ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଋଷ ବାହାର କଲା ତାର ସୁରକ୍ଷା କବଚ s-400, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟ ରେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ତେବେ ଏହି ଯୁଦ୍ଧ କମିବା ବଦଳ ରେ ଅଧିକ ଭୟାନକ ହେବାରେ ଲାଗୁଛି। ତେବେ ସୂଚନା ଅନୁଯାୟୀ ଏହି ଯୁଦ୍ଧ ରେ ପରମାଣୁ ମାଡ଼ ହେବ ବୋଲି ଶୁଣିବାକୁ ମିଳୁଥିଲା । ତେବେ ଘମାଘୋଟ ଲଢେଇ ମଧ୍ୟରେ ଏହି ଖବର ସାମ୍ନା କୁ ଆସୁଛି ଯେ ଏହି ଦୁଇ ଦେଶ ପରମାଣୁ ଆ-କ୍ର-ମ-ଣ କରିବାକୁ ଯାଉଛନ୍ତି । ତେବେ କେଉଁ ମୁହୂର୍ତ୍ତ ରେ କଣ ହେବ ତାହା କିଏ କହିବ ।
ତେବେ ଯଦି ପରମାଣୁ ଆ-କ୍ର-ମ-ଣ ହୁଏ ତାହେଲେ ବହୁତ୍ ଧନ ଜୀବନ କ୍ଷୟକ୍ଷତି ହେବା ସହ କୋଟି କୋଟି ଲୋକ ଙ୍କ ଜୀବନ ଚାଲିଯିବ । ଆଉ ଯଦି ବି କୌଣସି ଲୋକ ବାଦ୍ ପଡ଼ି ଯାଆନ୍ତି ତାହେଲେ ସେହି ଲୋକ ମାନେ ଜୀବନ ସାରା ପାଇଁ ପଙ୍ଗୁ ହୋଇଯିବେ ବା ଅନ୍ଧ ପାଲଟି ଯିବେ । ଆଉ ସେପରି ହେଲେ ଚାରି ଆଡେ଼ କେବଳ ଲୋକ ଙ୍କର କରୁଣ କାନ୍ଦଣା ଶୁଣିବାକୁ ମିଳିବ । ତେବେ ସେମିତି ନ ହୁଏ ଏହା ଆଶା କରାଯାଉଛି ।
ତେବେ ୟୁକ୍ରେନ ର ରାଜଧାନୀ କୁ ଟାର୍ଗେଟ କରି ଋଷ ବୋମା ମାଡ଼ କରି ଚାଲିଛି । ବୋମା ମାଡ଼ ରେ ୟୁକ୍ରେନ ର ରାଜଧାନୀ ଧ୍ୟାସ ହୋଇଗଲାଣି ତଥାପି ଏବେ ପର୍ଯ୍ୟନ୍ତ ୟୁକ୍ରେନ ହାର ମାନୁ ନାହିଁ। ତେବେ ବର୍ତ୍ତମାନ ଏହି ସମୟ ରେ ଆମେରିକା ସମେତ ଅନ୍ୟ ନାଟୋ ଦେଶ ମାନେ ୟୁକ୍ରେନ ର ସାଥ ଦେଉଛନ୍ତି । ଆଉ ଏଥି ମଧ୍ୟରେ ଋଷ ତାର ତାର ପାଲଟା ଆକ୍ରମଣ ଆରମ୍ଭ କରିବା କୁ ଚିନ୍ତା କଲାଣି । ଋଷ ର ସୁରକ୍ଷା କବଜ ଆୟାର ଡିଫେନ୍ସ ସିଷ୍ଟମ ଅସ୍-400।
ତେବେ ଏହି ସିଷ୍ଟମ କୁ ନ କିଣିବା ପାଇଁ ଭାରତ କୁ ଡରାଉ ଥିଲା ଆମେରିକା କିନ୍ତୁ ଆମେରିକା ର କଥା କୁ ଖାତିର ନ କରି ଋଷ ଠାରୁ ଏହି ଅତ୍ୟାଧୁନିକ ସିଷ୍ଟମ କିଣି ଥିଲା ଭାରତ । ଆଉ ଏଥିପାଇଁ ମଧ୍ୟ ଆମେରିକା କିଛି ଦିନ ପାଇଁ ଭାରତ ରେ ରାଗି ଥିଲା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।