କେନ୍ଦ୍ର ସରକାର ବର୍ତ୍ତମାନ ଝିଅ ମାନଙ୍କୁ ଅଧିକ ପ୍ରା-ଧା-ନ୍ୟ ଦେଇ ଏକ ମିସନ ଚଳାଉଛନ୍ତି , ମିଶନ ଟି ର ନାମ ହେଉଛି ‘ବେଟି ବଚାଓ ବେଟି ପଢାଓ ” । ଝିଅ ମାନଙ୍କର ଶିକ୍ଷା କୁ ଅଧିକ ରୁ ଅଧିକ ପ୍ରୋ-ତ୍ସା-ହି-ତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଅନେକ ଯୋଜନା ବାହାର କରୁଛନ୍ତି । ୨୦୧୬ ମସିହା ଜୁନ୍ ରେ ରାଜସ୍ଥାନ ସରକାର ଝିଅ ମାନଙ୍କ ଶିକ୍ଷା ପାଇଁ “ରା-ଜ-ଶ୍ରୀ ଯୋଜନା” ଆରମ୍ଭ କରି ଥିଲେ । ଏହି ଯୋଜନା ରେ ଝିଅମାନଙ୍କ ର ଶିକ୍ଷା ପାଇଁ ରାଜସ୍ଥାନ ସରକାର ପ୍ରତ୍ୟେକ ଝିଅ ମାନଙ୍କୁ ୫୦ ହଜାର ଟଙ୍କାର ଆ-ର୍ଥି-କ ସହାୟତା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଉ-ର୍ଦ୍ଧ୍ବ ଝିଅ ମାନଙ୍କୁ ଏହି ଯୋଜନା ରେ ଶିକ୍ଷା ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି।
ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ଏବଂ ଝିଅ ଟି ର ସ୍ୱା-ସ୍ଥ୍ୟ ଜନିତ ସମସ୍ୟା ପାଇଁ ଝିଅର ପିତାମାତାଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦିଆ ଯାଇଥାଏ । ଏହି ୫୦ ହଜାର ଟଙ୍କା ଟି ଗୋଟେ ଥରରେ ଦିଆ ନ ଯାଇ ଏହା ଝିଅ ର ଜ-ନ୍ମ ହେବା ଠୁ ଆରମ୍ଭ କରି ତାର ଦ୍ଵା-ଦ-ଶ ହେବା ପର୍ଯ୍ୟନ୍ତ ବିଭିନ୍ନ ସମୟ ରେ ଭିନ୍ନ ଭିନ୍ନ ପରିମାଣ ରେ ଦିଆଯାଇଥାଏ । ଝିଅ ର ଜନ୍ମ ସମୟରେ ୨୫୦୦ ଟଙ୍କା ,୧ ବର୍ଷର ଟୀକାକରଣ ପାଇଁ ୨୫୦୦ ଟଙ୍କା, ପ୍ରଥମ ଶ୍ରେଣୀ ପାଇଁ ୪୦୦୦ ଟଙ୍କା, ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ୫୦୦୦ ଟଙ୍କା, ଦଶମ ଆଡମିଶନ ପାଇଁ ୧୧୦୦୦ ଟଙ୍କା ଏବଂ ଦ୍ୱାଦଶ ଶ୍ରେଣୀ ରେ ପ୍ରବେଶ ସମୟ ରେ ୨୫ ହଜାର ଟଙ୍କା , ଏହିଭଳି ଆକାରରେ ଟଙ୍କା ବିତରଣ କରାଯାଉଛି ।
ଏହିପରି ଭାବରେ ଆବେଦନ କରି ପାରିବେ –
ଯଦି ଆପଣ ବି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ମହିଳା ଅଧିକାରୀ , ପ୍ରୋ-ଗ୍ରା-ମ ଅଫିସର କିମ୍ବା ଜି-ଲ୍ଲାର ମୁଖ୍ୟ ଚି-କି-ତ୍ସା ଏବଂ ସ୍ୱା-ସ୍ଥ୍ୟ ଅଧିକାରୀଙ୍କୁ ଭେଟି ତାଙ୍କଠୁ ପରାମର୍ଶ ନେଇ ନିଜ ର ଭାମାସାହ କାର୍ଡ କରନ୍ତୁ । ଏହା ସହିତ ଆପଣ ଆପଣଙ୍କ ନିକଟସ୍ଥ ଇ-ମିତ୍ର କେନ୍ଦ୍ର କୁ ଯାଇ ସେଠାରେ ନିଜ ପାଇଁ ଭମାଶାହ କାର୍ଡ ମଧ୍ୟ କରି ପାରିବେ । ଏହା ସହିତ ଆପଣଙ୍କୁ ସବିଶେଷ ତଥ୍ୟ ଆପଣଙ୍କର ନିକଟତମ ଅ-ଙ୍ଗ-ନ-ୱା-ଡି କେନ୍ଦ୍ର କିମ୍ବା ସରକାରୀ ମେଡିକାଲ ରେ ମିଳିଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।