ଏହି ସ୍ଥାନରୁ ବାହାରିବ ଗୁପ୍ତ ଲାଇଟ୍ ଆଉ ମୁହୂର୍ତ୍ତ ରେ ଯୁଦ୍ଧ ଶେଷ କରିଦେବ ଭାରତ – ଜାଣନ୍ତୁ କେମିତି ସବୁ ଶକ୍ତି ଭାରତ ରେ ରହିଛି ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାରତ ର କେଉଁ ସ୍ଥାନ ରୁ ଏହି ଗୁପ୍ତ ଲାଇଟ୍ ବାହାରିବ ଆଉ ଗୋଟେ ମୁହୂର୍ତ୍ତ ରେ ଯୁଦ୍ଧ ସରିଯିବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଜଣେ ମାଳିକା ଗବେଷକ ଏହା କହିଛନ୍ତି ଯେ , ଯେତେବେଳେ ବିଶ୍ଵ ଯୁଦ୍ଧ ହେବ ,ଯୁଦ୍ଧ ପରେ ବହୁତ୍ ଲୋକ ମରିବେ। ମାଳିକା ଗବେଷକ ଏହା କହିଛନ୍ତି ଯେ ,ଯେତେବେଳେ ବିଶ୍ଵ ଯୁଦ୍ଧ ହେବ ଭାରତ ସବୁଠୁ ଉପରେ ରହିବ । ଅର୍ଥାତ ସାରା ବିଶ୍ଵ ଉପରେ ରାଜୁତି କରିବ ଭାରତ । ଭାରତ ଠାରୁ ଯେତେ ଶକ୍ତିଶାଳୀ ଦେଶ ଥାଆନ୍ତୁ ନା କାହିଁକି ସେ ସବୁ ପାୱାର ପ୍ରଭୁ ଙ୍କ ଶକ୍ତି ଆଗରେ ଫେଲ ମାରିଯିବ । ଆଉ ସେତେବେଳେ ଈଶ୍ୱର ଙ୍କ ଶକ୍ତି ଲଢିବ ,ଆଉ ଈଶ୍ୱର ଭକ୍ତ ତଥା ସତ୍ କର୍ମ କରୁଥିବା ଲୋକ ମାନେ ହିଁ କେବଳ ବଞ୍ଚିବେ ।

 

ତେବେ ଏକ ଅଦ୍ଭୁତ ଐଶୋରିକ ଶକ୍ତି ସୃଷ୍ଟି ହେବ । ତେବେ ସେ କହିଛନ୍ତି ଯେ ଯେଉଁ ଦେଶ ପାଖରେ ଯେତେ ପରମାଣୁ ବୋମା ଥିଲେ ମଧ୍ୟ କେହି ଭାରତ ବର୍ଷ ଉପରେ ପରମାଣୁ ବୋମା ପକାଇ ପାରିବେନି । ସେ ଏମିତି କହିଛନ୍ତି କି ,ଆକାଶ ରୁ ପରମାଣୁ ବୋମା ପକାଇ ଭାରତ କୁ ନଷ୍ଟ କରିଦେବା ଭଳି ପୃଥିବୀ ରେ ଏମିତି କେହି ଜନ୍ମ ହେଇ ନାହାଁନ୍ତି ।

 

ଏହା ମଧ୍ୟ କହିଛନ୍ତି ଯେ ଭାରତ ର ଲୋକ ମାନଙ୍କ ମଧ୍ୟରୁ ବାରଣା ମରିଯିବେ ଆଉ ଚାରଣା ରହିବେ । ପୁଣି କହିଲେ ଯେ ଏହି ବାରଣା ଲୋକ ମାନେ ଯୁଦ୍ଧ ରେ ମରିବେ ନାହିଁ ,କେତେକ ଜଳ ରେ ମରିଯିବେ , କେତେକ ରୋଗ ରେ ମରିଯିବେ , କେତେକ ଅଞ୍ଚଳ ଜଳ ରେ ଲୋପ ହୋଇଯିବ । ଏହାପରେ ପୁଣି ସେ ଏହା କହିଛନ୍ତି ଯେ ଭାରତ ରେ ଯେତେକ ଘାଟି ଅଛି ,ସେହି ଘାଟି ଗୁଡ଼ିକ ରେ ବାଜପେୟୀ ସରକାର ଙ୍କ ଅମଳ ରୁ ଏକ ପ୍ରକାରର ମେସିନ୍ ବସା ଯାଇଛି ।

 

 ଆଉ ସେହି ମେସିନ୍ ଭିତରୁ ଗୋଟେ ପ୍ରକାରର ଲାଇଟ୍ ବାହାରିବ । ତେବେ ଉପରୁ ଶତ୍ରୁ ପକ୍ଷ ଆସିବା କ୍ଷଣି ସେଥିରୁ ସେହି ଲାଇଟ୍ ଯାଇ ତା ଉପରେ ପଡ଼ିବ । ଆଉ ସେଠି ସବୁ ପାଉଁଶ ହେଇକି ଗଳି ଯିବ । ତେବେ ଶେଷ ରେ କହିଛନ୍ତି ଯେ ଏହି ଯେଉଁ ମେସିନ୍ ଟି ପୃଥିବୀ ରେ କାହା ପାଖରେ ବି ନାହିଁ ,ଏହା ଏକ ମାତ୍ର ଭାରତ ପାଖରେ ହିଁ ଅଛି । ଭାରତ ହେଉଛି ଏକ ଧର୍ମ ପରାୟଣ ଦେଶ ,ଏହା କେବେ କୌଣସି ଯୁଦ୍ଧ ଦ୍ଵାରା ନାଶ ହେବ ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *