ପୁରୀ ର ସମୁଦ୍ର ବେଳାଭୂମି ରେ ଚାଲୁଛି ଜୀବନ୍ତ ଶଙ୍ଖ। ଦେଖିଲେ ହେଉଛି ମନସ୍କାମନା ପୂରଣ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁରୀ ର ସମୁଦ୍ର ବେଳାଭୂମି ରେ ଚାଲୁଛି ଜୀବନ୍ତ ଶଙ୍ଖ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତ ଏକ ଦେଵ ପରାୟଣ ଭୂମି । ଏହି ପବିତ୍ର ଦେବ ସମ୍ପନ୍ନ ରାଷ୍ଟ୍ରର ପୃଷ୍ଠ ଭୂମିରେ ଅନେକ ଦେବା ଦେବୀ ବସବାସ କରନ୍ତି । ଭାରତରେ ଲୋକ ମାନେ ପ୍ରାୟତଃ ଆଧ୍ୟାତ୍ମିକ ପରାୟଣ ସମ୍ପନ୍ନ ହୋଇଥାନ୍ତି । ମୁଖ୍ୟତଃ ଇଶ୍ଵର ଏକ ରୂପ ଅନେକ । ଏକ ବ୍ରହ୍ମା ଦ୍ଵିତୀୟ ନାସ୍ଟି । ହିନ୍ଦୁ ଧର୍ମର ଲୋକମାନେ ସାଧାରଣତଃ ଅଧିକତର ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି । ଦେବା ଦେବୀ ଙ୍କ ପ୍ରତି ଶ୍ରଦ୍ଧାଳୁ ଙ୍କ ଅତୁଟ ବିଶ୍ୱାସ ତଥା ଭକ୍ତି ରହିଥାଏ । ତେଣୁ ଭାରତର ବିଭିନ୍ନ ପ୍ରାନ୍ତ ସ୍ଥାନରେ ଅନେକ ଧର୍ମ ପୀଠ ଶୈବ ପୀଠ ଆଦି ଦେଖିବାକୁ ମିଳିଥାଏ । 

 

ଭଗବାନ ହେଉଛନ୍ତି ଅବିନସ୍ୱର । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଚାରି ବର୍ଗ ମଧ୍ୟରୁ ବ୍ରାହ୍ମଣ ସମ୍ପ୍ରଦାୟ ଲୋକ ଅଧିକ ଉଚ୍ଚ କୋଟୀର ବର୍ଗର ହୋଇଥାନ୍ତି । ତେଣୁ ଭାରତରେ ସାଧାରଣତଃ ହିନ୍ଦୁ ଧର୍ମ ସ୍ଥଳୀ କ୍ଷେତ୍ରରେ ବ୍ରାହ୍ମଣ ମାନେ ପୂଜା ଅର୍ଚ୍ଚନା କରିଥାନ୍ତି । ତେବେ ସବୁ ଧର୍ମ ମଧ୍ୟରୁ ହିନ୍ଦୁ ଧର୍ମ ଶ୍ରେଷ୍ଠ ଅଟେ । ତେବେ ଏହି ଧର୍ମରେ ଦେବା ଦେବୀ ଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ବିଭିନ୍ନ କ୍ଷେତ୍ରରେ ଦେବା ଦେବୀ ଙ୍କ ଦ୍ଵାରା ନିର୍ଦ୍ଧାରିତ ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିବା ପାଇଁ ଭକ୍ତ ଶ୍ରଦ୍ଧାଳୁ ଙ୍କ ଅସଂଖ୍ୟ ଭିଡ଼ ଯମିଥାଏ । 

 

ଏହିସବୁ ବିରଳ କାର୍ଯ୍ୟ ଭଗବାନ ଙ୍କ କୃପାରୁ ହୋଇଥାଏ ବୋଲି ଜଣାଯାଏ । ଏବେବି ବହୁ କ୍ଷେତ୍ରରେ ଏମିତି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥାଏ , ଯାହାକୁ ବିଶ୍ୱାସ କରିବା ଏତେ ସହଜ ନୁହେଁ । ତେବେ ନିକଟରେ ଏହିଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣତଃ ହିନ୍ଦୁ ଧର୍ମରେ ଶଙ୍ଖ କୁ ବହୁ ଶୁଭ ବୋଲି ମାନାଜାଇଥାଏ । ତେଣୁ ହିନ୍ଦୁ ଶାସ୍ତ୍ର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଘରେ ତଥା ଧର୍ମ ପୀଠରେ ପ୍ରାତଃ ତଥା ସାୟମ କାଳରେ ଶଙ୍ଖ ନାଦ ଶୁଣିବାକୁ ମିଳିଥାଏ । ଯାହାକି ଅତ୍ୟନ୍ତ ମଙ୍ଗଳ ମୟ ଅଟେ । 

 

ତେବେ ଏ ବିରଳ ଘଟଣା ଟି ହେଉଛି ଓଡ଼ିଶା ସ୍ଥିତ ପୁରୀ ଧାମ ରେ ସମୁଦ୍ର ବେଳାଭୂମି ରେ ଜୀବନ୍ତ ଶଙ୍ଖ ଦେଖିବାକୁ ମିଳିଛି। ଶଙ୍ଖ କୁ ଦେବା ଦେବୀ ଙ୍କ ଅସ୍ତ୍ର ଶସ୍ତ୍ର ରୂପେ ପୂଜା ଅର୍ଚ୍ଚନା କରାଯାଏ । ତେବେ ସେହି ସ୍ଥାନରେ ଏକ ଜୀବନ୍ତ ଶଙ୍ଖ ମାଟି ଭିତରୁ ବାହାରି ସମୁଦ୍ର କୂଳ ରେ ଚାଲୁଥିବାର ଦେଖିବାକୁ ମିଳିଛି । ଏହି ଅଲୌକିକ ଶଙ୍ଖ କୁ ସ୍ଥାନୀୟ ଲୋକମାନେ ବହୁ ଆଡ଼ମ୍ବରରେ ପୂଜା ଅର୍ଚ୍ଚନା କରିଥାନ୍ତି । ଏହି ଶଙ୍ଖ କୁ ପୂଜା ଅର୍ଚ୍ଚନା କରିବା ଦ୍ଵାରା ମନୋସ୍କାମନା ପୂର୍ବ ହୁଏ । ତେବେ ଏହି ଶଙ୍ଖ କୁ ଦେଖିବା ପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ଅନେକ ଭିଡ଼ ଜମିଥିଲା । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.