ଦେଖୁ ଦେଖୁ ଘଟିଗଲା ଅଭାବନିଅ ଘଟଣା । ଦେଖିଲେ Video କାନ୍ଦି ପକେଇବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦେଖୁ ଦେଖୁ ଘଟିଗଲା ଅ-ଭା-ବ-ନୀ-ୟ ଘଟଣା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜ ରେ ଦିନ କୁ ଦିନ ଅପ କର୍ମ ର ମାତ୍ରା ବଢ଼ି ବଢି ଯାଉଛି । କେଉଁଠୁ ଡ-କା-ୟ-ତି ହେଉଛି ତ ଆଉ କୋଉଠି ଚୋ-ରୀ କରି ଲୋକ କୁ ମା-ରି ମଧ୍ୟ ଦିୟା ଯାଉଛି। କିଛି ଲୋକ କି ର ଏହି ପରି କାର୍ଯ୍ୟ ଯୋଗୁ ସାଧାରଣ ଲୋକୋ କୁ ଅନେକ ଅ-ସୁ-ବି-ଧାର ସମ୍ମୁଖିନ ହେବାକୁ ପଡ଼ିିଥାଏ ।ଯାହା ତାଙ୍କ ଜୀବନ ନେବା ସଙ୍ଗେ ସଙ୍ଗେ ଅନେକ ଧନ ଜୀବନ ମଧ୍ୟ ହରାଇ ଥାଏ ।ଯାହା ଆମ କୁ ଅନେକ ଅ-ସୁ-ବି-ଧାର ରେ ପକାଇ ଥାଏ । ଆଉ ତାହା ଆମ କୁ ଆଶ୍ଚର୍ୟ୍ଯ ଚକିତ ମଧ୍ୟ କରିଥାଏ। 

            

ଏମିତି ଏକ ଘଟଣା ଏବେ ଆମ ସାମ୍ନା କୁ ଆସିଛି। ରାସ୍ତା ଉପରେ କାର ଟିଏ ରଚାଇଛି ତାର ତା-ଣ୍ଡ-ବ । ଘଟଣାଟି ଘଟିଛି ଛତିଶଗଡ଼ ର ଯଶିପୁର ପଥାଳ ଗ୍ରାମ ରେ । ସମସ୍ତେ ଦଶହରା ମୋନାଉ ଥିବା ବେଳେ ରାସ୍ତା ରେ ଗୋଟେ କାର ରେ ଆସି ସମସ୍ତ କ ଉପରେ ଚଢ଼ି ଯାଇଥିଲା । ଏଥିରେ ଅନେକ ଲୋକ କୁ ଆ-ଘା-ତ ହେଇଥିବା ବେଳେ 16 ଜଣ ରୁ ଅଧିକ ଆ-ହ-ତ ହୋଇଛନ୍ତି। ଆଉ ସେଥିରୁ 4 ଜଣ କ ଗୁ-ରୁ-ତ-ର ଅବସ୍ଥା ରେ ଥିବା ହେତୁ ସେମାନେ କୁ ଅନ୍ୟତ୍ର ପଠା ଯାଇଥିଲା । ଆ-ହ-ତ ହୋଇଥିବା ସେଠାରେ ଚି-କି-ତ୍ସା-ଳ-ୟ ରେ ଚିକିତ୍ସା ଥିନ ଅବସ୍ଥା ରେ ଅଛନ୍ତି । କାର ଲୋକ କି ଉପରେ କିପରି ମାଡି ଯାଉଛି ତାହା ର ଏକ ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ଭା-ଇ-ର-ଲ ହେଉଛି। 

 

ଭିଡିଓ ଅନୁସାରେ ଲୋକୋ ମାନେ ଭଜନ କୀର୍ତ୍ତନ କରି ରାସ୍ତା ରେ ଯାଉଥିବା ବେଳେ ଗୋଟେ ଦୃତ ଗାମୀ ନାଲି ରଙ୍ଗ ର କାର ଆସି ନିରୀହ ଲୋକମାନ କ ଉପରେ ଚଢ଼ି ଯାଇଥିଲା । କାର ଧକା ରେ ଅନେକ ଲୋକ ଚିଞ୍ଚତ୍ର ହୋଇ ତଳେ ପଢ଼ି ଯାଇଥିଲେ ହେଲେ ତଥାପି କାର ଟି ରହି ନ ଥିଲା ।ଯାହା ଫଳ ରେ ଅନେକ ଲୋକ ଅବସ୍ଥା ଗୁ-ରୁ-ତ-ର ହେଇଥିଲା।ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ଉ-ତ୍ତେ-ଜ-ନା ଦେଖାେଇଥିଲା। ସେଠାରେ ସେହି ଯୁବକ ମାନେ ଅନ୍ୟ କେତେକ ଗଢ଼ି ରେ ମଧ୍ୟ ନି-ଆ ଲଗାଇ ଦେଇଥିଲେ। ଘଟଣା ଘଟାଏ ଥିବା ଯୁବକ ଜଣ କୁ ଲୋକେ ମାଡ଼ ମଧ୍ୟ ମା-ରି-ଛ-ନ୍ତି। ପରିସ୍ଥିତି କୁ ଦେଖି ସେଠାରେ ଅଧିକ ସୁରକ୍ଷା ଜାରି କାର ଯାଇଥିଲା । ସେହି କାର ରେ ଗ-ଞ୍ଜେ-ଇ ଚାଲାଣ ହେଉଥିବାର ଅ-ଭି-ଯୋ-ଗ ମଧ୍ୟ ହେଇଚି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *