ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ବିଶେଷ ତଥ୍ୟ ବିଷୟରେ ଜଣାଇବାକୁ ଯାଉଛୁ । ତେବେ ଏହି ସମ୍ପର୍କ ରେ ଭଲ ଭାବରେ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିଷୟରେ ସଂପୂର୍ଣ୍ଣ ଭାବରେ । ତେବେ ବନ୍ଧୁଗଣ ଭାଇରାଲ ବଏ ସାନ୍ତନୁଙ୍କ ବିଷୟରେ ଆପଣ ମାନେ ନିହାତି ଭାବରେ ଜାଣିଥିବେ କାହିଁକି ନା ସେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି।
ତେବେ ବର୍ତ୍ତମାନ ସମୟ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି କୁ ଦେଖିଲେ ଆପଣ ଖୁସି ହୋଇ ପ୍ରଶଂସା କରିବାକୁ ଲାଗିବେ। ତେବେ ଓଡିଶା ମ୍ୟୁଜିକ ଭୀଡ଼ିଓ ଇଣ୍ଡଷ୍ଟ୍ରିର ଏମିତି କିଛି ଭିଡିଓ ସାମ୍ନା କୁ ଆସିଥାଏ ତାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ। ଆଉ ଏହାପରେ ଏହାର ଚାହିଦା ବେଶ ବଢିଯାଇଥାଏ ।ତେବେ ଏହାପରେ ମଧ୍ୟ ସେହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥାଏ। ଆଉ ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଗୀତ ବେଶ୍ ଭାଇରାଲ ହେବାରେ ଲାଗୁଛି ।
ତେବେ ଏହି ଭିଡିଓ ଟି କେଉଁ ଭଳି ହୋଇଛି ଆପଣ ଦେଖିଲେ ବେଶ୍ ଭଲ ଭାବରେ ଜାଣି ପାରିବେ ।ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଘୁରି ବୁଲୁଛି ଏବଂ ଲୋକମାନେ ଏହାକୁ ଦେଖିବାକୁ ବହୁତ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ତେବେ ଏହି ଭିଡିଓ ଟି ରେ ଭାଇରାଲ ବଏ ଶାନ୍ତନୁ କୁମାର ମହାନ୍ତି ନିଜେ ଏହି ଗୀତକୁ ଗାଇଛନ୍ତି ଓ ନିଜେ ମଧ୍ୟ ଅଭିନୟ କରୁଛନ୍ତି । ତେବେ ଭାଇରାଲ ହେଉଥିବା ଗୀତ ଟି ର ନାମ ହେଉଛି ବାଜିବଲୋ ଯୋଡି ମହୁରୀ।
ତେବେ ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନ ସମୟ ରେ ଶାନ୍ତନୁ କିଭଳି ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ତାଙ୍କର ଗୀତ ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସୁଛି ଓ ଲୋକ ମାନେ ତାଙ୍କର ବହୁତ୍ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଭିଡିଓ ର କିଭଳି ଚାହିଦା ରହିଛି ଆପଣ ମାନେ ତ ଜାଣି ପାରୁଥିବେ ।
ତେବେ ଏହି ଗୀତ ରେ ସୁନ୍ଦର ସଂଯୋଜନା ସାଙ୍ଗକୁ ସୁନ୍ଦର ନିର୍ଦ୍ଦେଶନା ଦେଖିବାକୁ ମିଳିଛି । ଏଥିପାଇଁ ଲୋକମାନଙ୍କ ହୃଦୟ କୁ ଜିତି ପରିଚ ଏହି ଗୀତ ।ତେବେ ଏହି ଗୀତରେ ଅନେକ ଟେକନିକାଲ ଏବଂ ଗ୍ରାଫିକ୍ସ ମଧ୍ୟ ବ୍ୟବହାର ହୋଇ ଥିବାରୁ ଏହା ଦ୍ବାରା ଭିଡ଼ିଓ ଟି ଖୁବ ସୁନ୍ଦର ହୋଇପାରିଛି। ତେବେ ଏହି ଗୀତ ଟି ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସୁଛି । ତେବେ ଏହି ଭିଡିଓ ଟି କେତେ ମଜାଦାର ଓ ସୁନ୍ଦର ହୋଇଛି ,ଏହାକୁ ଦେଖିଲେ ଜାଣି ପାରିବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।