ଶାରୁଖ ଙ୍କ ଘର ମନତ ର ଏହି ଜାଗାରେ ଆରୀୟନ କରୁଥିଲେ ଡ୍ରଗ୍ସ ପାର୍ଟି । ଶାରୁଖ ବି ଯିବେ ଜେଲ… ଦେଖ Video…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ସାରୁଖାନ ପୁଅ ଆରୀୟନ ଙ୍କ ବିଷୟରେ ଧରପଡ଼ିଲା ପୁଅ ଆରୀୟନ କେଉଁଠି କରୁଥିଲେ ଡ୍ରଗ୍ସ ପାର୍ଟି । ତେବେ ଆସନ୍ତୁ ଜାଣିବା ଏହି ଖବର ।

ସାରୁଖାନ ଙ୍କ ପୁଅ ଆରୀୟନ ଙ୍କୁ ନେଇ ଏବେ ସାରାଦେଶରେ ଚର୍ଚ୍ଚା ର ବିଷୟ ପାଳିଟିଛି । ଆରୀୟନ ଙ୍କୁ ବଞ୍ଚେଇବା ପାଇଁ ସତ ଚେଷ୍ଟା କରିଥିଲେ ବି ଏପର୍ଯନ୍ତ ସବୁ ବିଫଳ ହେବାରେ ଲାଗିଛି । ଏଥିପାଇଁ ସାରୁଖାନ ଙ୍କୁ ବହୁତ ଲସ ହେଉଥିବା ବେଳେ ଆତ୍ମସମ୍ନାନ ମଧ୍ୟ ହାଟରେ ପଡି ଦାଣ୍ଡ ରେ ଗଡୁଛି ।

ସେପଟେ Ncb ର ତନାଘନା ରେ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସୁଛି । ଏଥି ପାଇଁ ଦରକାର ପଡ଼ିଲେ ସାରୁଖାନ ବି ଜେଲ ଯାଇପାରନ୍ତି କାରଣ ଆରୀୟନ ଙ୍କ ଡ୍ରାଇଭର କହିଥିଲେ ସେ ନିଜ ଘର ମାନତ ରେ ଏକ ଟୁଙ୍ଗି ଘରେ ସବୁଦିନ ଡ୍ରଗ୍ସ ନେଇଥାନ୍ତି । ଯଦି Ncb ରେଡ଼ ରେ ଡ୍ରଗ୍ସ ମିଳିଲା ତାହେଲେ ବାପା ଶାରୁଖ ଙ୍କ ପାଳି ପଡିପାରେ ।

ତେବେ ତଳେ ଆସନ୍ତୁ ଦେଖିବା Video କେଉଁଠି ପ୍ରତିଦିନ ଆରୀୟନ କରୁଥିଲେ ଡ୍ରଗ୍ସ ପାର୍ଟି । ତଳେ ଭିଡ଼ିଓ ଦେଖି ସାରିଲା ପରେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *