ସାବଧାନ ମାଡି ଆସିଲା ବିପଦ । କଟକ ରୁ ଚୌଦ୍ଵାର ଏବଂ ଯୋବ୍ରା ରୁ ଜଟଣୀ ପର୍ଯ୍ୟନ୍ତ ବୋହିବ ରକ୍ତ ର ନଦୀ – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

ଦର୍ଶକ ବନ୍ଧୁ ମାଳିକା ଏହା କୁହେ ଯେ ଭୂତ, ଭବିଷ୍ୟତ ଆଉ ବର୍ତ୍ତମାନ ଏ ସବୁ ର ହୁଏ ପୁନରାବୃତ୍ତି । ଯାହା ସବୁ ଘଟି ଯାଇଛି ତାହା ପୁଣି ଥରେ ଘଟିତ ହେବ । ଏ ସଂସାର ପୁଣି ପରିବର୍ତ୍ତିତ ହେବ ଏକ ଯୁଦ୍ଧ ମୟ ପରିବେଶ ରେ । ମାଳିକା ଦେଉଛି ଏ ସବୁ ର ସଂକେତ । କଳକୀ ରୂପ ରେ କଳା ଘୋଡ଼ା ଓ ଧଳା ଘୋଡ଼ା ଉପରେ ବସି କାଳିଆ ଠାକୁର କରିବେ ପାପୀ ମାନଙ୍କ ର ସଂହାର । ଆଉ ପୁଣ୍ୟାତ୍ମା ମାନଙ୍କୁ ଉଦ୍ଧାର କରିବେ ଏହି ପାପ ମୟ ଦୁନିଆ ରୁ ।

 

ପାପୀ ମାନଙ୍କ ପାପ ରେ ଭାରାକ୍ରାନ୍ତ ହେଉଛି ପୃଥିବୀ । ଏ ସଂସାର ରେ ସନ୍ତୁଳନ ରକ୍ଷା ପାଇଁ ଭଗବାନ୍ ଆସିବେ,ଆଉ ପାପୀ ମାନଙ୍କର ସଂହାର ଲୀଳା କରିବେ । ତେବେ ମହାଭାରତ ଯୁଦ୍ଧ ର ପୁଣି ଥରେ ହେବ ପୁନରାବୃତ୍ତି । ତେବେ ଜନ୍ମ ଲଭି ସାରିଛନ୍ତି ମହାଭାରତ ର ରଥି ,ମହାରଥୀ ,ପାଣ୍ଡବ ଏବଂ ଅସ୍ଵସ୍ଥମା । ମହାଭାରତ ର ସେହି ଯୁଦ୍ଧ ପୁଣି ଥରେ ହେବ ଉତ୍କଳ ର ଭୂମି ରେ । ଆଉ କଟକ ରେ ଦେଖିବାକୁ ମିଳିବ ଯୁଦ୍ଧ ର ବିଭୀଷିକା ।

 

କଟକ ରୁ ଚୌଦ୍ଵାର ଆଉ ଯୋବ୍ରା ରୁ ଜଟଣୀ ପର୍ଯ୍ୟନ୍ତ ବହିଯିବ ରକ୍ତ ର ନଦୀ ।ମାଳିକା ର ଉଦ୍ଦେଶ୍ୟ କାହାକୁ ଭୟଭିତ କରିବାର ନୁହେଁ ବରଂ ଆସନ୍ନ ବିପତ୍ତି ରୁ କିଭଳି ନିଜକୁ ବର୍ତ୍ତେଇ ନିଜର ପୁଣ୍ୟ ଫଳକୁ ବଢେଇ ସତ୍ ମାର୍ଗ ରେ ନିଜର ଈଶ୍ୱର ଭକ୍ତି କୁ ବଢାଇ ନିଜକୁ ଆଗକୁ ନେବା ତାହାକୁ ହିଁ ମାଳିକା ବଚନ ର ଯଥାର୍ଥତା । ମାଳିକା ରେ କୁହାଯାଇଛି ଯେ ଯୁଦ୍ଧ ତ ନିଶ୍ଚୟ ହେବ ,କାହିଁକି ନା 18 ଦିନ ର ମହାଭାରତ ଯୁଦ୍ଧ ରୁ ଓଳିଏ ବାକି ରହି ଯାଇଥିବା ଯୁଦ୍ଧ ପୁଣି ହେବ । ସେଇ ଓଳିକ ଯୁଦ୍ଧ ସାରା ବିଶ୍ଵ ରେ ହେବ ।

 

ମାଳିକା ର ଏକ ପଦ ରେ ଏହା ଲେଖା ହୋଇଛି ଯେ ,ଏହି ଯୁଦ୍ଧ ଓଡ଼ିଶା ର କଟକ ରେ ହେବ । କଟକ ରୁ ଚୌଦ୍ବାର ଭିତରେ ବହିଜିବ ରକ୍ତ ର ନଦୀ ,ଆଉ ଯୋବ୍ରା ଠାରୁ ଜଟଣୀ ପର୍ଯ୍ୟନ୍ତ ଏହି ଗୋଳ ଲାଗିବ । କାହିଁକି ନା ଅନେକ ଦୈତ୍ୟ ପ୍ରଭୁତି ର ଅସୁର ବାସ କରୁଛନ୍ତି ଏହି ଜାଗା ମାନଙ୍କ ରେ । ଦୈତ୍ୟ ମାନଙ୍କ ପାପ ର ଭାର ରେ ପୁଣ୍ୟ ଶକ୍ତି ଲୋପ ହୋଇଯିବ ।

 

ତେବେ ଏହି କଳି ଯୁଗ ର ଅସୁର ହେଉଛନ୍ତି ଅସୁର ପ୍ରଭୃତି ର ଲୋକ ମାନେ । ଯେଉଁ ଲୋକ ମାନଙ୍କ ପାଖରେ ହିଂସା ,କପଟ , ଦ୍ୱେଶ ଆଦି ଭରି ହୋଇ ରହିଛି । ଯେଉଁ ମାନେ ନିଜର ଲାଭ ପାଇଁ ଅନ୍ୟ କୁ ହଇରାଣ କରିବାକୁ ପଛାଉ ନାହାଁନ୍ତି । ଯେଉଁ ମାନେ ଅନ୍ୟ ସ୍ତ୍ରୀ ଙ୍କ ଉପରେ ଲୋଭ ପକାଉଛନ୍ତି ଆଉ ଯେଉଁମାନେ ପୁଣ୍ୟ କରୁଥିବା ଲୋକ ମାନଙ୍କୁ ହଇରାଣ କରୁଛନ୍ତି । ଏହିଭଳି ଅସୁର ପ୍ରଭୃତି ର ଲୋକ ମାନଂକ ଉପରେ ହିଁ ବିପତ୍ତି ଆସିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *