ଦେଖନ୍ତୁ Ariyan କାନ୍ଦି କାନ୍ଦି କଣ କହିଲେ ଜେଲ ଭିତରୁ ମା ଗୌରୀ ଙ୍କୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭିଡିଓ କଲରେ ଆର୍ଯ୍ୟାନ୍ ଙ୍କ ସହ କଥା ହେଲେ ଶାହାରୁଖ ଓ ଗୌରୀ, 

ଅଭିନେତା ଶହରୁଖ୍ ଖାନ୍ ଙ୍କ ପୁଅ ଆର୍ୟନ ଖାନ୍ ବର୍ତ୍ତମାନ ଚର୍ଚ୍ଚା ରେ । କିଛି ଦିନ ତଳେ ଗୋଆ ରୁ ମୁମ୍ବାଇ ଯାଉଥିବା ଏକ ଜାହାଜ ରେ ରେଭ୍ ପାର୍ଟି ରେ ଆର୍ୟନ ଖାନ ମଧ୍ୟ ସାମିଲ ଥିଲେ ଓ ତାଙ୍କର ଅନେକ ସାଙ୍ଗ ଙ୍କ ସହିତ ଏନସିବି ଦ୍ଵାରା କଷ୍ଟିଡି ରେ ନିଆ ଯାଇଥିଲା । ଆର୍ୟନ ଖାନ ଓ ଏହି ଘଟଣା ରେ ୮ ଜଣ ଅ-ପ-ରା-ଧୀ ଙ୍କୁ ଗୁରୁବାର ଦିନ ୧୪ ଦିନ ପାଇଁ ଜେ-ଲ୍ କୁ ପଠା ଯାଇଛି । ଏହା ପୂର୍ବରୁ ସମସ୍ତ ଅ-ପ-ରା-ଧୀ ଜେ-ଲ୍ ରେ ୭ ଅକ୍ଟୋବର ପର୍ଯ୍ୟନ୍ତ ଥିଲେ । 

 

ଓକିଲ ମାନଙ୍କ ଚୁକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସରୁ ନାହି । ଗୋଟିଏ ପଟ ରେ ଆସିଷ୍ଟାଣ୍ଟ ସଲିଶିତର ଜେନେରାଲ ଏନସିବି ର ପକ୍ଷ ରଖିଛନ୍ତି ।  ଗୋଟିଏ ପରେ ଗୋଟିଏ ଦେଉଛନ୍ତି ଦମଦାର ଦଲିଲ୍ । ଅନ୍ୟ ପକ୍ଷରେ ସାହରୁଖ୍ ଙ୍କ ଓକିଲ ସତିଶ ସିନ୍ଧେ ଓ ଅମିତ୍ ଦେଶାଇ । ଅମିତ୍ ଦେଶାଇ ହେଉଛନ୍ତି ସଲମାନ୍ ଖାନ ଙ୍କ ଓକିଲ ଯିଏ କି ତାଙ୍କୁ ତେନ୍ଦ୍ରାଏଣ୍ଡ ଡ୍ରାଇଭ୍ ରୁ ବଞ୍ଚାଇ ଥିଲେ । ଉଭୟ ପକ୍ଷ ରୁ ରଖୁଛନ୍ତି ଯୁକ୍ତି । 

 

ତେବେ ବର୍ତ୍ତମାନ ଜେ-ଲ୍ ରେ କାଟୁଛନ୍ତି ଦିନ । ଜେ-ଲ୍ ରେ କିଭଳି ବ୍ୟବହାର କରୁଛନ୍ତି ଆର୍ୟନ ଆସନ୍ତୁ ଜାଣିବା । ଜେ-ଲ୍ ରେ ଦିଆ ଯାଉଥିବା ଖାଦ୍ୟ ଖାଉ ନାହାନ୍ତି । କେବଳ ଗୋଟିଏ ପାର୍ଲେଜି ବିସ୍କୁଟ ଓ ପାଣି ପିଇ ବଞ୍ଚୁଛନ୍ତି ।  ଏହା ଶୁଣି ଜେ-ଲ୍ କତୃପକ୍ଷ ଡ-ରି ଯାଇଥିଲେ । ଯଦି ଏହିପରି ସେ ରୁହନ୍ତୁ ତେବେ ତାଙ୍କ ଦେହ ଖ-ରା-ପ ହୋଇ ଯାଇ ପାରେ । ଏଥି ନେଇ ବାପା ଶାହାରୁଖ୍ ଓ ଗୌରୀ ଙ୍କୁ ଏହି ଖବର ଦିଆ ଯାଇଥିଲା । ଖବର ପାଇ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । 

 

ଜେ-ଲ୍ ର ନିୟମ ଅନୁଯାୟୀ କ-ଏ-ଦୀ ମାନଙ୍କୁ ସପ୍ତାହ ରେ ଦୁଇ ଥର ଭିଡ଼ିଓ କଲ୍ ମାଧ୍ୟମ ରେ କଥା ହୋଇ ପାରିବେ । ତେଣୁ ଆର୍ୟନ ଙ୍କୁ ଗତ କାଲି ସୁଯୋଗ ମିଳି ଥିଲା । ସେ ସାହାରୁଖ ଓ ଗୌରୀ ଙ୍କ ସହିତ ଅନେକ ସମୟ ଧରି କଥା ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ କ୍ୱରେନଟାଇନ ଜେ-ଲ୍ ରୁ ନେଇ ସାଧାରଣ ଜେ-ଲ୍ କୁ ନିଆ ଯାଇଛି । ତାଙ୍କୁ ବର୍ତ୍ତମାନ କ-ଏ-ଦୀ ନମ୍ୱର୍ ମଧ୍ୟ ଦିଆ ଯାଇଛି । ୯୫୬ ନମ୍ୱର୍ କ-ଏ-ଦୀ ଭାବରେ ସେ ବର୍ତ୍ତମାନ ଜଣା ହେବେ । ଜେ-ଲ୍ ର ନିୟମ ଅନୁଯାୟୀ କ-ଏ-ଦୀ ମାନଙ୍କୁ ଘର ଲୋକ ମାସକୁ ଥରେ ମନି ଓଡ଼ର ପଠାଇ ପାରିବେ । ସେଥି ପାଇଁ ଗୌରୀ ଆର୍ୟନ ଙ୍କୁ ୪୫୦୦ ଟଙ୍କା ପଠାଇ ଦେବେ । ଜେ-ଲ୍ ର କେଣ୍ଟି ନ ରୁ ନିଜ ମନ ପସନ୍ଦ ର  ଖାଦ୍ୟ ଖାଇ ପାରିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *