ବଲିଉଡ ହିରୋଇନ ଉର୍ଫି ଙ୍କୁ ଗାଉଁଲି ଝିଅ କଲେ ଭୟଙ୍କର ଟ୍ରୋଲ । ଆସନ୍ତୁ ଦେଖିବା ସେହି Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଉର୍ଫୀ ଙ୍କ ନୂଆ ଅନ୍ଦାଜ । ସୋସିଆଲ ମିଡିଆ ରେ ଭାଇରାଲ ହେଲା ଭିଡ଼ିଓ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି । ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି । ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଗୀତ , ନାଚ ର ବହୁତ ଲୋକପ୍ରିୟତା ରହିଛି । ସୋସିଆଲ ମିଡ଼ିଆରେ ମନୋରଞ୍ଜନ ଖବର ସହ ଆଜି କାଲି କିଏ ବା ନ ଜଡ଼ିତ । 

 

ହେଲେ ସେଲିବ୍ରିଟି ଙ୍କ ଜୀବନ ଶୈଳୀ ଟିକେ ଅଲଗା । ତେବେ ସେମାନଙ୍କ ଅଭିନୟ ଯୋଗୁଁ ଆପଣ ତାଙ୍କୁ ଭଲ ପାଇଥାନ୍ତି । ହେଲେ ସେମାନଙ୍କ ଜୀବନ ଶୈଳୀ ବିଷୟ ରେ ଆପଣ ଙ୍କୁ ବହୁତ୍ କମ ଜଣା ଅଛି । ଏମାନେ ଅଭିନୟ ହେଉ କି ବୋଲ୍ଡ ଅନ୍ଦାଜ ପାଇଁ ହେଉ ସବୁବେଳେ ବେଶ୍ ଚର୍ଚ୍ଚା ରେ ଥାନ୍ତି ।ରିଅଲ ଲାଇଫ ହେଉ କିମ୍ବା ରିଲ ଲାଇଫ୍ ହେଉ ସେମାନଙ୍କ ବିଷୟ ରେ ଟିକି ନିକି ଖବର ରଖିବା ପାଇଁ ଚାହାନ୍ତି। ସେହି ସବୁ ବିଷୟରେ ଉପଡେଟ୍ ରହିବା ସୌକ୍ ହୋଇ ଗଲାଣି। 

 

ତେବେ ସେଇ ଅଭିନେତା ଅଭିନେତ୍ରୀ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଅନେକ ପରିଶ୍ରମ କରି ଥାନ୍ତି। କିଛି ଜଣ ନିଜ ଅଭିନୟ ରେ ଫେମସ୍ ଥାନ୍ତି ଆଉ କିଛି ଜଣ ନିଜର ଲୁକ୍ସ୍ ଓ ଡ୍ରେସ୍ କୁ ନେଇ ଫେମସ ହୋଇ ଥାନ୍ତି । ତେବେ ଉର୍ଫି ଜାଭେଦ ଙ୍କୁ  ଆପଣ ମାନେ ସମସ୍ତେ ଜାଣିଥିବେ । ନିଜର ପୋଷାକ କୁ ନେଇ ସେ ସୋସିଆଲ ମିଡିଆରେ ବେଶ୍ ଅକ୍ତିଭ୍ ଥାନ୍ତି । ସବୁବେଳେ ବିଭିନ୍ନ ଅନ୍ଦାଜ ରେ ଦର୍ଶକ ଙ୍କ ସାମ୍ନା କୁ ଆସିଥାନ୍ତି । 

 

ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସେ କ୍ୟାମେରା ମେନ୍ ଆଗରେ ଏକ ନୂଆ ଅନ୍ଦାଜ ପୋଜ ଦେଇ ଫୋଟୋ ଉଠା ଥିଲେ । ସେହି ସମୟ ରେ ଜଣେ ମହିଳା ଆସି ତାଙ୍କର ବେଶ୍ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇ ଭଲ ପାଇବା ଦେଇଥିଲେ । ଭିଡ଼ିଓ ରେ ଊର୍ଫି ତାଙ୍କ ସହ ହାତ ମିଳାଇ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.