ବର୍ତ୍ତମାନ ସମୟରେ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଯେ ଏହି ପ୍ରସିଦ୍ଧ ଅଭିନେତା ପରଲୋକରେ । ସେଥିପାଇଁ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ । ତେବେ ଏହି ପ୍ରସିଦ୍ଧ ଅଭିନେତା ଏକ ଘରୋଇ ହସ୍ପିଟାଲରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗ ଓ କିଡନ୍ନୀ ଖରାପ ହୋଇଥିବାରୁ ଏହି ଅଭିନେତାଙ୍କୁ ଫେବୃଆରୀ ୯ ରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ୧୦ ଦିନ ଧରି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ୍ ହେବାରେ ଲାଗିଥିଲା । ଆଉ ବର୍ତମାନ ସମୟରେ ତାଙ୍କର ପରଲୋକ ହୋଇ ଯାଇଛି । ଯିବା ପୂର୍ବରୁ ରାଜେଶ୍ ୧୫୦ରୁ ଊର୍ଦ୍ଧ୍ୱ ମୁଭିରେ ସେ ନିଜ ଅଭିନୟର ଛାପ ଛାଡିଯାଇଛନ୍ତି । ତାଙ୍କ ବି-ୟୋ-ଗରେ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ ।
କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କୁ କିଏ ବା ନ ଜାଣେ । ସୂଚନା ଯୋଗ୍ୟ ରାଜେଶଙ୍କ ପ୍ରକୃତ ନାମ ହେଉଛି ବିଦ୍ୟାସାଗର । ୧୯୩୨ ଏପ୍ରିଲ୍ ୧୫ ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ରାଜେଶ୍ କାଲା ଥପସ୍ବୀ ଭାବେ ବେଶ୍ ଜଣାଶୁଣା । ୬୦-୭୦ ଦଶକର ଲୋକପ୍ରିୟ ଅଭିନେତା ରାଜେଶ୍ ୧୫୦ ରୁ ମଧ୍ୟ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିଛନ୍ତି । ରାଜେଶ୍ ଙ୍କ ବାୟୋପିକ୍ ର ନାମ ହେଇଛି “କଲ୍ଥାପଶ୍ଵିକ ରାଜେଶ୍ ଆତ୍ମକଥା” । ୨୦୧୪ ମସିହାରେ ସାହିତ୍ୟ ପରିବେଷଣ ଦ୍ଵାରା ଡ଼କ୍ଟର ରାଜକୁମାର ସାଂସ୍କୃତିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତେବେ ପ୍ରସିଦ୍ଧ ଭେଟ୍ରାନ୍ ଅଭିନେତା ରାଜେଶ୍ ଙ୍କ ପରଲୋକ ହୋଇଛି ଦୀର୍ଘ ଦିନରୁ ସେ ହସ୍ପିଟାଲ୍ ରେ ଭର୍ତ୍ତି ଥିଲେ । ଶନିବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପରଲୋକ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିବାର ସୂଚନା ରହିଛି । ତେବେ ଭେଟ୍ରାନ୍ ଅଭିନେତା ରାଜେଶ୍ ଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।