ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ବର୍ତ୍ତମାନ ମିଡ଼ିଆ ସାମ୍ନାକୁ ଆସି ସୁର ରାଉତରାୟ କହିଲେ ରମ୍ପାରମ୍ପି କଥା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଜଟଣୀ ର ବିଧାୟକ ସୁର ରାଉତରାୟ ହେଉଛନ୍ତି ଜଣେ ଏମିତି ନେତା ଯେ କି ନିର୍ଭିକ, ସାହାସୀ ଏବଂ ନିଜର ରୋକଠୋକ ବୟାନ ପାଇଁ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଏମିତି କି ସେ ମଧ୍ୟ ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ତେବେ ମୁଖ୍ୟ କଥା ଟି ଏହା ଯେ ସେ ସର୍ବଦା ବାସ୍ତବ କଥା ଟି କୁ ସମସ୍ତଙ୍କ ସାମ୍ନା ରେ କହିଥାନ୍ତି ।ସେ ଜଣେ ଭଲ ଟାଣୁଆ ନେତା ଭାବରେ ଓଡ଼ିଶା ରେ ପରିଚିତ ଅଟନ୍ତି।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁର ରାଉତରାୟ ମିଡ଼ିଆ ସାମ୍ନା କୁ ଆସି କହିଛନ୍ତି ଯେ , ଏ ଟୋକା ଗୁଡ଼ାଙ୍କୁ ଚାକିରି ନାହିଁ କି ଝିଅ ମାନଂକୁ ଚାକିରି ନାହିଁ । ଆଉ ଏମାନେ ସବୁ ନିଶା ଖାଇକି ଚାରି ଆଡେ଼ ବୁଲିଲେ ,ଯାହାକୁ ଯିଏ ପାଇଲା ଯେଉଁଠି ପାଇଲା ରାମ୍ପିଲା । ଏହାପରେ ସୁର ରାଉତରାୟ ଉଚ୍ଚ ସ୍ୱର ରେ କହିଛନ୍ତି ଯେ ଭୟଙ୍କର ରମ୍ପା। ସୁର ରାଉତରାୟ ଏହା ପରେ କହିଛନ୍ତି ଯେ ,ଓଡ଼ିଶା ରେ ଶାସନ ଟା ପୁରା ଲୋପ ହୋଇଗଲାଣି ।
ଆଇନ ନାହିଁ ,ଶୃଙ୍ଖଳା ନାହିଁ ଆଉ ଯିଏ ଯେଉଁଠି ପାଇଲା ରେପ୍ । ଗୋଟିଏ ଛୋଟିଆ ଝିଅ କୁ ଅଭିନୟ କରିବା ପାଇଁ ଆଣି ତାକୁ ରାତିସାରା ରମ୍ପାରମ୍ପି କରି ଛିନ୍ ଛତ୍ର କରି ଫୋପାଡି ଦେଇଥିଲେ। ସିଏ ଯାଇକି ଡାକ୍ତରଖାନା ରେ ଆଶ୍ରୟ ନେଇଛି । ଲଜ୍ୟା ର ବିଷୟ ,ଓଡ଼ିଶା ମାଟି ଆମର ଆଉ ଆମେ କାପୁରୁଷ ହୋଇ ଯାଉଛେ । ଆମେ କଣ ମାଆ ଭଉଣୀ ଙ୍କ ସମ୍ମାନ ରକ୍ଷା କରିପାରିବାନି ।
ଏହାପରେ ସେ ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି ଯେ ,ନବୀନ ବାବୁ ତାକୁ କଠୋର ଦଣ୍ଡ ଦିଅ ।ତମେ ତ ଖାଲି ଘୋଡଉଚ୍ଚ ଆଉ ,ଭଲ ଲୋକ ଟି ଏ ଆପଣ । ଏହାପରେ ପୁଣି ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି ଯେ ଦେହ ଟି ଆପଣଙ୍କର ଭଲ ନାହିଁ ,ଭଗବାନ୍ ଆପଣଙ୍କୁ ଭଲ କରି ଦିଅନ୍ତୁ । କିନ୍ତୁ ଟିକେ ଟାଇଟ୍ ହୁଅ । ଏ ଟୋକା ଗୁଡ଼ାକ ଉତୁପାତିଆ ହେଲେଣି , ଯୁଆଡ଼େ ଯିଏ ପାଇଲେ ପଶିଲେ ,ଯେଉଁଠି ଯିଏ ପାଇଲେ ଖାଇଲେ । ଟିକେ ଚେକ୍ କର ଆଉ ଏମିତି କଲେ ଲୋକ ମାନଙ୍କର ଭୟ ରହିବ । ଆତ୍ମ ସମ୍ମାନ ପ୍ରତି ସମ୍ମାନ ରହିବ ।ଆଉ ଆଇନ ଶୃଙ୍ଖଳା କୁ ଟିକେ କଡ଼ାକଡ଼ି କର ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।