ତପଶ୍ୱନୀ ସୁମିତି କେସ ରେ ନୂଆ ମୋଡ଼ । ତପଶ୍ୱନି କରିବେ ଦ୍ୱିତୀୟ ବିବାହ ! କଣ ରହିଛି ସତ୍ୟତା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ତପଶ୍ୱନୀ ସୁମିତି କେସ ରେ ନୂଆ ମୋଡ଼ । ତପଶ୍ୱନି କରିବେ ଦ୍ୱିତୀୟ ବିବାହ ! କଣ ରହିଛି ସତ୍ୟତା। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ବି ଜାଣିଥିବେ କି କିଛିଦିନ ତଳେ  କଥା ସାମ୍ନା କୁ ଆସିଥିଲା । ଅଲ୍ପ ଆଲୁଅରେ ବସି କଥା ହେଉଥିବା ସେହି କିଛି ମୂହୁର୍ତ୍ୱ କୁ । ପୁଣି ମିଶିବା ମୁଁ ଡ୍ୟୁଟି ଯିବାକୁ ବାହାରିବି । ସ୍ନେହ ରେ ତୁମେ ସବୁ ବେଳେ ଗେଟ ପାଖକୁ ଛାଡିବାକୁ ଆସିବ । ମୁଁ ହସ ହସ ମୁହଁ ରେ ବାହାରି କାମକୁ ଯିବି ପୁଣି ତୁମକୁ କଲ କରିଛି ପୁଣି ରାତିରେ ଫେରିବି । ତୁମେ ମେତେ ଅପେକ୍ଷା କରିଥିବ । ତୁମକୁ ଦେଖି ପୁଣି ମୋ ଦୁନିଆ ହସି ଉଠିବ ଦିନର ସବୁ କ୍ଷେଣି କୁ ଭୁଲିଯିବି । 

 

ଆଉ ଆବେ ଶୁଣିବାକୁ ମିଳିଛି କି ମୁଁ ଦେଖିଛି ତୁମ ଭଲ ପାଇବାକୁ ତୁମ ବାହୁରେ ଆଜିବି ମୋ ବାହୁ ଖୋଲା ରହିଛି । ମୁଁ ବି ଏକା କାଟୁଛି ସବୁ ରାତି ସବୁ ଦିନ ତୁମକୁ କଷ୍ଟ ଲାଗୁଥିବ ଦିନ ରାତି ମତେ ଝୁରୁଥିବ। ଜାଣିଛି ତୁମ ଲୁହ ପୋଛିବାକୁ ପାଖକୁ ଟିକେ ଯାଇ ନାହିଁ । ହେଲେ ପୁଣି ଆମେ ମିଶିବା ତପଶ୍ୱନୀ ହେଲେ ଆଜି ତୁମେ ମୋ ପାଖରେ ନାହଁ । ତୁମେ ଏତେ ଦୂରରେ ଆଜି ତା କାରଣ ଯାହାବି ହେଉ । ମୁଁ ପୁଣି ଦେଖା କରିବି ତୁମକୁ ଆଉ ବାହୁ ରେ ନେବି ଆଖି ବନ୍ଦ କରି ପୁଣି ମନେ ପକେଇବି ସେହି ଅଭୁଲା ସୃତିକୁ ।

                  

ତେବେ ଏମିତି କିଛି କହି ତପଶ୍ୱନିକୁ କହିଛନ୍ତି ସୁମିତ । ଆଉ ମନ ଦୁଃଖ କରି ତପଶ୍ଵନିକୁ  ମନେ ପକାଉଥିଲେ ସୁମିତ ।  ସୂଚନା ଅନୁସାରେ ସୁମିତ ଏବଂ ତପଶ୍ୱନୀ ପୁଣି ଏକ ରୁମ ରେ ରହିବାକୁ ଯାଉଛନ୍ତି ବୋଲି କୁହା ଯାଇଛି  । ଆଉ ଏହି କଥା ନିଜେ ସୁମିତ ଆଉ ଯେ ମାନ୍ୟବର ହାଇକୋର୍ଟ ଠାରୁ ଅନୁମତି ଆଣିଛନ୍ତି । ଅନ୍ୟପଟେ ତପଶ୍ୱନୀ ବହୁତ ଖୁସୀ ଥିବା କହିଛନ୍ତି।  ଏବେ ଅପେକ୍ଷା କଣ ସୁପିର୍ମ କୋର୍ଟ କଣ ନିର୍ଦ୍ଦେଶ ଦେଇଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *