ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଖନ୍ତୁ ବର୍ଷା ରେ ଭିଜି ଭିଜି ନାଚିଲେ ଅଭିନେତ୍ରୀ ଲିପି ମହପାତ୍ର।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଲିପି ମହାପାତ୍ର ହେଉଛନ୍ତି ଜଣେ ଜଣ ଶୁଣା ଅଭିନେତ୍ରୀ । ସୋସିଆଲ ମିଡିଆ ତାରକା ଭାବ ରେ ସେ ପରିଚିତ । ଯିଏ ଲିପ-ସିଙ୍କିଂ ଓ ଅଭିନୟ ପାଈ ଅନେକ ପରିଚିତ। ଟିକଟକ୍ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ପ୍ରାୟ 399K + ଫୋଲାରସ ରହିଛନ୍ତି । ଲିପି ମହାପାତ୍ର ଭାରତର ଲୋକପ୍ରିୟ ଟିକଟୋକ ତାରକା ଭାବରେ ପରିଗଣିତକେବଳ ଲିପ୍-ସିଙ୍କ୍ ନୁହେଁ, ଫଟୋ ସେୟାର୍ ଇନଷ୍ଟାଗ୍ରାମରେ ଲିପି ମହାପାତ୍ର ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ।
ସୋସିଆଲ ମିଡିଆରେ ହାସ୍ୟରସ ଲୋକପ୍ରିୟତା ସହିତ ଲିପି ମହାପାତ୍ର ମଧ୍ୟ ଅନେକ ବିଜ୍ଞାପନରେ କରିଛନ୍ତି ଯାହା ଲିପି ମହାପାତ୍ର କୁ ଘରେ ଘରେ ପରିଚିତ କରାଇଚି ।ତାଙ୍କର କିଛି ରିଲ୍ସ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ଲିପି ମହାପାତ୍ର ଲାଇମଲାଇଟକୁ ଆସିଥିଲେ। ଲିପି ମହାପାତ୍ର ଓଡ଼ିଶା ର ଜଣେ ଅନ୍ୟତମ ପ୍ରଭାବଶାଳୀ ଅଭିନେତ୍ରୀ ଭାବରେ ପରିଚିତ ଏବଂ ଅନେକ ବ୍ୟବସାୟିକ ବିଜ୍ଞାପନରେ ଅଭିନୟ କରିଥିବାର ତାଙ୍କୁ ଦେଖିବାକୁ ମିଳିଛି ।
ସେ ଅନେକ ମେଗା ଧାରାବାହିକ ରେ କାମ କରିଛନ୍ତି ।ହେଲେ ତରଙ୍ଗ ଚ୍ୟାନାଲରେ ତାରାତାରିଣୀ ମେଗା ଧାରାବାହିକ ଟି ତାଙ୍କୁ ଅନେକ ଲୋକପ୍ରିୟ ହୋଇଥିଲା। ଯାହା ପାଈ ସେ ଘରେ ଘରେ ତାରିଣୀ ନାମ ରେ ପରିଚିତ ହେଇଛନ୍ତି ।ତେବେ କିଛି ଦିନ ତଳେ ଲିପି କର କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା ।ସେ ତାଙ୍କ ଘର ଛାତ ଉପରେ ନାଚୁଥିବାର ଭିଡିଓ ସାମ୍ନା କୁ ଆସିଥିଲା। ସେ ନିଜେ ସେ ତାଙ୍କ କାର ଭିତରେ ଭିଡିଓ କରୁଥିବାର ମଧ୍ୟ ଦେଖି ବାକୁ ମିଳିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।