ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ନରେନ୍ଦ୍ର ମୋଦୀ କଣ ଆହ୍ୱାନ ଦେଲେ ୟୁକ୍ରେନ ଓ ରୁଷ ରାଷ୍ଟ୍ରପତି ଙ୍କୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଜାଣିଛନ୍ତି ବର୍ତ୍ତମାନ ସମୟ ରେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ତେବେ ଏଥି ମଧ୍ୟରେ ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ଟାଳିବାକୁ ବଡ ପ୍ରୟାସ କରା ଯାଉଛି । ତେବେ ବର୍ତ୍ତମାନ ସମୟ ରେ ଭାରତ ସେହି ଦୁଇ ଦେଶ ର ଲଢେଇ କୁ ଟାଳିବାକୁ ଆଭିମୁଖ୍ୟ ରଖିଛି । ତେବେ ବର୍ତ୍ତମାନ ସମୟ ରେ ହୋଇଥିବା ଏକ ବୈଠକ ରେ ଭାରତ ର ପ୍ରଧାନ ମନ୍ତ୍ରୀ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ। ତେବେ ଦର୍ଶକ ବନ୍ଧୁ ସେହି ବୈଠକ ରେ ପ୍ରଧାନ ମନ୍ତ୍ରୀ କେଉଁ ଆହ୍ଵାନ ଦେଇଛନ୍ତି ଓ କେଉଁ ପ୍ରସ୍ତାବ ରଖିଛନ୍ତି ଆସନ୍ତୁ ଜାଣି ନେବା ।
ତେବେ ସେହି ବୈଠକ ରେ ରକ୍ତ ପାତ ବନ୍ଦ କରି ଅସ୍ତ୍ର ବିରତି ପାଇଁ ଆହ୍ବାନ ଦେଇଛନ୍ତି ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସେହି ବୈଠକ ରେ ୟୁକ୍ରେନ ଓ ଋଷିଆ ର ଲଢେଇ ଓ ବିବାଦ ବିଷୟରେ ଆଲୋଚନା କରାଯାଇଥିଲା । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ଯେ ,କୂଟନୀତି ଏବଂ କଥା ବାର୍ତ୍ତା ଜରିଆରେ ଘଟଣା ର କିଛି ସମାଧାନ ବାହାର କରାଯାଉ ।
ତେବେ ହୋଇଥିବା ବୈଠକ ରେ ଭାରତ , ଆମେରିକା ,ଅଷ୍ଟ୍ରେଲିଆ ଓ ଜାପାନ ଭଳି ଦେଶ ସାମିଲ ହୋଇଥିଲେ । ଏହ ସହିତ ମଧ୍ୟ ଜାପାନ ପ୍ରଧାନ ମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଏହି ବୈଠକ ରେ ଯୋଗଦାନ କରିଥିଲେ । ତେବେ ପୂର୍ବରୁ ଜାତି ସଂଘ ର ତିନୋଟି ପ୍ରସ୍ତାବ ଓ ଭୋଟିଂ ରୁ ଦୂରେଇ ରହିଥିଲା ଭାରତ । କିନ୍ତୁ ବର୍ତ୍ତମାନ ୟୁକ୍ରେନ ରେ ଥିବା ଭାରତୀୟ ନାଗରିକ ମାନଙ୍କ ପାଇଁ ଅଣ୍ଟା ଭିଡ଼ିଛି ଭାରତ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।