ପୁଣି ଦୁଃଖଦ ଖବର ଘଟିଲା ଏହି ଅଭିନେତା ଙ୍କ ପରଲୋକ । ଶୋକ ପ୍ରକାଶ କରିଛନ୍ତି ବଡ଼ ବଡ଼ ଅଭିନେତା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଘଟିଲା ଏହି ଅଭିନେତା ଙ୍କ ପରଲୋକ । ଶୋକ ପ୍ରକାଶ କରିଛନ୍ତି ବଡ଼ ବଡ଼ ଅଭିନେତା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । 

 

ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ । 

 

ତେବେ କୌଣସି କଳାକାର ଙ୍କ ନିଧନ ନିହାତି ଭାବରେ କଳା ଜଗତ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ । ତେବେ ସେହିପରି ଜଣେ କଳାକାର , ଜଣେ ଅଭିନେତା ଙ୍କ ଏ ପୁଣି ଘଟିଛି ପରଲୋକ । ଏହି ପ୍ରସିଦ୍ଧ ଅଭିନେତା ଙ୍କ ବିୟୋଗ ରେ ସିନେମା ଜଗତ ରେ ଶୋକ ର ଲହରୀ ଖେଳି ଯାଇଛି । ଅନେକ କଳାକାର ମାନେ ଶୋକ ପ୍ରକାଶ କରିଛନ୍ତି । ତେବେ ଏହି ପ୍ରସିଦ୍ଧ ଅଭିନେତା ଏକ ଘୋରଇ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୱାଗ କରିଛନ୍ତି । ତେବେ ଏହି ଅଭିନେତା ରାଜେଶ ଙ୍କ ପ୍ରକୃତ ନାମ ହେଲା ବିଦ୍ୟା ସାଗର ୧୯୩୨ ମସିହା ଏପ୍ରିଲ ୧୫ ରେ ବେଙ୍ଗାଲୋର ରେ ଜନ୍ମ ଗ୍ରହଣ କରିଥିଲେ । 

 

ଜଣେ କଣ୍ଠଶିଳ୍ପୀ ଭାବେ ବହୁତ ଜଣା ସୁଣା । ୬୦ ରୁ ୭୦ ଦଶକ ସମୟ ରେ ଅଭିନେତା ରାଜେଶ ପ୍ରାୟ ୧୬୫ ଟି ଫିଲ୍ମ ରେ ଅଭିନୟ କରିଛନ୍ତି । ତେବେ ଦୀର୍ଘ ଦିନ ରୁ ବାର୍ଦ୍ଧକ୍ୟ ଜନିତ ରୋଗ ଏବଂ କିଡ୍ନୀ ଖରାପ ହୋଇଥିବାରୁ ତାଙ୍କୁ ଫେବୃଆରୀ ୯ ରେ ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା । ୧୦ ଦିନ ଧରି ଆଇ ସି ୟୁ ରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଏବେ ତାଙ୍କର ବିୟୋଗ ହୋଇଛି । ତାଙ୍କ ପରଲୋକ ରେ ସିନେମା ଜଗତ ରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା , ଅଭିନେତ୍ରୀ ତଥା ସଙ୍ଗୀତକାର ଶୋକ ପ୍ରକାଶ କରିଛନ୍ତି । ରାଜେଶ ଙ୍କ ବାୟପିକ ର ନାମ ହେଲା କାଲ ଥା ପସ୍ପିକ୍ ରାଜେଶ ଆତ୍ମକାଥା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.