ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଧାନ ବିଲ ରେ ଏପରି କିଛି କାମ କରୁଥିଲେ ଏହି ଯୁବତୀ। ତା ପରେ ଯାହା ହେଲା ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସମୟ ରେ ଏଭଳି ଘଟଣା ଘଟୁଛି ଯାହା ବିଷୟର ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ପଡିବେ । ଦୁନିଆ ରେ ଅସଦ୍ ଆଚରଣ କରି ପରିବେଶ କୁ କୁସଂସ୍କାର ରେ ଭାରି ଦେଉଛନ୍ତି । ନିକଟ ରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ୍ ହେବାରେ ଲାଗିଛି । ସଭ୍ୟ ଓ ଶିକ୍ଷିତ ସମାଜ ରେ ବେଳେ ବେଳେ ଏମିତି କିଛି ଲଜ୍ଜ୍ୟା ଜନକ ଘଟଣା ଘଟୁଛି ଯାହା ବାସ୍ତବ ରେ ନିନ୍ଦନୀୟ ଓ ପରିତାପ ର ବିଷୟ ।
ବର୍ତ୍ତମାନ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଓ ନିୟମ ରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁ ନାହି କିଛି ଅସଭ୍ୟ ଅଭଦ୍ର,ଓ ମନ୍ଦ ପ୍ରବୃତ୍ତି ର ହୀନ କାର୍ଯ୍ୟ । ଯେତେ ଆଇନ୍ ର ଡର ଦେଖାଇଲେ ମଧ୍ୟ ମଣିଷ ଏଥି ପାଇଁ ସଚେତନ ହୋଇ ନଥାଏ ଓ ନୈତିକତା ବଦଳାଇ ବାକୁ ଚେଷ୍ଟା କରି ନଥାଏ । ଆଜି ଆମେ ଆପଣ ଙ୍କୁ ଏହି ବିଷୟ ରେ ଜଣାଇବୁ ।
ଏକ ଲଜ୍ଜ୍ୟା ଜନକ ଘଟଣା ର ସ୍ପଷ୍ଟ ଚିତ୍ର ସାମ୍ନା କୁ ଆସିଲା । ଯାହା ସୃଷ୍ଟି କରିଛି ଏକ ନିନ୍ଦନୀୟ ଓ ଆପତ୍ତି ଜନକ ସ୍ଥିତି ।
ଅନେକ ଙ୍କ କଳା କାରନାମା ସୋସିଆଲ ମିଡ଼ିଆରେ ଭାଇରଲ୍ ହେଉଥିବା ର ଆପଣ ମାନେ ଦେଖିଥିବେ । ଆପଣ ମାନଙ୍କ ସାମ୍ନା ରେ ଏହି ଭିଡ଼ିଓ ଟିକୁ ଆମେ ଦେଖାଉଛୁ କି ଏଠାରେ ଏକ ଯୁବତୀ କେମିତି ଧାନ ବିଲରୁ ପ୍ରେମ କରି ବାହାରୁ ଥିଲେ ସେହି ସମୟ ରେ ଗାଁ କିଛି ପିଲା ସେମାନଙ୍କୁ ଧରି ପକେଇଲେ । ଏବଂ ତାର ଭିଡ଼ିଓ କରି ବର୍ତମାନ ସମୟ ରେ ସେହି ଭିଡ଼ିଓ କୁ ସୋସିଆଲ ମିଡିଆ ରେ ଭାଇରଲ କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।