ମୋଦିଙ୍କ ଇ ଶ୍ରମ କାର୍ଡ ରେ ମିଳିବ ଏହି ୧୨ ଟି ସୁବିଧା । ଆସନ୍ତୁ ଜାଣିବା…

ଇ- ଶ୍ରମ କାର୍ଡ ରେ କଣ କଣ ଲାଭ ପାଇ ପାରିବେ ଓ କେମିତି ଫର୍ମ ପକାଇବେ ଚାଲନ୍ତୁ ଜାଣିବା ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଇ- ଶ୍ରମ କାର୍ଡ ରେ କଣ କଣ ଲାଭ ପାଇ ପାରିବେ ଓ କେମିତି ଫର୍ମ ପକାଇବେ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆମ ସରକାର ବାହାର କରିଛନ୍ତି ଏକ ନୂଆ ଯୋଜନା ଯାହା ସମସ୍ତଙ୍କ ପାଇଁ ଖୁବ୍ ଲାଭ ଦାୟକ ହେବ । ଆମ କହିବା କଥା ଟି ହେଉଛି ଆପଣ ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ ଏହି ନିୟମ ର ଲାଭ ଉଠାନ୍ତୁ । ତେବେ ଏହି ନିୟମ ଟି କେବେ ଠୁ କାହିଁକି ଓ ଏଥିରେ କଣ କଣ ଆବଶ୍ୟକ ହୋଇଥାଏ ତାହା ବିଷୟ ରେ ଚାଲନ୍ତୁ ଜାଣିବା। 

ଆପଣ ସମସ୍ତେ ଇ ଶ୍ରମ କାର୍ଡ ଅଥବା ଲେବର କାର୍ଡ ର ଫାଇଦା ଉଠାନ୍ତୁ । ନିଜେ ନିଜେ ବନାନ୍ତୁ । ଏହି କାର୍ଡ ର ଆଉ କଣ ସବୁ ଲାଭ ରହିଛି ଏହି ସବୁ ବିଷୟରେ ଚାଲନ୍ତୁ ଜାଣିବା ଅନେକ ତଥ୍ୟ । ଇ ଶ୍ରମ କାର୍ଡ ରେ ଶ୍ରମିକ ମାନଙ୍କୁ ଏହି ବ୍ୟବସ୍ଥା ହୋଇଛି । ଇଶ୍ରମ କାର୍ଡରେ ରେଜିଷ୍ଟ୍ରସନ କରି ଥିବା  ଶ୍ରମିକ ମାନେ ଦୀର୍ଘ ଏକ ବର୍ଷ ଯାଏଁ  ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ର ଲାଭ ଉଠାଇ ପାରିବେ  ଏବଂ ସମ୍ପୂର୍ଣ ବି-କ-ଳା-ଙ୍ଗ ଏବଂ ଅଭାବନୀୟ ଘଟଣା ଜନିତ ମ-ର-ଣ ପାଇଁ ମଧ୍ୟ ୨ ଲକ୍ଷ ଟଙ୍କା ପାଇ ପାରିବେ । ଏହା ଦ୍ୱରା ସରକାର ଦାଦନ ଶ୍ରମିକ ମାନଙ୍କୁ ଯୋଗାଯୋଗ କରି ରଖିପାରିବେ ଏବଂ ସେମାନଙ୍କ ପାଇଁ ନିଯୁକ୍ତି ର ସୁଯୋଗ ସୃଷ୍ଟି କରିପାରିବେ କେବଳ ଏତିକି ନୁହଁ ଯେଉଁ ମାନେ ଆଂଶିକ କାର୍ଯ୍ୟକ୍ଷମ ହେବେ ସେଇ ମାନେ ଭି ଟଙ୍କା ଉଠାଇ ପାରିବେ ଆଉ ସେହି ମାନେ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ ।

ଏହା କୁ ଶ୍ରମିକ ଶ୍ରେଣୀ ରେ ଅନ୍ତର୍ଭୁକ୍ତ ସମସ୍ତ ବ୍ୟକ୍ତି ବନେଇ ପାରିବେ । ଏହା ସହିତ ଆପଣ ଙ୍କୁ ଆଧାର କାର୍ଡ ନିହାତି ଭାବରେ ଆବଶ୍ୟକ ହୋଇଥାଏ ଏବଂ ଆପଣ ଏଥି ପାଇଁ ୧୮- ୫୯ ବର୍ଷ ବୟସ ଭିତରେ ହୋଇଥିବା ଆବଶ୍ୟକ । ଆପଣଙ୍କ ଆଧାର ସହିତ ଫୋନ ନମ୍ୱର୍ ଏବଂ ବ୍ୟାଙ୍କ୍ ପାସ ବୁକ୍ ଯୋଡିତ ରହିବା ସହିତ ବ୍ୟାଙ୍କ୍ ଖାତାର ଯୋଡ଼ିତ ବ୍ୟକ୍ତି ଓ ନମିନି ନିଶ୍ଚିନ୍ତ ଭାବରେ ରହିବା ନିହାତି ଭାବରେ ଆବଶ୍ୟକ । ଏହି ସବୁ କିଛି ବାଧ୍ୟତା ମୂଳକ ହୋଇଥାଏ । ଇଶ୍ରମ ପାଇଁ ଶ୍ରମିକ, ପ୍ରବାସୀ ଶ୍ରମିକ, ରାସ୍ତାଘାଟ ବିକ୍ରେତା, ଘରୋଇ ଶ୍ରମିକ, ଦୁଗ୍ଧଚାଷୀ, ଟ୍ରକ୍ ଡ୍ରାଇଭର, ମତ୍ସ୍ୟଜୀବୀ, କୃଷି ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କୁ ସାମିଲ କରା ଯାଇଅଛି । ଆପଣ  ମାନେ ଏହି କାର୍ଡ ପାଇଁ ବହୁତ୍ କିଛି ସରକାର ଙ୍କ ତରଫରୁ ଲାଭ ଉଠାଇ ପାରିବେ ।

ଇ – ଶ୍ରମ ପାଇଁ ନାମ ପଞ୍ଜିକରଣ କିପରି କରିବେ :-

୧. ଇ – ଶ୍ରମ ରେ ପଞ୍ଜିକରଣ କରିପାଇଁ ହେଲେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ eshram.gov.in କୁ ଲଗ୍ ଇନ୍ କରିବେ । ୨. ହୋମପେଜରେ ଥିବା ରେଜିଷ୍ଟ୍ରେସନ୍ ଅନ୍ ଇ – ଶ୍ରମ ଲିଙ୍କ କୁ ଦବେଇବେ । ୩. ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଓ କର୍ଡ ଦେବେ ଏବଂ ତାପରେ ଓଟିପି ମୋବାଇଲ କୁ ଆସିବ ତା ପରେ ଉପରେ କ୍ଲିକ୍ କରନ୍ତୁ । ୪. ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବା ପରେ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *