପାଚେରୀ ଡେଇଁ ବାହାରକୁ ପଳାଇ ଆସିଥିଲେ ଏବଂ ଖଣ୍ଡଗିରି ଥାନା ରେ ଅଭିଯୋଗ ଦାଖଲ କରିଥିଲେ ।ହେଲେ ଆରକ୍ଷୀ ଅଧିକାରୀ କିଛି ପଦକ୍ଷେପ ଗ୍ରହଣ କରି ନଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *