ଭୟଙ୍କର ବଢ଼ିଲା ଖାଇବା ତେଲ ର ରେଟ । ନୂଆ ରେଟ ଜାଣିଲେ ତେଲ ଖାଇବା ଛାଡ଼ିଦେବେ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ତେଲ ଦର ରେ ବୃଦ୍ଧି ପାଇବା ନେଇ ବର୍ତ୍ତମାନ ସମୟ ରେ କେଉଁ ବଡ ଖବର ସାମ୍ନା କୁ ଆସୁଛି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ଏମିତି କଥା କହିବୁ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ।  ତେବେ ଏହି କଥା ଟି ସେତେ ଅଧିକ ଚିନ୍ତା ଜନକ ଅଟେ। ତେବେ ବନ୍ଧୁଗଣ ଆପଣ ମାନେ ତ ୟୁକ୍ରେନ ଓ ଋଷିଆ ଯୁଦ୍ଧ ବିଷୟରେ ବେଶ୍ ଭଲ ଭାବରେ ଅବଗତ ଥିବେ । ତେବେ ବର୍ତ୍ତମାନ ସମୟ ରେ ଏହି ଯୁଦ୍ଧ ର ପ୍ରଭାବ ଓଡ଼ିଶା ରେ ପଡ଼ିଲାଣି । ତେବେ ଏହି ଯୁଦ୍ଧ କାରଣ ରୁ ଖାଇବା ତେଲ ଦର ରେ ବୃଦ୍ଧି ପାଇବାରେ ଲାଗୁଛି ।

 

ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ ଯେ , ଭାରତ ରେ ବାର୍ଷିକ 1.90 କୋଟି ଟନ୍ ର ଆବଶ୍ୟକତା ରହିଛି । ସେଥିରୁ 1.30 ଲକ୍ଷ ଟନ ହିସାବ ରେ 70 ପ୍ରତିଶତ ଆମଦାନୀ ହୁଏ ।ସେଠାରେ 50 ପ୍ରତିଶତ ପାମୋଲିନ ଆଉ 20 ପ୍ରତିଶତ ସନ୍ ଫ୍ଲାୱାର ଆସିଥାଏ । ତେବେ 23 ଲକ୍ଷ ଟନ୍ ସନ୍ ଫ୍ଲାୱାର୍ ଓ 24 ଲକ୍ଷ ଟନ୍ ପାମାଲିନ କେବଳ ୟୁକ୍ରେନ ରୁ ଆସିଥାଏ ।

 

 

ତେବେ ବର୍ତ୍ତମାନ ସମୟ ରେ ଦୁଇ ଦେଶ ର ଯୁଦ୍ଧ ପାଇଁ ଆମଦାନୀ ରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ଓଡ଼ିଶା କୁ ବାର୍ଷିକ 6 ଲକ୍ଷ ଟନ ଆମଦାନୀ ହୋଇଥାଏ ଏବଂ ପ୍ରତିଦିନ ଦେଢ଼ ହଜାର ରୁ 2 ହଜାର ଟନ୍ ଆମଦାନୀ ହୁଏ । ତେବେ ବର୍ତ୍ତମାନ ସମୟ ରେ ଓଡ଼ିଶା ବ୍ୟବସାୟ ସଂଘ ର ମହାସଚିବ ସୁଧାକର ପଣ୍ଡା ଏହା ସୂଚନା ଦେଇଛନ୍ତି ଯେ ସରକାର କିଛି ବ୍ୟବସ୍ଥା ନ କଲେ ଆସନ୍ତା ସପ୍ତାହକ ମଧ୍ୟରେ 50 ଟଙ୍କା ବଢିବ ତେଲ ।

 

 

ତେବେ ସୁଧାକର ପଣ୍ଡା ଏହା କହିଛନ୍ତି କି , ବର୍ତ୍ତମାନ ଯେହୁତୁ ୟୁକ୍ରେନ ଓ ଋଷ ମଧ୍ୟରେ ଲଢେ଼ଇ ଚାଲିଛି ,ସେଥିପାଇଁ ବର୍ତ୍ତମାନ ଆମଦାନୀ ରେ ବାଧା ପ୍ରାପ୍ତ ହେଉଛି । ଏଥିପାଇଁ ଭାରତ କୁ ମାଲ୍ ଆସି ପାରୁ ନାହିଁ । ଜଣାଇ ରଖୁଛୁ ଯେ ଆମେ ସନ୍ ଫ୍ଲାୱର ତେଲ ଯେତିକି ବ୍ୟବହାର କରୁଛେ ତାହାର ପ୍ରାୟ 80 ପ୍ରତିଶତ ୟୁକ୍ରେନ ରୁ ଆମଦାନୀ ହେଉଥିଲା । ଏଥିପାଇଁ ତେଲ ଲିଟର ପିଛା ପ୍ରାୟ 30 ଟଙ୍କା ଅଧିକ ହୋଇଗଲାଣି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *