ବନ୍ଧୁଗଣ ବେଳେବେଳେ ଆମେ ଆପଣଙ୍କ ନିକଟରେ ଆଶ୍ଚର୍ଯ୍ୟକର ଖବର ନେଇ ଆସିଥାଉ ,ଯାହାକୁ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । କାହିଁକି ନା ସେମିତି ଘଟଣା କୁ ସହଜ ରେ ବିଶ୍ୱାସ କରି ହୁଏ ନାହିଁ । ଅନେକ ସମୟ ରେ ଆମେ ଏପରି କିଛି ଦୃଶ୍ୟ ଦେଖି ଥାଉ ଯାହାକୁ ଦେଖିଲେ କି ଆମେ ବିଚଳିତ ହୋଇ ପଡ଼ିଥାଉ । ତେବେ ଆପଣ ମଧ୍ୟ କେବେ ନା କେବେ ଏପରି କିଛି ଘଟଣା ର ସଂସ୍ପର୍ଶରେ ଆସିଥିବେ ,ଯାହାକୁ କି ଅତି ସହଜ ରେ ବିଶ୍ୱାସ କରିପାରି ନଥିବେ ।
ତେବେ ବନ୍ଧୁଗଣ ଏମିତି ଅନେକ ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକି ଆମକୁ ଆଶ୍ଚର୍ଯ୍ୟ କରି ରଖିଦେଇ ଥାଏ । ତେବେ କେତେବେଳେ କଣ ହେବ ତାହା ତ କେହି କେହି ପାରିବେ ନାହିଁ ।ସେଥିପାଇଁ ଆପଣ ସଚେତନ ରହିବାକୁ ଚେଷ୍ଟା କରିବେ ସବୁବେଳେ। କାହିଁକି ନା ଏମିତି କିଛି ଘଟଣା ହଠାତ୍ ଘଟି ଯାଇଥାଏ ଯାହାକୁ କି ବିଶ୍ୱାସ କରିବା କଷ୍ଟକର ହୋଇ ପଡେ । ଆମର ସାଧାରଣ ଅସାବଧାନତା ଏବଂ ବିଚଳିତ ଗୁଣ ପାଇଁ କିଛି ଏମିତି ଘଟଣା ଘଟିଯାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଦୃଶ୍ୟ ଦେଖାଇବୁ ଯାହାକି ଆପଣଙ୍କୁ ଚକିତ କରି ରଖିଦେବ । ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସୁଥିବା ଏକ ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ ଏକ ଚିତାବାଘ ଗାଆଁ ଭିତରକୁ ପ୍ରବେଶ କରି ଲୋକ ମାନଙ୍କୁ ଆ-କ୍ର-ମ-ଣ କରୁଛି । ଏଥିପାଇଁ ସେଠାକାର ଲୋକ ମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ ।
ତେବେ ଵାଘ ଟି କିଭଳି ତାର ବାସସ୍ଥାନ ରୁ ଖସି ପଳାଇ ଆସିଛି, ଆଉ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ କରୁଥିବାର ଦେଖା ଯାଇଛି । ତେବେ ଲୋକ ମାନେ ସେହି ଵାଘ ଟି କୁ ଦେଖି ଜୀବନ ବିକଳ ରେ ଏଣେତେଣେ ଦୌଡ଼ି ପଳାଉଛନ୍ତି । ଆଉ ଶେଷ ରେ ସେହି ବାଘ ଟି ଏକ ଜନ ବସତି ସ୍ଥାନ ମଧ୍ୟକୁ ପ୍ରବେଶ କରିଛି ଯେଉଁଠାରେ କି ଅଧିକ ଲୋକ ଅଛନ୍ତି ।
ତେବେ ସେଠାରେ ବାଘ ଟି ଅନେକ ଲୋକ ଙ୍କୁ ଦେଖି କଣ କରିବ ଜାଣି ନପାରି ଯାହାକୁ ପାରୁଛି ତା ଉପରକୁ ଲମ୍ଫ ମାରୁଛି ଏବଂ ଆ-କ୍ର-ମଣ କରିବାକୁ ଚେଷ୍ଟା କରୁଛି । ତେବେ ସେଠାରେ ବାଘ କୁ ଦେଖି ମଣିଷ ମାନେ ଯେପରି ବିଚଳିତ ହୋଇ ଡରି ଯାଇଛନ୍ତି ସେହିଭଳି ବାଘ ଟି ମଧ୍ୟ ଏତେ ଲୋକ ଙ୍କୁ ଦେଖି ନିଜକୁ ବଞ୍ଚାଇବା ପାଇଁ ମଣିଷ ମନରେ ଏକ ଭୟ ସୃଷ୍ଟି କରିବା ପାଇଁ ଏଭଳି କାଣ୍ଡ କରୁଛି। ଏଥିପାଇଁ ସେଠାକାର ସ୍ଥାନୀୟ ଲୋକ ମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।