ଏହି ଯୁବକ ଙ୍କ ଭିଡିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି – ହସି ହସି ପେଣ୍ଟରେ ମୁତି ପକେଇବେ… ।

 

ବନ୍ଧୁଗଣ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ କାହିଁକି ନା ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର କେତେ ଅଧିକ ଆବଶ୍ୟକତା ରହିଛି । ତେବେ ଛୋଟ ପିଲା ଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ସହ ଜଡ଼ିତ ଅଛନ୍ତି ଏବଂ ପ୍ରତିଦିନ ଅନେକ ଅନଲାଇନ୍ ଭିଡିଓ ମଧ୍ୟ ଦେଖିଥାନ୍ତି । ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ସାମ୍ନା କୁ ଆସିଛି ,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ଗଡି ଯିବେ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ , ଗୋଟେ ପଡ଼ିଆ ମଧ୍ୟରେ ଜଣେ ଯୁବକ ଏପଟ ସେପଟ ହୋଇ ତଳେ ଗଡୁଛନ୍ତି । ତେବେ ସେ ଏତେ ଅଧିକ ଖୁସି ଅଛନ୍ତି ଯେ ସେଥିପାଇଁ ଖୁସି ରେ ତଳେ ଗଡୁଛନ୍ତି । ତେବେ ଆପଣ ମାନେ ତ ସୁଣିଥିବେ ହସି ହସି ଖୁସି ରେ ତଳେ ଗଡିବା କଥା ,ଆଉ ଏବେ ନିଜ ଆଖି ରେ ଦେଖି ବି ନିଅନ୍ତୁ ।

 

ଯୁବକ ଜଣକ ସତେ ସେମିତି କୌଣସି ଲଟ୍ରି ଜିତି ଯାଇଛନ୍ତି ସେହିପରି ଖୁସି ଅଛନ୍ତି । ହେଲେ ଜଣାଇ ରଖୁଛୁ ଯେ ,ଯୁବକ ଜଣକ କୌଣସି ଲଟ୍ରୀ ଜିତି ନାହାନ୍ତି ବରଂ ତାଙ୍କ ଦଳ ର ସରପଞ୍ଚ ଜିତି ଯାଇଛନ୍ତି ,ସେଥିପାଇଁ ଏହି ବ୍ୟକ୍ତି ଜଣକ ଅତ୍ୟଧିକ ଖୁସି ହୋଇ ଯାଇଛନ୍ତି । ଆଉ ନିଜର ଖୁସି କୁ ରୋକି ନ ପାରି ଶେଷ ରେ ତଳେ ଗଡୁଛନ୍ତି ।

 

କେବଳ ଏତିକି ନୁହେଁ ଯୁବକ ଜଣକ ତଳେ ଗଡ଼ିବା ସହ କହୁଛନ୍ତି ଛତା ଚିହ୍ନ ଜିନ୍ଦାବାଦ୍ । ସମସ୍ତେ ତ ଛିଡ଼ା ହେଇକି ଜିନ୍ଦାବାଦ୍ କରନ୍ତି ହେଲେ ଏହି ଯୁବକ ଜଣକ କିଛି ଅଲଗା କରିବା ଉଦ୍ଦେଶ୍ୟ ରେ ତଳେ ଗଡୁଛନ୍ତି । ତାଙ୍କୁ ଦେଖି ସେଠାରେ ଥିବା ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହାପରେ କହିଛନ୍ତି ଯେ ଆମେ ଲଢ଼ିକି ଆଜି ଜିତେଇଛୁ । ଆଉ ମଧ୍ୟ କହିଛନ୍ତି ଯେ ଆମେ ଆଗରୁ କେବେ ଜିତି ନଥିଲୁ ଏଥର ପ୍ରଥମ ଥର ପାଇଁ ଜିତିଛୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *