ଦେଖନ୍ତୁ ଚନ୍ଦନ ବିଶ୍ଵାଳଙ୍କ ନୂଆ ଜବରଦସ୍ତ ପୁଷ୍ପା କମେଡି ଯାହାକୁ ଦେଖିଲେ ଆପଣମାନେ ହସି ହସି ଗଡିଯିବେ। 1 କୋଟି ଲୋକ ଦେଖିଲେଣି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଖନ୍ତୁ ଚନ୍ଦନ ବିଶ୍ଵାଳଙ୍କ ନୂଆ ଜବରଦସ୍ତ ପୁଷ୍ପା କମେଡି ଯାହାକୁ ଦେଖିଲେ ଆପଣମାନେ ହସି ହସି ଗଡିଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି ୨ ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ। ତେଣୁ ନିଜକୁ ହସାଇବା ପାଇଁ ୟୁଟୁବ ରେ ଅନେକ କମେଡି ଭିଡ଼ିଓ ଆସିଥାଏ। ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

 

ଆପଣ ଆମ ଓଡ଼ିଆ କମେଡ଼ିଆନ ଚନ୍ଦନ ବିଶ୍ୱାଳ ଙ୍କର ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ଫିଲ୍ମ ପୁଷ୍ପା ଏବଂ ଭାଇରାଲ ଗୀତ କାଚା ବାଦାମ କୁ ନେଇ ଏକ କମେଡି ଭିଡ଼ିଓ କରିଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି। 

 

ତେବେ ଏହାକୁ ନେଇ କମେଡ଼ିଆନ ଚନ୍ଦନ ବିଶ୍ଵାଳ ତାଙ୍କର ଅନ୍ଦାଜ ରେ  କହିଛନ୍ତି କି ଆରେ ପୁଷ୍ପା ତ ଏତେ ଅଧିକ ଟଙ୍କା ରୋଜଗାର କରୁଥିଲା,ଆଉ ଗୋଟିଏ ଚନ୍ଦନ କାଠ ବିକ୍ରି କରି ନିଜ ଦାଢ଼ି ଟା କାଟି ପାରିଲାନି କି ସେହି ଟଙ୍କା ରେ ଉପର କୁ ଟେକି ଯାଇଥିବା କାନ୍ଦ ଟିକୁ ଡାକ୍ତର ଦେଖାଇ ପାରିଲାନି । ଅଲୁ ଅର୍ଜ୍ଜୁନ ର ଫିଲ୍ମ ଦେଖି ଆମ ଗାଁ ଟୋକା ଟା ଜଙ୍ଘଲ ରୁ ଗଛ କାଟିଦେଲା ଆଉ ବର୍ତ୍ତମାନ ଜେଲ ରେ ପଡିଛି।ପୁଷ୍ପା ତ ଏତେ ପଇସା ଇନକମ୍ କରୁଥିଲା ସେ ଶ୍ରିବଲି ପାଇଁ ଶାଢୀ ଆଣି ପାରିଲାନି ସାୟା ପିନ୍ଧି କି ବୁଲିଲା।

 

ପୁଷ୍ପା ସିନେମା ଆସିବା ଠାରୁ ଲୋକମାନେ ସବୁ ଆଲୁ ଅର୍ଜୁନ ଙ୍କର ଷ୍ଟେପ , ଡାଇଲକ ଏବଂ ତାହାର ଗୀତ କୁ ନେଇ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।ତେବେ ସେହିପରି ସେମାନେ ଭାଇରାଲ ସଙ୍ଗ “କାଚା ବାଦାମ” କୁ ନେଇ ମଧ୍ୟ କମେଡି କରିଛନ୍ତି। ତେବେ ଚନ୍ଦନ ଭାଇ କହିଛନ୍ତି କି ଆଡେ କଣ ସାଇକେଲ ର ଧରି କାଚା ବାଦାମ ଗୀତ ଗାଇଲେ ଯେ ରାତାରାତି ଷ୍ଟାର ହୋଇଗଲେ ହେଲେ ବର୍ତ୍ତମାନ ସେହି କାଚା ବାଦାମ ଖାଇକି ଆମ ଗାଁ ରେ ତିନି ଚାରିଟା ପିଲା ଙ୍କୁ ଝାଡ଼ ହୋଇଗଲାଣି। ପୁଷ୍ପା ଫିଲ୍ମ ଦେଖି ଆମ ଗାଁ ଟୋକା ମାନେ ସବୁ ବଙ୍କେଇ ବଙ୍କେଇ ଚାଲୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *