ବନ୍ଧୁଗଣ ବେଳେବେଳେ ଆମେ ଆପଣଙ୍କ ନିକଟରେ ଆଶ୍ଚର୍ଯ୍ୟକର ଖବର ନେଇ ଆସିଥାଉ ,ଯାହାକୁ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । କାହିଁକି ନା ସେମିତି ଘଟଣା କୁ ସହଜ ରେ ବିଶ୍ୱାସ କରି ହୁଏ ନାହିଁ । ଅନେକ ସମୟ ରେ ଆମେ ଏପରି କିଛି ଦୃଶ୍ୟ ଦେଖି ଥାଉ ଯାହାକୁ ଦେଖିଲେ କି ଆମେ ବିଚଳିତ ହୋଇ ପଡ଼ିଥାଉ । ତେବେ ଆପଣ ମଧ୍ୟ କେବେ ନା କେବେ ଏପରି କିଛି ଘଟଣା ର ସଂସ୍ପର୍ଶରେ ଆସିଥିବେ ,ଯାହାକୁ କି ଅତି ସହଜ ରେ ବିଶ୍ୱାସ କରିପାରି ନଥିବେ । ତେବେ ବର୍ତ୍ତମାନ ସମୟ ରେ ସେହିପରି ଏକ ଭିଡିଓ ସାମ୍ନା କୁ ଆସିଛି ।
ତେବେ ବନ୍ଧୁଗଣ ବିଷଧର ସାପ ଉଦ୍ଧାର ହେଉଥିବାର ଭିଡିଓ ତ ଆପଣ ମାନେ କେବେ ନା କେବେ ଦେଖିବାକୁ ପଇଥିବେ। ତେବେ ସାପ ମାନେ ବେଳେବେଳେ ଭୁଲ ରେ ଘର ଆଡ଼କୁ ଚାଲି ଆସିଥାନ୍ତି ଏବଂ ସାପ କୁ ଦେଖିଲେ ସାଧାରଣତଃ ଆମ ମାନଙ୍କ ମନ ରେ ଭୟ ସୃଷ୍ଟି ହୋଇଥାଏ । ତେବେ ସାପ ଏକ ଏମିତି ଏକ ଜୀବ ଯାହାକୁ ଦେଖିଲେ ମନ ରେ ଭୟ ସୃଷ୍ଟି ହୋଇଥାଏ ।
ତେବେ ସାପ ର ଦଂଶନ ହେତୁ ମଣିଷ ର ଜୀବନ ଚାଲିଥାଏ ,ସେଥିପାଇଁ ସାପ କୁ ଦେଖିବା ମାତ୍ରେ ମନ ରେ ଅଧିକ ଭୟ ସୃଷ୍ଟି ହୋଇଥାଏ । ତେବେ ସାପ ଭିନ୍ନ ଭିନ୍ନ ପ୍ରକାରର ହୋଇଥାନ୍ତି ,ଆଉ ଆପଣ ମାନେ ମଧ୍ୟ ଅନେକ ପ୍ରକାରର ସାପ ଦେଖିଥିବେ । ତେବେ ଅନେକ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।
ତେବେ ସାଧାରଣତଃ ସାପ ଉପରେ ଆ-କ୍ର-ମଣ କଲେ ସାପ ଦଂଶନ କରିଥାଏ । ଆଉ ସାପ କୁ ଯେମିତି ମଣିଷ ଭୟ କରିଥାଏ ,ଠିକ୍ ସେହିଭଳି ମଣିଷ କୁ ମଧ୍ୟ ସାପ ଭୟ କରିଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏମିତି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଦର୍ଶକ ବନ୍ଧୁ ଭିଡିଓ ଟି ରେ ଦେଖା ଯାଇଛି ଯେ ଏକ ବିରଳ ବିଷଧର ଚନ୍ଦ୍ର ନାଗ ସାପ ଖାଦ୍ୟ ସନ୍ଧାନରେ ଏକ ଘର ଭିତରର ରୋଷେଇ ଘରକୁ ପଶି ଆସିଥିଲା। ଆଉ ଏହାପରେ ସେହି ସାପ କୁ ଦେଖି ଲୋକ ମାନଂକ ମନ ରେ ଭୟ ସୃଷ୍ଟି ହୋଇଥିଲା ।
ତେବେ ଏହା ପରେ ସେଠାରେ ଥିବା ଲୋକ ମାନେ ସାପ ଧରାଳି ଙ୍କୁ ଯୋଗାଯୋଗ କରିଥିଲେ ,ଆଉ କିଛି ସମୟ ରେ ସାପ ଧରାଳି ମଧ୍ୟ ସେହି ସ୍ଥାନ ରେ ଆସି ପହଞ୍ଚିଥିଲେ । ତେବେ ସେହି ସାପ ଟି ବାରମ୍ବାର ଦଂଶନ କରିବାକୁ ଚେଷ୍ଟା କରୁଥିଲା ,ଯାହା ଫଳରେ ସେ ସହଜରେ ଧରା ପଡ଼ି ନଥିଲା । ତେବେ ଅନେକ ସମୟ ପରେ ଅତି ସାବଧାନତା ର ସହ ସେହି ସାପଟିକୁ ସେଠାରୁ ଉଦ୍ଧାର କରା ଯାଇଥିଲା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।