ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ତୈଳ ଦର ପୁଣି କେତେ ଟଙ୍କା ବୃଦ୍ଧି ପାଇବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତୈଳ ଦର କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ନେଇ ଚାଲିଛି ଚର୍ଚ୍ଚା । ତେବେ ସୂଚନା ରୁ ଏହା ଜଣା ପଡୁଛି ଯେ ,15 ଟଙ୍କା ପର୍ଯ୍ୟନ୍ତ ବଢିପାରେ ତେଲ ଦର । ତେବେ ଆଜି ଠାରୁ ତେଲ ଦର ବୃଦ୍ଧି ହେବା ନେଇ ଚର୍ଚ୍ଚା ଲାଗି ରହିଛି ।
ତେବେ ଯେଉଁଠି ଗତ ଚାରି ମାସ ହେଲା ତେଲ ଦର ବୃଦ୍ଧି ପାଇ ନଥିଲା , ସେହି ସ୍ଥାନ ରେ ଏହି ସପ୍ତାହ ରେ ତେଲ ଦର 15 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଷୋମବାର ଦିନ ଅନ୍ତର୍ଜାତୀୟ ବଜାର ରେ ଅଶୋଧିତ ତୈଳ ଦର 130 ଡ଼ଲାର ରେ ପହଞ୍ଚିଛି । ଦୈନିକ କାରବାର ରେ ପ୍ରତି ବ୍ୟାରେଲ୍ ପିଛା ଦର ଗୋଟେ ଥର 139 ଡ଼ଲାର ରେ ପହଞ୍ଚି ଥିଲା । ତେବେ ମଙ୍ଗଳ ବାର ଦିନ ସକାଳ ସୁଦ୍ଧା 0.8 ପ୍ରତିଶତ ବୃଦ୍ଧି ପାଇଥିବା ସହ ବ୍ୟାରେଲ ପିଛା 124 .20 ଡଲାର ରେ କାରବାର ହୋଇଛି।
ତେବେ ପାଞ୍ଚୋଟି ରାଜ୍ୟ ରେ ନିର୍ବାଚନ ପରେ ପୁଣି ବଢିବ ପେଟ୍ରୋଲ ଓ ଡିଜେଲ ଦର। ତେବେ ଗତକାଲି ୟୁପି ରେ ନିର୍ବାଚନ ଶେଷ ହେବା ପରେ ତୈଳ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି । ସେହିପରି ଋଷ ଓ ୟୁକ୍ରେନ ଯୁଦ୍ଧ ପର ଠାରୁ ଅଶୋଧିତ ତୈଳ ଦର ଲଗାତାର ଭାବେ ବୃଦ୍ଧି ହେବାରେ ଲାଗିଛି। ତେବେ ପୂର୍ବରୁ ଏହି ଅଶୋଧିତ ତୈଳ ଦର 100 ଡଲାର ରୁ କମ୍ ଥିବା ବେଳେ ଏବେ ଵ୍ୟାରେଲ୍ ପିଛା ଦର 130 ଡଲାର ରେ ପହଞ୍ଚି ଲାଣି ।
ତେବେ ବର୍ତ୍ତମାନ ଦେଶ ରେ ତୈଳ ଦର 15 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟ ରେ ଭାରତ ର ବିଭିନ୍ନ ସ୍ଥାନ ର ତୁଳନା ରେ ତୈଳ ଦର ସର୍ବାଧିକ ମୁମ୍ବାଇ ରେ ରହିଛି । ଅନ୍ତର୍ଜାତୀୟ ବଜାର ର ମୂଲ୍ୟ ଅନୁଯାୟୀ ଇନ୍ଧନ ତେଲ ର ଘରୋଇ ମୂଲ୍ୟ ପ୍ରତିଦିନ ସଂଶୋଧିତ ହୁଏ । ପ୍ରତିଦିନ ସକାଳ 6 ଟା ରୁ ଲାଗୁ ହୁଏ ନୂତନ ଦର ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।