ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟଙ୍କ ପ-ର-ଲୋ-କ ମାମଲା ରେ ଆବାଜ ଉଠାଇଛନ୍ତି ଠାକୁର ରଞ୍ଜିତ ଦାସ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସାମ୍ବାଦିକ ସମ୍ମିଳନୀ ରେ,ରୋଷେୟା, ମନ୍ମଥ କୁମ୍ଭ କୁ କ୍ଲିନ ଚିଟ ପାଇବା ପରେ ବିଦ୍ୟା କୁ ଦଫା ଲଗା ଯାଇଥିଲା । ସୌମ୍ୟ କ ଦେହ ରେ ଲାଗିଥିବା ନି-ଆ କୁ ନିଜେ ଲିଭାଇ ନଥିଲେ କି କାହା କରି ଲିଭାଇବାକୁ ଡାକି ନଥିଲେ । ଦଫା ୨୮୫ ଅନୁସାରେ ୬ ବର୍ଷ ଜେ-ଲ ବା ୧୦୦୦ ତାଙ୍କ ର ଫାଇନ ହେଇପାରେ ।ହେଲେ ଏହି ସବୁ କଥା କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସୌମ୍ୟ କ୍କ ପରିବାର ଲୋକେ ।ଆଉ କହିଛନ୍ତି ତାଙ୍କୁ ନ୍ୟାୟ ଦେବା ବାହାନାରେ ଆରକ୍ଷୀ ଅଧିକାରୀ କରୁଚି ଦିଖାବା ।ବିଦ୍ୟା ଭାରତୀ ଓ ସୌମ୍ୟ କ ସମେତ DFO ଙ୍କ ଫୋନ ର ସିବିଆର ଅନାଲେଶିଷ ରିପୋର୍ଟ ମଧ୍ୟ ଆସିଚି।
ମଜେଷ୍ଟ୍ରି ଏବଂ ଡାକ୍ତର ଦ୍ବାରା ଦାଇଁନ ଡିକ୍ଳରେସନ ମଧ୍ୟ ଜ-ବ-ତ କରାଯାଇଛି। ଏହା ବ୍ୟତୀତ ଦାଇଁନ ଡିକ୍ଳରେସନ ବେଳ ର ଭିଡିଓ ମଧ୍ୟ ଜବତ୍ କରାଯାଇଛି। ଏହି ଘଟଣା ରେ ମୁଖ୍ୟତଃ ସାମ୍ନା କୁ ଆସିଥିବା ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟା ଭାରତୀ ପଣ୍ଡା ଏବଂ ମନ୍ମଥ କୁମ୍ଭ କ ପଳିଗ୍ରଫ ରିପୋର୍ଟ ମଧ୍ୟ ସାମ୍ନା କୁ ଆସିଚି । ସୌମ୍ୟ ଙ୍କ ଡାଏରୀ ରୁ ସାଇକୋଲଜି ଅନାଲେଶିସ୍ ର ରିପୋର୍ଟ ମଧ୍ୟ ପହଞ୍ଚିଛି । ପରିବାର ଲୋକେ କ ଅନୁରୋଧ କ୍ରମେ ଏହା କୁ ମାମଲା ହିସାବ ରେ ଆରକ୍ଷୀ ଅଧିକାରୀ ତ-ଦ-ନ୍ତ ଆରମ୍ଭ କରିଥିଲା ।ହେଲେ ସବୁ ସା-କ୍ଷୀ ପ୍ରମାଣ ରୁ ଏହା ପ୍ରମାଣ କରାଇବାକୁ ଚେଷ୍ଟା କରାଇଛନ୍ତି କି ଏକ ଅଭାବନୀୟ ଘଟଣା ହୋଇପରେ ବୋଲି ।
ଏହି ଘୋଷଣା କୁ ନେଇ ସୌମ୍ୟ ଙ୍କ ମା ଅ-ସ-ନ୍ତୋ-ଷ ପ୍ରକାଶ କରିଥିଲେ ଆଉ ନିଜର ପ୍ରତୀକିୟା ମଧ୍ୟ ରଖିଥିଲେ ।ଆଉ କହିଛନ୍ତି କି ଆରକ୍ଷୀ ଅଧିକାରୀ DFO କୁ ବଞ୍ଚାଇବା କୁ ଚାଲିଛି ପ୍ରା-ଣ ମୂ-ର୍ଚ୍ଛା ଉଦ୍ୟମ । ଆଉ ବିଦ୍ୟା ଭାରତୀ ସବୁ ଜାଣି ମଧ୍ୟ ସୌମ୍ୟ କୁ ବଞ୍ଚାଇ ନଥିବା ର ଅ-ଭି-ଯୋ-ଗ ମଧ୍ୟ କରିଛନ୍ତି । ଏହା ମଧ୍ୟ କହିଛନ୍ତି କି ନ୍ୟାୟ ଦେବା ବାହାନା ରେ ଖେଳି ଚାଲିଛନ୍ତି ଖେଳ । ଅନ୍ୟ ପଟେ ଖଇରା ବିଜେପି ରାଜ୍ୟ ମୁଖ୍ୟ ପାତ୍ର ଠାକୁର ରଞ୍ଜିତ ଦାସ ମଧ୍ୟ ଏହା ବି-ରୁ-ଦ୍ଧ-ରେ ଆବଜ୍ ଉଠାଇ କହିଛନ୍ତି ।
ଆଉ କହିଛନ୍ତି ଖଇରା ବାସୀ ଏହି ନିଷ୍ପତି ରେ ଅ-ଶା-ନ୍ତ ଅଛନ୍ତି। ସରକାର ପ୍ରତି ଉଠାଇଛନ୍ତି ପ୍ରଶ୍ନ।କୋଉଠି ନା କୋଉଠି ଆରକ୍ଷୀ ଅଧିକାରୀ ର ତ-ଦ-ନ୍ତ କୁ ଢାଙ୍କି ପକାଇବ କୁ ଚେଷ୍ଟା କରାଯାଉଛି ।ଆଉ ମନ୍ତ୍ରୀ ଏବଂ ନେତା କି ପଦବୀ ଉପରେ ପ୍ରଶ୍ନ ବାଚି ସୃଷ୍ଠି କରିଛନ୍ତି ଆଉ କହିଛନ୍ତି ଯଦି ଜନତା କୁ ନ୍ୟାୟ ନ ମିଳେ ତାହାଲେ ଭୋଟ ଦେବା ର କଣ ଲାଭ ରହିଛି ।ଆଉ କହିଛନ୍ତି କି ଯେ ଆରକ୍ଷୀ ଅଧିକାରୀ ର ତ-ଦ-ନ୍ତ ର-ହ-ସ୍ୟ ସୃଷ୍ଟି କରୁଚି । ଏହି ସବୁ ଘଟଣା ରକ୍ତ ଚନ୍ଦନ କାଠ ସହିତ ଜଡ଼ିତ ହେଇ ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।