ସକାଳୁ ଉଠିବା ପରେ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ ଆଉ ତାପରେ ଦେଖନ୍ତୁ ଚମତ୍କାର ।

 

ବନ୍ଧୁଗଣ ଯଦି ଆପଣଙ୍କର କୌଣସି କାର୍ଯ୍ୟ ରେ ମନ ଲାଗୁ ନାହିଁ କି ମନକୁ ଖରାପ ଭାବନା ଆସୁଛି କି ଦିନ ସାରା ଚିନ୍ତା ରେ ରହୁଛନ୍ତି ତାହେଲେ ଆପଣ ସକାଳୁ ଉଠି ଏହି ଦୁଇଟି ଶବ୍ଦ ର ଉଚ୍ଚାରଣ କରନ୍ତୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ଭୋଳାନାଥ କେବଳ ପୂଜା ପାଠ ତଥା ସ୍ୱଚ୍ଚ ମନ ରେ ଜଳ ଅର୍ପଣ କରିବା ଦ୍ୱାରା ପ୍ରସନ୍ନ ହୋଇ ଯାଇଥାନ୍ତି ।

 

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ଶବ୍ଦ କହିବୁ ଯାହାକୁ ସକାଳୁ ଉଠି ଉଚ୍ଚାରଣ କରିବା ଦ୍ୱାରା ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ,ଆଉ ଆପଣଙ୍କ ଯାହା ଇଛା ସେ ସବୁ ପୂରଣ ହେବ । ବିନା ପୂଜା ପାଠ ରେ ଏମିତି ଫଳ ମିଳିବ ଯେ ଯାହାର ଆପଣ କଳ୍ପନା କରି ନଥିବେ ।

 

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଦୁଇଟି ଶବ୍ଦ କହିବୁ ସକାଳୁ ଉଠି ସେହି ଶବ୍ଦ ର ଉଚ୍ଚାରଣ କରିବା ଦ୍ଵାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଯଦି ଆପଣ ବିଦ୍ୟାର୍ଥୀ ବା ଛୋଟ ପିଲା ତାହେଲେ ମଧ୍ୟ ଆପଣ ସେହି ଉପାୟ କୁ କରି ପାରିବେ। କାହିଁକି ନା ଏହା ଦ୍ଵାରା ଆପଣଙ୍କ ମାନସିକ ବିକାଶ ମଜବୁତ୍ ହୋଇଥାଏ ।

 

ଘର ର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟ କୁ ନିଶ୍ଚିନ୍ତ କରନ୍ତୁ । ତେବେ ଏହି ଶବ୍ଦ କହିବାକୁ ଆପଣ ଗାଧେଇବାକୁ ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ । ସମସ୍ତ କାର୍ଯ୍ୟ ରେ ଭଗବାନ୍ ଙ୍କ ସହିତ ଯୋଡି ହୋଇ ରହିଥିବା ସମସ୍ତ କାର୍ଯ୍ୟ ରେ ସ୍ବଚ୍ଛତା ରହିବାକୁ ପଡିଥାଏ ଓ ଗାଧେଇ ସଫା ସୁତରା ରହିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଦୁଇଟି ଶବ୍ଦ କହିବାକୁ ଯାଉଛୁ ତାହାର ଉଚ୍ଚାରଣ ଆପଣଙ୍କୁ ସକାଳେ ଉଠି କରିବାକୁ ହେବ ।

 

ଯଦି ଘରର ମହିଳା ମାନେ ଏହି ମନ୍ତ୍ର କୁ ଉଚ୍ଚାରଣ କରନ୍ତି ତାହେଲେ ଉତ୍ତମ ସନ୍ତାନ ଜାତ ହୋଇଥାଏ । ଏହା ଆପଣଙ୍କ ଘର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ ଓ ଏହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଭଲ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଆପଣ ଏହି ଉପାୟ କୁ କରି ପାରିବେ । ବ୍ୟବସାୟୀ ମାନେ ନିଜର ବ୍ୟବସାୟ କୁ ବଢ଼ାଇବା ପାଇଁ ଏହି ଉପାୟ କୁ କରି ପାରିବେ । ଏହି ଶବ୍ଦ ର ଉଚ୍ଚାରଣ କରିବା ଦ୍ଵାରା ଭଗବାନ୍ ଶିବ ଙ୍କ ଆଶୀର୍ବାଦ ମିଳିଥାଏ ।

 

ତେବେ ପ୍ରଭାତ ରୁ ଉଠି ଆପଣଙ୍କୁ ଦେବତା ମାନଙ୍କର ଧ୍ୟାନ କରିବାକୁ ପଡ଼ିବ । ଦିନ ର ଆରମ୍ଭ ଦେବତା ଙ୍କ ପୂଜା ପାଠ ରୁ ଆରମ୍ଭ କରିବା ଉଚିତ୍ । ଏହାଦ୍ବାରା ଆପଣଙ୍କୁ ପ୍ରକୃତ ଶୁଭ ଫଳ ମିଳିଥାଏ । ତେବେ ଆପଣଙ୍କୁ ସକାଳୁ ସକାଳୁ ଉଠି ଏହି ଶବ୍ଦ ର ଉଚ୍ଚାରଣ କରିବାକୁ ହେବ ।ତେବେ ଶବ୍ଦ ଟି ହେଉଛି ଓମ୍ ଯୁମ୍ ସଃ । ଏହା ସହିତ ସକାଳୁ ଉଠି ଏହି ମନ୍ତ୍ର ର ଜପ କରିବା ଉଚିତ୍ । ମନ୍ତ୍ର ଟି ହେଉଛି ” କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍ ” ।

 

Leave a Reply

Your email address will not be published. Required fields are marked *