ସ୍ଵପ୍ନରେ ସମ୍ବନ୍ଧ ବନାଇବାର ଦେଖିଲେ କଣ ସୂଚନା ମିଳିଥାଏ ? ଆସନ୍ତୁ ଜାଣିବା କିଛି ସ୍ଵପ୍ନ ରହସ୍ୟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ଵପ୍ନରେ ସମ୍ବନ୍ଧ ବନାଇବାର ଦେଖିଲେ କଣ ସୂଚନା ମିଳିଥାଏ ? ଆସନ୍ତୁ ଜାଣିବା କିଛି ସ୍ଵପ୍ନ ରହସ୍ୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ନିଦ୍ରା ଆମ ଶରୀର ପାଇଁ କେତେ ଆବଶ୍ୟକ, ଆପଣ ଏହା ବହୁତ ଭଲ ଭାବରେ ଜାଣିଛନ୍ତି। ନିଦ୍ରା ଅଭାବ ରୁ ଶରୀର ରେ ବିଭିନ୍ନ ପ୍ରକାର ର ରୋଗ ଦେଖା ଯାଇ ଥାଏ। ଏହା ଛଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢାଇଥାଏ। ଶୋଇବା ସମୟ ରେ କେତେ ଗୁଡିଏ ଛୋଟ ଛୋଟ ଭୁଲ ଆମକୁ ବିପଦ ରେ ପକାଇ ପାରେ କିମ୍ବା କିଛି ସମସ୍ୟା ଉପୂଜାଇ ଥାଏ।ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ କଣ।

 

ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ପୋଖୋରୀ ଜଳ ଦେଖିଥାଏ ତାର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଯେଉଁ ବ୍ୟକ୍ତି ମୟୁର କୁ ସ୍ୱପ୍ନ ରେ ଦେଖନ୍ତି ସେମାନଙ୍କୁ ଭବିଷ୍ୟତ ରେ ଆକସ୍ମିକ ଧନ ମିଳିଥାଏ ।  ନେଉଳ କୁ ସ୍ୱପ୍ନ ରେ ଦେଖିଲେ ବିପଦ ରୁ ଉଦ୍ଧାର ମିଳିଥାଏ । ବାଘକୁ ସ୍ୱପ୍ନ ଦେଖିଲେ ଶତ୍ରୁ ବିନାଶ ହୋଇଥାଏ ଏବଂ ବିରାଡ଼ି ସ୍ୱପ୍ନ ଦେଖିଲେ ସମ୍ମାନ ହାନି ହୋଇଥାଏ ।  ଯେଉଁ ବ୍ୟକ୍ତି ବାରିକ ଚୁଟି କାଟୁଥିବାର ସ୍ବପ୍ନ ଦେଖିଥାଏ ତେବେ ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ସୂଚନା ମିଳିଥାଏ। ଯଦି ଆପଣ ସ୍ୱପ୍ନ ରେ ଜୀଅନ୍ତା ମାଛ ଦେଖୁଥାନ୍ତି,ତେବେ ଆଗାମୀ ଭବିଷ୍ୟତ ରେ ଆପଣ ଙ୍କୁ ଶୁଭ ସୂଚନା ମିଳିଥାଏ। ଯଦି ଗର୍ଭବତୀ ସ୍ତ୍ରୀ ସନ୍ନ୍ୟାସୀକୁ ସ୍ୱପ୍ନ ରେ ଦେଖିଥାନ୍ତି ସେ ସ୍ତ୍ରୀ ଲୋକର ଗର୍ଭ ନଷ୍ଟ ହୋଇ ଯାଇଥାଏ । ଯଦି ଆପଣ ରବିବାର ଦିନ ସ୍ୱପ୍ନ ଦେଖୁଥାନ୍ତି ତେବେ ସୂର୍ଯ୍ୟ ଦେଵତା ଙ୍କୁ ସ୍ମରଣ କରିବେ । ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ଅଁଳା ଗଛ ହୋଇଥାଏ ଏବଂ ଅଁଳା କୋଳି ଦେଖିଥାନ୍ତି ସେମାନଙ୍କ ବହୁତ ଶୁଭ ହୋଇଥାଏ ଏବଂ ରୋଗ ରୁ ମୁକ୍ତି ପାଇଥାଏ । ଯେଉଁ ବ୍ୟକ୍ତି ନିଜ ସ୍ୱପ୍ନ ରେ ନିଜର ଇଷ୍ଟ ଦେବ ଦେବୀ ଙ୍କୁ ଦେଖନ୍ତି ସେହି ବ୍ୟକ୍ତି ର ସମସ୍ତ ଇଚ୍ଛା ଅଭିଳାଷ ଶୀଘ୍ର ପୂର୍ଣ୍ଣ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ୱପ୍ନ ରେ କଳା ଶାଢୀ ପିନ୍ଧା ମହିଳା ଙ୍କୁ ଦେଖନ୍ତି ସେମାନଙ୍କ ର ଜୀଵନ ରେ ସୁଖ ଏବଂ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ୱପ୍ନ ରେ ଟଙ୍କା ପଇସା ଦେଖୁଥାଏ ତେବେ ଆଗାମୀ ଦିନରେ ସେମାନଙ୍କର ଖର୍ଚ୍ଚ ମାତ୍ରା ବହୁତ ବଢିଥାଏ । ଯେଉଁ ବ୍ୟକ୍ତି ବାମ ପୁଡ଼ାରେ ନିଶ୍ୱାସ ପ୍ରବାହିତ ହେଉଥିବା ସମୟରେ ସ୍ୱପ୍ନ ଦେଖିଥାନ୍ତି ସେମାନଙ୍କ ସ୍ୱପ୍ନ ର ଶୁଭ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ମାନେ ରବିବାର ଦିନ ସ୍ୱପ୍ନ ଦେଖିଥାଏ ସେମାନଙ୍କୁ ମାନସିକ ଦୁର୍ବଳ ଲାଗିଥାଏ । ଯେଉଁ ବ୍ୟକ୍ତି କିମ୍ବା ମହିଳା ମାନେ ଦିବା ୪ ପ୍ରହର ରେ ସ୍ୱପ୍ନ ଦେଖନ୍ତି ତାହା କେବେ ସତ ହୁଏନାହିଁ । ଯେଉଁ ବ୍ୟକ୍ତି ମାନେ ସୋମବାର ଦିନ ସ୍ୱପ୍ନ ଦେଖିଥାନ୍ତି ତାହା ସତ ହୋଇଥାଏ । ଯଦି ଆପଣ ସ୍ଵପ୍ନ ରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ବନ୍ଧ ବନାଇବାର ଦେଖନ୍ତି ତେବେ ସ୍ଵପ୍ନଶାସ୍ତ୍ର ରେ ଏହାର ୨ ଟି ଅର୍ଥ ମନେ କରାଯାଇ ଅଛି । ପ୍ରଥମଟି ଆପଣ ନିଜର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତାଉଛନ୍ତି । ଅନ୍ୟଟି ହେଉଛି ଆପଣଙ୍କୁ ଆପଣଙ୍କ ଜୀବନସାଥୀଠାରୁ ଯାହା ଆଶା ଥିଲା ତାହା ଆପଣଙ୍କୁ ମିଳୁନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *