ପ୍ରଥମଥର ଚୁଡିଦାର ପିନ୍ଧି ହିରୋଇନ Rupa ଓ Pintu ସୁଟିଂ ସେଟ ରେ କଲେ ଧମାକାଦାର ଡାନ୍ସ – ଦେଖନ୍ତୁ Video ।

 

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ,ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଏବେ ଦିନ କୁ ଦିନ ବେଶ୍ ବଢିବାରେ ଲାଗିଛି । ଆଉ ଏଥିପାଇଁ ଓଡ଼ିଆ ର ଯୁବ ଆର୍ଟିଷ୍ଟ ମାନଙ୍କର ବିଶେଷ ଅବଦାନ ରହିଛି କାହିଁକି ନା ସେମାନେ ଗୋଟେ ପରେ ଗୋଟେ ହିଟ୍ ଗୀତ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି କୁ ଭେଟି ଦେଉଛନ୍ତି। ତେବେ ସେହି ଗୀତ ଗୁଡ଼ିକ ର ବହୁତ୍ ସୁନ୍ଦର ନିର୍ଦ୍ଦେଶନା ଓ ସଂଯୋଜନା ପାଇଁ ତାହା ଲୋକ ମାନଂକ ହୃଦୟ କୁ ବେଶ୍ ଛୁଇଁ ପାରୁଛି ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ଦୁଇ ଯୋଡ଼ି ସତେ ଯେପରି ଛାଇ ଯାଇଛନ୍ତି । ତେବେ ସେହି ଯୋଡ଼ି ନିଜର କଳା ତଥା ନିଜର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ମନ କୁ କିଣି ନେଉଛନ୍ତି । ଆଉ ଏଥିପାଇଁ ଏହି ଦୁଇ ଯୋଡି ଙ୍କ ଲୋକ ପ୍ରିୟତା ବଢିବା ସହିତ ଏମାନେ ବେଶ୍ ପରିଚିତ ହୋଇ ପାରିଛନ୍ତି । ତେବେ ସେହି ଦୁଇ କଳାକାର ହେଉଛନ୍ତି ଆପଣଙ୍କ ପ୍ରିୟ ରୂପା ଓ ପିଣ୍ଟୁ।  

 

ତେବେ ଏହି ସଫଳ ଯୋଡି କୁ ଆପଣ ଅନେକ  ମ୍ୟୁଜିକ୍ ଭିଡିଓ ରେ ଦେଖିବାକୁ ପାଇଥିବେ। ଲୋକ ମାନେ ଏହି ଦୁଇ ଜଣଙ୍କ ଯୋଡ଼ି କୁ ବେଶ୍ ପସନ୍ଦ କରିଥାନ୍ତି । ତେବେ ଏହି ଦୁଇ କଳାକାର ନିଜର ସୁନ୍ଦର ଅଭିନୟ ବଳରେ ମ୍ୟୁଜିକ ଭିଡିଓ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆଉ ଏଥିପାଇଁ ମଧ୍ୟ  ବର୍ତ୍ତମାନ ଏହି ଦୁଇ ଜଣଙ୍କ ଚାହିଦା ବେଶ୍ ଅଧିକ ରହିଛି । ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଜଣଙ୍କ ଏକ ଡାନ୍ସ ଭିଡିଓ ସାମ୍ନା କୁ ଆସିଛି ,ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

ତେବେ ଭାଇରାଲ ହେଉଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ , ଚର୍ଚ୍ଚିତ ରୂପା ଓ ପିଣ୍ଟୁ ସୁଟିଂ ସେଟ୍ ରେ ଡାନ୍ସ ପ୍ରାକଟିସ କରୁଛନ୍ତି ଏବଂ ସେଠାରେ ଜଣେ ଡାନ୍ସ ମାଷ୍ଟର ଏହି ଦୁଇ ଜଣଙ୍କୁ ଡାନ୍ସ ଶିଖାଉଛନ୍ତି । ତେବେ ସେଠାରେ ଏମାନଙ୍କ ସହ ଆଉ କିଛି ଜଣ ମଧ୍ୟ ଡାନ୍ସ ଅଭ୍ୟାସ କରୁଛନ୍ତି। ତେବେ ଡାନ୍ସ ଅଭ୍ୟାସ କରିବା ସମୟ ରେ ରୂପା ଓ ପିଣ୍ଟୁ ବହୁତ୍ ମଜା ମସ୍ତି କରୁଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *