ପୁଣି ଦେଖିବାକୁ ମିଳିଲା ଚର୍ଚ୍ଚିତ ରାଣୀ ପଣ୍ଡାଙ୍କ ହଟ୍ ଡାନ୍ସ ଭିଡ଼ିଓ । ଦର୍ଶକ ହେଲେ ମତୁଆଲା । ଆସନ୍ତୁ ଦେଖିବା ଏହି Viral Video…. 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଦେଖିବାକୁ ମିଳିଲା ଚର୍ଚ୍ଚିତ ରାଣୀ ପଣ୍ଡାଙ୍କ ହଟ୍ ଡାନ୍ସ ଭିଡ଼ିଓ । ଏବେ ଆସନ୍ତୁ ଜାଣିବା କେଉଁଠି ଓ କେଉଁ ଗୀତରେ ସେ ଏଭଳି ଡାନ୍ସ କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି । ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ । ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେମିତି ଓଡିଆ ଯାତ୍ରା ଜଗତର ଜଣେ ବହୁତ ହିଁ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାନୀ ପଣ୍ଡା । 

 

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ । ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା । ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ସବୁବେଳେ ହୋଇ ଥାଆନ୍ତି ରାନୀ ପଣ୍ଡା । ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି । ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି । ଅନେକ ଲୋକଙ୍କୁ ତାଙ୍କ ବିପଦ ସମୟରେ ରାନୀ ସାହାଯ୍ୟ ର ହାତ ବଢ଼େଇ ଦେଇଥାନ୍ତି ।

 

ତେବେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତର ବିବାଦୀୟ ତଥା ରାଣୀ ପଣ୍ଡାଙ୍କ ଖଣ୍ଡଗିରି ଯାତ୍ରା ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ଯେଉଁ ଯାତ୍ରା ଟି ସମ୍ପୂର୍ଣ ରୂପେ ବି-ବା-ଦୀ-ୟ ଘେର କୁ ଯାଇଥିଲା । ଯେଉଁଥିରେ ଯାତ୍ରା ଜଗତର ଜଣେ ଅଭିନେତ୍ରୀ ରାନୀ ପଣ୍ଡା ସମସ୍ତ ଲୋକ ସମାଜ କୁ ଆସିଥିଲେ ସେ ନିଜର ଖୋଲା ଦେହକୁ ନେଇ ସମସ୍ତଙ୍କ ଠାରେ ଚର୍ଚ୍ଚିତ ହୋଇ ଯାଇଥିଲେ । ରାଣୀ ପଣ୍ଡା ପୁଣି ଚର୍ଚ୍ଚରେ । କିଛି ଦିନ ବ୍ୟବଧାନ ପରେ ଅଭିନେତ୍ରୀ ରାନୀ ପଣ୍ଡା ନାଚି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । 

 

ରାନୀ ପଣ୍ଡା ନିଜର ବିବାଦୀୟ ନୃତ୍ୟ ଏବଂ ବିବାଦୀୟ କଥା ପାଇଁ ସହରରେ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ଏଥର ରାନୀ ପଣ୍ଡା ତାଙ୍କ ଡାନ୍ସ ଭିଡିଓ ସହିତ ହେଡଲାଇନରେ ଅଛନ୍ତି । ଯାତ୍ରା ମଞ୍ଚରେ ଗୋଟେ ଗୋଲାପି ରଙ୍ଗର ଡିଜାଇନ୍ ଷ୍ଟାଇଲିଷ୍ଟ୍ ଡ୍ରେସ ପିନ୍ଧି “ଡବଲ୍ ଅଣ୍ଡା” ଗୀତର ତାଳେ ତାଳେ ହଟ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯେଉଁ ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ଏବଂ ଯାହାକି ବର୍ତମାନ ସମୟରେ ରାତାରାତି ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *