ସାବଧାନ ମାଡି ଆସୁଛି ମହା ବିପଦ ଭାରତ ଉପରେ ହେବ ଆଟାକ । ଆସନ୍ତୁ ଜାଣିବା ପୁରା ଖବର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ଭାରତ ଉପରେ ଆଟାକ୍ ହେବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମାଳିକା ର ଜଣେ ଗବେଷକ ଶ୍ରୀ ପୁନିତ ପଣ୍ଡା କହିଛନ୍ତି ଯେ ,ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଏହି ଯୁଦ୍ଧ ତ କିଛି ନୁହେଁ । ଏଇଟା ତ କେବଳ ଆରମ୍ଭ ମାତ୍ର । ଆଉ ଏହାପରେ ପୁନିତ ପଣ୍ଡା କହିଛନ୍ତି ଯେ ,ପ୍ରଭୁ କୌଣସି ନା କୌଣସି ମାର୍ଗ ରେ ଲୋକ ମାନଙ୍କୁ ପୂର୍ବ ରୁ ଚେତନା ଦେଇଥାନ୍ତି । ଆଉ ଏହାପରେ କହିଛନ୍ତି ଯେ , ମାଳିକା ରେ ଏହା ଲେଖା ଅଛି ଯେ , ପୃଥିବୀ ମାତା ଙ୍କ ଆଖି ରୁ ଲୁହ ଝରିବ ଯାହାକି ବର୍ତ୍ତମାନ ସତ ହେଉଛି ।

 

ତେବେ ସେ ଏହାପରେ କହିଛନ୍ତି ଯେ , ଏହି ପାପ ର ଦୁନିଆ ରେ ପାପ ର ଭାର ଏତେ ବଢ଼ି ଗଲାଣି ଯେ ଧରିତ୍ରୀ ମାତା ପାପ ର ଭାର କୁ ଆଉ ସମ୍ଭାଳି ପାରୁ ନାହାନ୍ତି ଆଉ କାନ୍ଦୁଛନ୍ତି । ପୁଣି କହିଛନ୍ତି ଯେ , ପାପ ର ଭାର ବଢିବା ସହ ଧରିତ୍ରୀ ମାତା ପାପି ମାନଙ୍କୁ ଫୋପାଡି ଦେବେ । ଆଉ ସେମାନଙ୍କ ମଧ୍ୟରୁ କିଛି କିଛି ବୋମା ମାଡ଼ ରେ ଯିବେ ,କିଛି ନ ଖାଇ ନ ପିଇ ମରିବେ ,କିଛି ଲୋକ ପ୍ରଳୟ ରେ ଯିବେ,କିଛି ରୋଗ ରେ ମରିବେ ।

 

  

ଆଉ ଶେଷ ରେ କହିଛନ୍ତି ଯେ ,ବର୍ତ୍ତମାନ ସମୟ ରେ ୟୁକ୍ରେନ ଦେଶ ଯେଉଁ ଭଳି ପରିସ୍ଥିତି କୁ ସାମ୍ନା କରୁଛି , ଏହିଭଳି ପରିସ୍ଥିତି ସାରା ବିଶ୍ବ କୁ ସାମ୍ନା କରିବାକୁ ହେବ । ତେବେ ଭବିଷ୍ୟତ ରେ ଏଭଳି ଯୁଦ୍ଧ ଅନେକ ସ୍ଥାନ ରେ ଲାଗିବ ଏବଂ ବୋମା ମାଡ଼ ମଧ୍ୟ ହେବ ।ତେବେ ମାଳିକା ଗବେଷକ ଶ୍ରୀ ପୁନିତ ପଣ୍ଡା ଏହି ସବୁ କଥା ଜଣାଇଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *