ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଜୋର୍ ରେ ଭା-ଇ-ରା-ଲ ହୋଇଛି ଏକ ଭିଡିଓ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି ।ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।
ହେଲେ ଏବେ ଏବେ କିଛି କିଛି ହିରୋ ଅବା ହିରୋଇନ୍ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଉଛନ୍ତି ଯେଉଁଠି ପାଇଁ ସେମାନେ କିଛି ଦିନ ହେବା ଖୁସି ରେ ଜୀବନ ଅତିବାହିତ କରୁଛନ୍ତି ଆପଣ ମାନଙ୍କର ଓ ଆମର ଅତି ପ୍ରିୟ ର ହିରୋ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରୀୟଦରିଶିନି । ଫିଲ୍ମ କରୁ କରୁ ଉଭୟ ଅନେକ ଫିଲ୍ମ କରି ଥିଲେ ଓ ନିଜେ ନିଜ ଭିତରେ ପ୍ରେମ ରେ ବାନ୍ଧି ହୋଇଥିଲେ ତା ପରେ ଦୁହେଁ ଦୁହିଙ୍କୁ ଏତେ ଭଲ ପାଉଥିଲେ କି ବିବାହ କରିବା ପାଇଁ ଆଗେଇ ଆସିଥିଲେ।ଉଭୟ ମଧ୍ୟ ୨୦୧୨ ମସିହା ରେ ବିବାହ କରିଥିଲେ।
ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ୮ ମାସ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନାହିଁ କାରଣ ଅନୁଭବ ବର୍ଷା ସମସ୍ତ ଅ-ଭି-ଯୋ-ଗ ର ଉତ୍ତର ଦେଇ କୋ-ର୍ଟ କୁ ୪ ଥର ଆସିଛନ୍ତି ସମାଧାନ କରିବା ପାଇଁ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କୋ-ର୍ଟ ହାଜର ହେଉ ନଥିଲେ । ତାହେଲେ ବର୍ଷା କଣ ପାଇଁ କୋ-ର୍ଟ ରେ ସମାଧାନ ପାଇଁ ଆସୁନାହାଁନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡୁ ନାହିଁ କିନ୍ତୁ ଆପଣ ମାନେ ଜାଣିଥିବେ ଯେ ବର୍ଷା ସାମାଜିକ କାମ ରେ ଏବେ ବ୍ୟସ୍ତ ଅଛନ୍ତି । ତା ସହିତ କିଛି ଦୁଃଖୀ ଙ୍କ ମୁହଁ ରେ ହସ ଫୁଟେଇବା ପାଇଁ ବହୁତ୍ ସାରା ପ୍ରୟାସ କରନ୍ତି ।
ହେଲେ ଆମ ପ୍ରିୟ ଯୋଡ଼ି ଙ୍କ ର ଦ୍ବିତୀୟ ବିବାହ କୁ ନେଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଜୋର୍ ଧରିଛି ଯେ ଏହା ପଛ ରେ କିଛି ର-ହ-ସ୍ୟ ରହିନାହିଁ ସେଥି ପାଇଁ ବର୍ଷା ପ୍ରୟଦର୍ଶିନୀ ମଧ୍ୟ ମୁହଁ ଖୋଲି କହିଛନ୍ତି ଏହା ସମ୍ପୂର୍ଣ୍ଣ ମି-ଥ୍ୟା ଅଟେ ମୁଁ କେବେ ଏଇ ଦ୍ବିତୀୟ ବିବାହ କଥା ଭାବି ହିଁ ନାହିଁ ଓ ମୁଁ ଯାହା ସହ ବିବାହ କରିଛି ତାଙ୍କ ସହିତ ମୋ ସାରା ଜୀବନ କାଟିବାକୁ ଚାହୁଁଛି । ହେଲେ ଏବେ ଏବେ ବର୍ଷା ପ୍ରିୟଦର୍ଶିନୀ । ଏବେ ଅନୁଭବ ଙ୍କୁ ନେଇ ବହୁତ୍ ଗୁଡ଼ିଏ ଟ୍ରଲ ବାହାରିଛି । ଉଭୟ ଙ୍କ ର ଗୋଟିଏ ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ଭା-ଇ-ରା-ଲ୍ ହେଉଛି । ସେହି ଭିଡିଓ ଟିକୁ ସୋନୁ ମୋନୁ କମେଡି ଚେନାଲ ରେ ଛଡ଼ା ହୋଇଛି । ଯାହା ଖୁବ୍ ଜଣା ଶୁଣା ଚେନାଲ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।