ଫୁଣି ଆଜି ଭୟଙ୍କର ବଢ଼ିଲା LPG ଗ୍ୟାସ ଦର । ନୂଆ ରେଟ ଜାଣିଲେ ଆପଣ ବି ହାଉଳି ଖାଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜିଠାରୁ  ଭୟଙ୍କର ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ତେବେ ଏହି ଯୁଦ୍ଧ ରେ ଅନେକ କ୍ଷୟ କ୍ଷତି ହେବା ସହ ଅନେକ ଗୁଡ଼ିଏ ଲୋକ ମାନେ ଏଥିରେ ମରୁଛନ୍ତି । ତେବେ ଏହି ସମୟ ରେ ମଧ୍ୟ ଭାରତୀୟ ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧା ର ସମୁଖୀନ ହେଉଛନ୍ତି। ତେବେ ଏହି ଯୁଦ୍ଧ ର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି ।

 

ତେବେ ଏହି ଯୁଦ୍ଧ ପାଇଁ ବର୍ତ୍ତମାନ ସମୟ ରେ ଭାରତ ରେ ଦର୍ ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ତ୍ତମାନ ସମୟ ରେ ଭାରତ ସରକାର ଏଲ୍ପିଜି ର ଦର ବୃଦ୍ଧି କରିଛନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି ଗ୍ୟାସ ର ଦର ବୃଦ୍ଧି ଦିନ କୁ ଦିନ ବଢ଼ିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ,ନିର୍ବାଚନ ସରିବା ପରେ ଗ୍ୟାସ ର ଦର ବୃଦ୍ଧି ହେବ ବୋଲି ସୂଚନା ମିଳିଛି। 

 

ତେବେ ବର୍ତ୍ତମାନ ସମୟ ରେ ଗ୍ୟାସ ଦର ୧୦୫ ଟଙ୍କା ବୃଦ୍ଧି ହୋଇଛି । ତେବେ ଏହି ବଢ଼ିଥିବା ମୂଲ୍ୟ ଟି କେବଳ ବାଣିଜ୍ୟ ପାଇଁ ଲାଗୁ ହୋଇଛି। ତେବେ ବର୍ତ୍ତମାନ ମିଳୁଥିବା ସୂଚନା ଅନୁଯାୟୀ ,ମାର୍ଚ୍ଚ ୭ ପରେ ଘରୋଇ ଏଲ୍ପିଜି ସିଲିଣ୍ଡରର ଦର ମଧ୍ୟ ବଢ଼ିପାରେ ବୋଲି ସୂଚନା ମିଳିଛି। କାହିଁକି ନା ବର୍ତ୍ତମାନ ଉତ୍ତର ପ୍ରଦେଶ ର ବିଧାନ ସଭା ନିର୍ବାଚନ ର ଷଷ୍ଠ ପର୍ଯ୍ୟାୟ ର ମତ ଦାନ ମାର୍ଚ୍ଚ ୩ ରେ ହେବାର ଥିଲା । 

 

ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ , ଘରୋଇ ଏଲପିଜି ର ଦର ମାର୍ଚ୍ଚ 7 ପରେ ବଢିପାରେ ବୋଲି ସୂଚନା ମିଳୁଥିଲା । ଭାରତ ରେ  ଗ୍ୟାସ ର ଦର ଦିନକୁ ଦିନ ବଢି ଚାଲିଛି । ଏହା ଦ୍ଵାରା ଲୋକ ମାନେ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ ଗ୍ୟାସ ଦର ରେ ବୃଦ୍ଧି ସାଧାରଣ ଲୋକ ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି।  

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *